Latest Odisha News

BREAKING NEWS

Yearly Archives

2020

ମାର୍ଚ୍ଚ ୩୧ ପୂର୍ବରୁ କରନ୍ତୁ ଏହି କାମ; ନଚେତ୍ ଦେବାକୁ ପଡିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା

ନୂଆଦିଲ୍ଲୀ: ବର୍ତ୍ତମାନ ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ହେବାକୁ କିଛି ଦିନ ବାକି ଅଛି | ଏହାପୂର୍ବରୁ ଏହା ଗୁରୁତ୍ୱପୂର୍ଣ ଯେ ଆପଣ ଆପଣଙ୍କର ଆର୍ଥିକ ବିଷୟଗୁଡିକ ସହିତ ବିନିଯୋଗ ଏବଂ ଆୟକର ରିଟର୍ଣ୍ଣ ସହିତ କାର୍ଯ୍ୟ କରନ୍ତୁ | ଆସନ୍ତୁ ଜାଣିବା, ମାର୍ଚ୍ଚ ୩୧ ର ସମୟସୀମା ପୂର୍ବରୁ, କେଉଁ…

ଖୁବଶୀଘ୍ର ଭାରତରେ ଲଞ୍ଚ ହେବ ହିରୋ ଇଲେକ୍ଟ୍ରିକ ସ୍କୁଟର; ୫ ଘଣ୍ଟାରେ ହେବ ସମ୍ପୂର୍ଣ୍ଣ ଚାର୍ଜ !

ନୂଆଦିଲ୍ଲୀ: ହିରୋ ମାଏଷ୍ଟ୍ରୋ ଇଲେକ୍ଟ୍ରିକ୍: ଦେଶରେ ବୈଦ୍ୟୁତିକ ଯାନ ଧାରାରେ ଅନେକ ଅଟୋ କମ୍ପାନୀ ସେମାନଙ୍କ ଉତ୍ପାଦ ଲଞ୍ଚ କରୁଛନ୍ତି, ବର୍ତ୍ତମାନ ହିରୋ ମୋଟୋକର୍ପ ମଧ୍ୟ ଏହାର ପୋର୍ଟଫୋଲିଓରେ ବୈଦ୍ୟୁତିକ ଯାନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି | ସୂଚନାଯୋଗ୍ୟ ଯେ, ହିରୋ ଇଲେକ୍ଟ୍ରିକ୍ ଏକ…

୯୯୦ ଲକ୍ଷ ବର୍ଷ ପୁରୁଣା ଡାଇନୋସରର ଅବଶେଷାଂଶ ମିଳିଲା

ମ୍ୟାନମାର: ମ୍ୟାନମାରରେ ବିଶ୍ୱର ସବୁଠୁ ଛୋଟ ଡାଇନୋସରର ଅବଶେଷାଂଶ ମିଳିଛି। ଏହା ଏକ ପାରଦର୍ଶୀ ପଥରରେ ସୁରକ୍ଷିତ ଭାବେ ମିଳିଛି । ଗଛ କୋରଡ଼ରେ ମୁଣ୍ଡ କଟି ଏହାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାର ମୁଣ୍ଡର କିଛି ଅଂଶ ବର୍ତ୍ତମାନ ସୁରକ୍ଷିତ ରହିଛି। ଏହା ପ୍ରାୟ ୯୯୦ ଲକ୍ଷ ବର୍ଷ ପୁରୁଣା…

‘କରୋନା ଭାଇରସ୍‌’ ନେଇ ଏହି ବ୍ୟକ୍ତି ୭ବର୍ଷ ପୂର୍ବରୁ କରିଥିଲେ ଭବିଷ୍ୟତବାଣୀ !

ମୁମ୍ବାଇ: କରୋନା ଆତଙ୍କରେ ସମଗ୍ର ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଏହି ରୋଗର ଭୂତାଣୁ ପ୍ରତିଦିନ ଦେଶକୁ ଦେଶ ସ୍ଥାନକୁ ସ୍ଥାନ ସଂକ୍ରମିତ ହେବାରେ ଲାଗିଛି । ତେବେ ଏହି କରୋନା ଭୂତାଣୁ ଆସିବା ନେଇ ଜଣେ ବ୍ୟକ୍ତି ୭ ବର୍ଷ ପୂର୍ବରୁ ଭବିଷ୍ୟତବାଣୀ କରିଥିଲେ, ଯାହାକି ସମସ୍ତଙ୍କୁ…

