Latest Odisha News

BREAKING NEWS

Yearly Archives

2020

ପୋଲିସ ବାବୁଙ୍କ ଜନ୍ମଦିନ ପାଳନ ଲାଗି ରାସ୍ତା ବନ୍ଦ !

ବାରିପଦା: ଜଣେ ପୋଲିସ ବାବୁଙ୍କ ଜନ୍ମ‌‌‌ ଦିନ ପାଳନ କରିବା ପାଇଁ ଚଳଚଞ୍ଚଳ ସହର ବାରିପଦାର ରାସ୍ତା କୁ ବନ୍ଦ କରାଯାଇଥିବା ନେଇ ଅଭିଯୋଗ ହେଉଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜନ୍ମଦିନ ପାଳିତ ହେଉଥିବା ପୋଲିସ ବାବୁ ଜଣକ ହେଉଛନ୍ତି ମୟୁରଭଞ୍ଜ ଏସପି ପରମାର ସ୍ମିତ ପର୍ଶୁତମଦାସ ।…

କରୋନା: ହୋଲି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁୁବନେଶ୍ୱର: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ହୋଲି ଆସୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ପରାମର୍ଶ ଦେଇଛି । କେମିତି ହୋଲି ଖେଳିବେ ସେ ନେଇ…

ଓଡିଶା ଗସ୍ତରେ ଆଫ୍ରିକୀୟ ପ୍ରତିନିଧି ଦଳ

ଭୁବନେଶ୍ୱର: ଆଇସିଟି ପ୍ରୟୋଗର ସର୍ବୋତ୍ତମ ଅଭ୍ୟାସ ଅଧ୍ୟୟନ ପାଇଁ ଆଫ୍ରିକାର ଏକ ପ୍ରତିନିଧୀ ଦଳ ନିକଟରେ ଓଡିଶା ଗସ୍ତ କରିଛନ୍ତି। ଏଥିରେ ଇଥିଓପିଆ ଏବଂ ସୁଦାନର ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧୀ ସାମିଲ ରହିଥିଲେ । ଯେଉଁଥିରେ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି, ସହରୀ ବିକାଶ ଏବଂ ନିର୍ମାଣ,…

ନିଆରା ପଶୁପ୍ରେମୀ ପୂରବୀ: ଶତାଧିକ ଅସହାୟ ପଶୁପକ୍ଷୀଙ୍କୁ ଦେଇଛନ୍ତି ସାହାରା

ଭୁବନେଶ୍ୱର: ଛୋଟ ବେଳେ ରାସ୍ତାରେ କୁକୁର ଛୁଆଟିଏ ଦେଖିଲେ ତାକୁ ଧରି ଗେଲ କରି ଦେଉଥିଲେ । ବୁଲା କୁକୁର ବିଲେଇଙ୍କର ଯଦି କିଛି ଖଣ୍ଡିଆ ଖାବରା ହୋଇଯାଉଥିଲା ସଙ୍ଗେ ସଙ୍ଗେ ଔଷଧ ଲଗାଇ ଦେଉଥିଲେ । କିନ୍ତୁ ଏହି ଅଭ୍ୟାସ ଯେ ପରବର୍ତ୍ତୀ ସମୟରେ ତାଙ୍କ ନିଶାରେ ପରିଣତ ହେବ ଏକଥା କେହି ଭାବି ନ…

ଚୁମ୍ବକରେ ଆଇସିସି ମହିଳା ଟି୨୦ ବିଶ୍ୱକପ

ମେଲବୋର୍ଣ୍ଣ:ଆଇସିସି ମହିଳା ଟି୨୦ ବିଶ୍ୱକପରେ ଭାରତ ଅପରାଜେୟ ରହିଥିଲେ ମଧ୍ୟ ଶେଷ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛି । ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ରନର୍ସଅପ ହୋଇଛି । ୧. ଚାମ୍ପିୟନ:(ପୁରସ୍କାର ରାଶି ୧ମିଲିୟନ ଡଲାର) ୨. ରନର୍ସଅପ: ଭାରତ (୫୦୦,୦୦୦ ଡଲାର)…

