‘ଏଲଆଇସି’ରେ ନିଯୁକ୍ତି ସୁଯୋଗ: ୩୨ ହଜାରରୁ ଅଧିକ ଦରମା
ଭୁବନେଶ୍ୱର: 'ଏଲଆଇସି'ରେ ଚାକିରି ପାଇବାକୁ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ।
'ଏଲଆଇସି'ର ଅନେକ ପୋଷ୍ଟରେ ନିଯୁକ୍ତି ହେବାକୁ ଯାଉଛି । ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଯେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର ପଦବୀ ପାଇଁ ୧୬୮ ଟି ପୋଷ୍ଟ ଏବଂ ଆସିଷ୍ଟାଣ୍ଟ…