କରୋନା ଯୋଗୁ ବଳି ପଡିଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ

ନୂଆଦିଲ୍ଲୀ: କରୋନା ଯୋଗୁ ବଳି ପଡିଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ଆଇପିଏଲ୍ ପରେ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ମଧ୍ୟ ବାତିଲ୍ କରିଦିଆଯାଇଛି । ମହାମାରୀ କରୋନା ଭାଇରସର ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଶୁକ୍ରବାର ବିସିସିଆଇ ଏହି ଘୋଷଣା କରିଛି। ଭାରତ ଓ…

ପ୍ରମୋଦ ଭଗତ, ପଞ୍ଚାନନ ଗନ୍ତାୟତଙ୍କୁ ଓସ୍‌ଜା କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର: ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ପଦକ ବି‌ଜେତା ପାରା ବ୍ୟାଡ୍‌ମିଣ୍ଟନ୍ ତାରକା ପ୍ରମୋଦ ଭଗତ ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରପ୍ରାପ୍ତ ଦୌଡ଼କୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତଙ୍କୁ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ପକ୍ଷରୁ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ…

ରାଜ୍ୟ ସରକାର ଜାରି କଲେ ‘ଓଡ଼ିଶା କୋଭିଡ୍ ୧୯ ଅଧିନିୟମ – ୨୦୨୦’; ନିର୍ଦ୍ଦେଶ ନ’ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ !

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭୂତାଣୁ ନ ବ୍ୟାପିବା ଲାଗି ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି । ଭାରତର ବିଭିନ୍ନ ରାଜ୍ୟରେ କରୋନା – ୧୯ ନଭେଲ୍ କୋଭିଡ୍ ଭୂତାଣୁ ସଂକ୍ରମଣ ହେବାରେ ଲାଗିଛି । ଏହି ଭୂତାଣୁର ସଂକ୍ରମଣ ରାଜ୍ୟରେ କିପରି ରୋକାଯାଇପାରିବ ସେଥିଲାଗି ରାଜ୍ୟ ସରକାରଙ୍କ…

କରୋନା ଆତଙ୍କ: ହୋଲି ଅବକାଶ ପରେ କେବଳ ଜରୁରୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାଭାଇରସ୍ (କୋଭିଡ଼-୧୯) ର ବଢୁଥିବା ଭୟାବହତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ ସୋମବାର (ମାର୍ଚ୍ଚ ୧୬) ରୁ କୋର୍ଟର କାର୍ଯ୍ୟ କେବଳ ଜରୁରୀ ମାମଲାରେ ସୀମିତ ରହିବ। ଓକିଲଙ୍କ ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ଯୁକ୍ତି ବା ମୌଖିକ ଦାଖଲ କିମ୍ବା କେବଳ…

ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ ବିଭାଗ ତରଫରୁ କରୋନା ସତର୍କତା ନିମନ୍ତେ ଜରୁରୀ ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ନରେ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ ସମ୍ମିଳନୀ କକ୍ଷଠାରେ ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ ସହ ଜଡ଼ିତ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ପ୍ରତିନିଧି ଓ କର୍ମକର୍ତ୍ତାଙ୍କୁ ନେଇ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ ବିଭାଗ…

ସମସ୍ତ ସରକାରୀ ବି.ଇଡ଼ି. ଓ ଏମ୍‍.ଇଡ଼ି. କଲେଜ ବନ୍ଦ ବିରୁଦ୍ଧରେ ଏ.ଆଇ.ଡି.ଏସ୍‍.ଓ.ର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟରେ ୧୪ ହଜାର ସରକାରୀ ସ୍କୁଲ ବନ୍ଦ ହେବ ବୋଲି ବିଭିନ୍ନ ଖବର କାଗଜରେ ସମ୍ବାଦ ପ୍ରକାଶ ପାଇଛି । ପୂର୍ବରୁ ବ୍ଲକ୍‍ଗ୍ରାଣ୍ଟ ସ୍କୁଲ ଗୁଡ଼ିକ ପାଖ ସରକାରୀ ସ୍କୁଲରେ ମିଶ୍ରଣ ହେବା ପାଇଁ ଚିଠି ମଧ୍ୟ କରାଯାଇଥିଲା । ପୂର୍ବରୁ ଏନ୍‍ସିଟିଇ ମଧ୍ୟ ରାଜ୍ୟରେ ସମସ୍ତ ସରକାରୀ…