ମହାପ୍ରୟାଣ ଗାଡ଼ିରେ ପରିବା ପରିବହନ: ସୋସିଆଲ ମିଡିଆରେ ଫଟୋ ଭାଇରଲ
ଅନୁଗୁଳ: ମହାପ୍ରୟାଣ ଗାଡ଼ିରେ ପରିବା ପରିବହନ । କଥାଟି କାନକୁ ଅଜବ ଶୁଭୁଥିଲେ ବି ସତ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (ଡିଏଚଏଚ) ମୃତଦେହ ଜମା କରିବା ପରେ ପନିପରିବା ପରିବହନ କରୁଥିବା ଏକ ମହାପ୍ରୟାଣ ଗାଡିକୁ ନେଇ ଏଠାରେ ଅସନ୍ତୋଷ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା…