Latest Odisha News

BREAKING NEWS

Yearly Archives

2020

କରୋନାର ପ୍ରଭାବ: ସମସ୍ତ ଘରୋଇ କ୍ରିକେଟ୍ ବାତିଲ କଲା ବିସିସିଆଇ

ମୁମ୍ବାଇ: କରୋନାର ପ୍ରଭାବ ଯୋଗୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)  ଶନିବାର ଘରୋଇ ମ୍ୟାଚର ଆଗାମୀ ସବୁ ଟୁର୍ଣ୍ଣାମେଣ୍ଟକୁ ବାତିଲ କରିଦେଇଛି । ରଣଜୀ ଚାମ୍ପିୟନ୍ ସୌରାଷ୍ଟ୍ର ଏବଂ ଅବଶିଷ୍ଟ ଭାରତ ଏକାଦଶ ମଧ୍ୟରେ ହେବାକୁଥିବା ଇରାପ କପ୍ ମୁକାବିଲା ବର୍ତ୍ତମାନ ପରିସ୍ଥିତିରେ…

ଆସନ୍ତୁ ଜାଣିବା ପୃଥିବୀରେ କେଉଁ ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି

ନୂଆଦିଲ୍ଲୀ: କରୋନା ଭାଇରସ ଏବେ ସାରା ବିଶ୍ୱକୁ ତାର କରାଳ ରୂପ ଦେଖାଇ ଡରାଉଛି । ତେବେ କରୋନା ପୂର୍ବରୁ କେଉଁ ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି ଆସନ୍ତୁ ତା ବିଷୟରେ ଜାଣିବା । ପ୍ଲେଗ: ୧୭୨୦ରେ ପ୍ଲେଗ ମହାମାରୀ ରୂପ ନେଇଥିଲା । ଏଥିରେ ୨ ବର୍ଷ ମଧ୍ୟରେ ଏକ ଲକ୍ଷରୁ ଅଧିକ ଲୋକ…

ବିଧାନସଭା ବନ୍ଦ ପ୍ରସଙ୍ଗ; ବିଜେପି ଅଭିଯୋଗର ଉତ୍ତର ରଖିଲା ବିଜେଡ଼ି

ଭୁବନେଶ୍ୱର: ବିଧାନସଭା ବନ୍ଦ ଓ ୟେସବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ରଖିବା ନେଇ ଭାରତୀୟ ଜନତା ପାର୍ଟିର ଅଭିଯୋଗର ଜବାବ ରଖିଛି ବିଜେଡ଼ି । କରୋନା ଆଳରେ ଗୃହକୁ ବନ୍ଦ ରଖିବା ଅଭିଯୋଗ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ୟେସବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ…

ରାଜନୀତି ନୁହେଁ, କରୋନା ପାଇଁ ଏକାଠି ହେବା: ବିଜେଡି

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଟଙ୍କା ଜମା କରାଯିବା ପ୍ରସଙ୍ଗରେ ବିଜେପି ଆଣିଥିବା ଅଭିଯୋଗର ଜବାବ ଦେଇଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେପିର ଅଭିଯୋଗକୁ ନିରାଧାର ବୋଲି କହିଲେ ବିଜେଡି ନେତା ସଂଜୟ ଦାସବର୍ମା । ବିଜେପିର ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିଜେପି…

ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆଉ ୫ ଗିରଫ

ନୂଆଦିଲ୍ଲୀ: ଗୋଇନ୍ଦା ବିଭାଗର ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ଘଟଣାରେ ସ୍ଥାନୀୟ ପୋଲିସ ଶନିବାର ଆଉ ୫ଜଣଙ୍କୁ ଗିରଫ କରିଛି । ଦିଲ୍ଲୀ ହିଂସା ବେଳେ ଅଙ୍କିତଙ୍କୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ହତ୍ୟା କରାଯାଇଥିଲା । ଦିଲ୍ଲୀ ପୋଲିସ ହିଂସାକୁ ଉସୁକାଇବା ଅଭିଯୋଗରେ ସୁମିତ, ଅଙ୍କିତ…

କରୋନାକୁ ନେଇ କବିତା ଲେଖିଲେ କଂଗ୍ରେସ ନେତା ଶଶି ଥରୁର

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ଶଶି ଥରୁର । ତେବେ ଏଥର କୌଣସି ବିବାଦୀୟ ମନ୍ତବ୍ୟ ପାଇଁ ନୁହେଁ, କବିତା ଲେଖି ସେ ଚର୍ଚ୍ଚାକୁ ଆସିଛନ୍ତି । ସେ କରୋନାକୁ ନେଇ ଏକ ହିନ୍ଦୀ କବିତା ଲେଖିଛନ୍ତି । Corona Corona का डर खा रहा है ये लफ्ज़ अब हमारा भी सर खा रहा है…

ଶିଖା ପାଣ୍ଡେଙ୍କୁ ସମ୍ବର୍ଦ୍ଧିତ କଲେ ଏୟାର ମାର୍ଶଲ୍ ଏମଜିଏସ୍ ମେମନ୍

ନୂଆଦିଲ୍ଲୀ:ମହିଳା ଟି୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ପେସ୍ ବୋଲର ଶିଖା ପାଣ୍ଡେଙ୍କୁ ଶନିବାର ସମ୍ବର୍ଦ୍ଧିତ କରାଯାଇଛି । ତାଙ୍କୁ ଏୟାର ମାର୍ଶଲ୍ ଏମଜିଏସ୍ ମେମନ୍ ସମ୍ବର୍ଦ୍ଧିତ କରିଛନ୍ତି । ବିଶ୍ୱକପରେ ଶିଖା ୭ଟି ୱିକେଟର ସଫଳତା ପାଇଥିଲେ କିନ୍ତୁ ଫାଇନାଲରେ ନିରାଶ…

ଦିଲ୍ଲୀରେ ପ୍ରବଳ ବର୍ଷା ସହ କୁଆପଥର ମାଡ, କରୋନା ସ୍ଥିତି ଗମ୍ଭୀର ଆଶଙ୍କା

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ରାଜଧାନୀ ଦିଲ୍ଲୀରେ ଆତଙ୍କ ସୃଷ୍ଟି ହୋଇଛି । ତେବେ ଏହାରି ଭିତରେ ଆଜି ପ୍ରବଳ ବର୍ଷା ସହ କୁଆପଥର ମାଡ ହୋଇଥିବା ସୂଚନା ମିଳିଛି । ଏତେ ମାତ୍ରାରେ ବର୍ଷା ହୋଇଛି ଯେ, ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ପାଣି ଜମି ଯାଇଛି । ଫଲରେ ଜୀବନଯାତ୍ରା ଅତିମାତ୍ରାରେ…

ସ୍ଥଗିତ ରହିଲା ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ରାଜ୍ୟ ସରକାର କରୋନା ଭୂତାଣୁ ସଂକ୍ରମଣକୁ ପତିରୋଧ କରିବା ଲାଗି…

କରୋନା: ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଛି ମାରାତ୍ମକ ଭୂତାଣୁ କୋଭିଡ-୧୯ । ଏଯାଏଁ କରୋନା ସଂକ୍ରମଣରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ ମଧ୍ୟ ଦୁଇ ଜଣଙ୍କ ମୁଣ୍ଡ ନେଇଛି କରୋନା ଭୂତାଣୁ । ତେବେ କରୋନା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ…