Latest Odisha News

BREAKING NEWS

Yearly Archives

2020

ଭୋଜି କରି ଫେରୁଥିବା ବେଳେ ଗଛରେ ପିଟି ହୋଇ ୩ ମୃତ

ଢେ଼ଙ୍କାନାଳ: ହୋଲି ଖେଳ ପରେ ଭୋଜି ସାରି ଫେରୁଥିବା ବେଳେ ଅଘଟଣ । ଢେ଼ଙ୍କାନାଳ-କପିଳାସ ରାସ୍ତାର ଛଣବୋଲୁଅ ନିକଟରେ ବାଇକ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବା ଫଳରେ ୩ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଉଛନ୍ତି ରାମେଶ୍ୱରପୁର ଅଂଚଳର ଶୁଭ୍ର ଶାଶ୍ୱତ ରାଉତରାୟ, କାଇମାଟି ଅଂଚଳର…

ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରର ପାଳି ପଡିବ !

ଜୟପୁର: ରାଜନୈତିକ ମହଲରେ ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରର ପାଳି ପଡିବାକୁ ଯାଉଛି ବୋଲି ଆକଳନ କରାଯାଉଛି । ରିପୋର୍ଟ ମୁତାବକ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପୂର୍ବରୁ ବନ୍ଧୁ ସଚିନ ପାଇଲଟଙ୍କ ସହ ଆଲୋଚନା କରିଥିଲେ । ଏହା ଜାଣିବା ପରେ ସୋନିଆ ଗାନ୍ଧୀ ରାଜସ୍ଥାନରେ ସରକାର…

୫୩ ବର୍ଷ ପରେ ମଧ୍ୟପ୍ରଦେଶରେ ସିନ୍ଧିଆ ପରିବାର ଇତିହାସର ପୁନରାବୃତି କରାଇଲେ

ଭୋପାଳ: ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ତିଷ୍ଠିବା ସମ୍ଭାବନା କ୍ଷୀଣ ହୋଇଯାଇଛି । ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କରିବା କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ ୫୩ ବର୍ଷ ତଳେ ୧୯୬୩ରେ ସମାନ ଭୁଲ କରିଥିଲା କଂଗ୍ରେସ । ସେ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ…

‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ର ଟିଜର, ଡିଫରେଂଟ ଲୁକ୍‌ରେ ରଜନୀକାନ୍ତ

ମୁମ୍ବାଇ: ଏଥର ଆଡଭେଂଚରସ୍ ଶୋ’ ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ରେ ନଜର ଆସିବେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ନିକଟରେ ଏହାର ଟିଜର ରିଲିଜ ହୋଇଛି । ଏହି ଟିଜରକୁ ଶୋ’ର ହୋଷ୍ଟ ବେୟାର ଗ୍ରିଲ୍ସ ନିଜ ଟ୍ୱିଟ୍‌ରରେ ସେୟାର କରିଛନ୍ତି । Superstar @Rajinikanth’s relentless positivity…

ହୋଲି ଅବସରରେ ସୁସ୍ମିତା ଦାସଙ୍କ ମ୍ୟୁଜିକ ଆଲବମ୍ ରିଲିଜ

ଭୁବନେଶ୍ୱର: ବିଭିନ୍ନ ପର୍ବପର୍ବାଣି ଓ ସ୍ୱତନ୍ତ୍ର ଅବସରରେ ଆକର୍ଷଣୀୟ ମ୍ୟୁଜିକ ଭିଡିଓ ରିଲିଜ କରିବାର ଧାରା ଆରମ୍ଭ କରିଥିବା କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ପକ୍ଷରୁ ଚଳିତ ବର୍ଷ ହୋଲି ପାଇଁ ଏକ ସ୍ୱତନ୍ତ୍ର ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ବିଶିଷ୍ଟ ଗୀତିକାର ଓ ସାହିତ୍ୟିକ ଦେବଦାସ…

ହୋଲିକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ, ୧୨ ଆହତ

ଆଠଗଡ: ଆଜି ସବୁଠି ହୋଲିର ଆସର ଜମିଥିବାବେଳେ ରାଜ୍ୟର କେତେକ ଅଂଚଳ ଅଘଟଣ ଘଟିଛି । ଆଠଗଡରେ ମଧ୍ୟ ହୋଲିକୁ ନେଇ ତୁମୁଳକାଣ୍ଡ ହୋଇଛି । ସେଥିରେ ୧୨ଜଣ ଆହତ ହୋଇଥିବା ସୂଚନା ମିଳିଛି । ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଛି । ହୋଲି ଖେଳ ବେଳେ ଗାଡି ସାଇଡ…

ବିଶ୍ୱଚାମ୍ପିୟନ ମେରୀ କମଙ୍କୁ ମିଳିଲା ଅଲିମ୍ପିକ୍ସ ଟିକେଟ

ନୂଆଦିଲ୍ଲୀ: ଭାରତୀୟ ମହିଳା ବକ୍ସିଂ ଆଇକନ୍ ମେରୀ କମ୍ ମହିଳା ବକ୍ସିଂ ବିଭାଗରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି । ମେରୀ କମଙ୍କୁ ମିଶାଇ ଏପର୍ଯ୍ୟନ୍ତ ୮ ଜଣ ଭାରତୀୟ ବକ୍ସର ଉଭୟ ପୁରୁଷ ଓ ମହିଳା ବିଭାଗରେ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି । Asia/Oceania Boxing…

ହୋଲି ଖେଳ ହେଲା କାଳ, ଚାଲିଗଲା ୩ ଜୀବନ

ଗୁଣୁପୁର: ହୋଲି ଖେଳ ହେଲା କାଳ । ପାଣିରେ ବୁଡି ପ୍ରାଣ ହରାଇଲେ ୩ ଜଣ । ଗୁଣୁପୁର ପଦ୍ମପୁର ଥାନା ବଡନାଳ ଡ୍ୟାମରେ ବୁଡି ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ହୋଲି ଖେଳି ସାରି ଗାଧୋଇବା ବେଳେ ପାଣିରେ ୨ ଜଣ ବୁଡି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିଲା ।…

ଆଜି କରୋନା ଭାଇରସର ୯ ନୂଆ ମାମଲା ଚିହ୍ନଟ, ଭାରତରେ ଆକ୍ରାନ୍ତ ସଂଖ୍ୟା ୫୬କୁ ବୃଦ୍ଧି

ନୂଆଦିଲ୍ଲୀ: ଆଜି ଭାରତରେ ୯ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୩ଜଣ କର୍ଣ୍ଣାଟକରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ପହଞ୍ଚିଛି । ଆଜି ସକାଳେ ପୁଣି ଭାରତୀୟ ବାୟୁସେନା…

କରୋନା ଭୟ: ହୋଲି ପାଳନ କଲେ ନାହିଁ ସୋନାକ୍ଷୀ

ମୁମ୍ବାଇ: ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଚଳିତ ବର୍ଷ ତାଙ୍କର ପ୍ରିୟ ହୋଲି ପର୍ବ ପାଳନ କରିନାହାନ୍ତି। ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି। ପ୍ରଶଂସକମାନଙ୍କୁ ହୋଲିରେ ଅଭିନନ୍ଦନ ଜଣାଇବା ପାଇଁ ସେ ମଙ୍ଗଳବାର ଦିନ ତାଙ୍କର ଏକ ପୁରୁଣା ଫଟୋ ସେୟାର…