କରୋନା ଭୟ: ଟ୍ଵିନ ସିଟିରେ ବନ୍ଦ ହେଲା କୋଚିଂ ସେଣ୍ଟର, ମଲ୍ ପ୍ରବେଶ ଉପରେ ଲାଗିଲା ପ୍ରତିବନ୍ଧକ
ଭୁବନେଶ୍ୱର: କରୋନାଭାଇରସର ବଢୁଥିବା ଭୟାଭହାତକୁ ଦୃଷ୍ଟିରେ ରଖି ଟ୍ଵିନ ସିଟି ପୋଲିସ ଭୁବନେଶ୍ୱର ଏବଂ କଟକ ସହରର ଅଧିବାସୀଙ୍କ ପାଇଁ ଉପଦେଷ୍ଟା ତାଲିକା ଜାରି କରିଛି।
By way of clarification:
All coaching/tuition centres are covered under the closure order…