ଲିଙ୍ଗଗତ ସମାନତାକୁ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ପକ୍ଷରୁ ମାନବ ଶୃଙ୍ଖଳା

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ପକ୍ଷରୁ ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦୁନିଆରେ ଲିଙ୍ଗଗତ ସମାନତାକୁ ନେଇ ମାନବ ଶୃଙ୍ଖଳା ଜରିଆରେ ସନ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ଅନ୍ତର୍ଜାତୀୟ ଦିବସର ବିଷୟ ହେଉଛି- ମୁଁ ହେଉଛି ପୀଢ଼ିର ସମାନତା: ମହିଳାଙ୍କ…

ୟେସ ବ୍ୟାଙ୍କ ସଙ୍କଟ ପୂର୍ବରୁ ଟଙ୍କା ଉଠାଇ ନେଇଥିଲା ତିରୁମାଲା ତିରୁପତି ଦେବସ୍ଥାନମ ଟ୍ରଷ୍ଟ

ହାଇଦ୍ରାବାଦ: ୟେସ ବ୍ୟାଙ୍କ ସଙ୍କଟରୁ ବଂଚିଗଲା ଆନ୍ଧ୍ର ପ୍ରଦେଶର ତିରୁମାଲା ସ୍ଥିତ ତିରୁପତି ଭେଙ୍କଟେଶ୍ୱର ମନ୍ଦିର । ଏହି ମନ୍ଦିରର ଟ୍ରଷ୍ଟ କିଛି ମାସ ପୂର୍ବରୁ ହିଁ ୟେସ ବ୍ୟାଙ୍କରୁ ୧୩୦୦ କୋଟି ଟଙ୍କା ଉଠାଇ ନେଇଥିଲା । ୱାଇ.ଭି ସୁବା ରେଡ୍ଡୀ ତିରୁମାଲା ତିରୁପତି ଦେବସ୍ଥାନମର ଅଧ୍ୟକ୍ଷ…

ମ୍ୟାଜିକ ପେନ ଜରିଆରେ ବ୍ୟବସାୟୀଙ୍କ ଠାରୁ ୨୨,୫୦୦ଟଙ୍କାର ଠକେଇ

ଭୁବନେଶ୍ୱର: ମ୍ୟାଜିକ ପେନ ଜରିଆରେ ଭୁବନେଶ୍ୱରର ଏକ ବ୍ୟବସାୟୀଙ୍କ ଠାରୁ ୨୨ ହଜାର ୫୦୦ ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି । ସ୍ୟାହି ଲିଭିପାରୁଥିବା ପେନ ମାଧ୍ୟମରେ ଠକେଇ ହୋଇଥିବା ଜଣାପଡିଛି । ମାମଲାଟି ସାମନାକୁ ଆସିବା ପରେ ଠକାମିର ଶିକାର ହୋଇଥିବା ବ୍ୟବସାୟୀ ସୋମନାଥ ସାହୁ ଖଣ୍ଡଗିରି…

ପୂଜା,ବିକାଶଙ୍କୁ ଟୋକିଓ ଅଲିମ୍ପିକ୍ସ ଟିକେଟ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ ପୂଜା ରାଣୀ(୭୫ କେଜି) ଓ ଯୁବ ତାରକା ବିକାଶ କ୍ରିଷ୍ଣା(୬୯ କେଜି) ଭାରତର ପ୍ରଥମ ବକ୍ସର ଭାବେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଟିକେଟ ହାସଲ କରିଛନ୍ତି। ଏସିଆନ କ୍ୱାଲିଫାୟର୍ସରେ ଏହି ଦୁଇ ଖେଳାଳି ସେମି ଫାଇନାଲରେ ପ୍ରବେଶ କରିବା କ୍ଷଣି ସିଧାସଳଖ ଅଲିମ୍ପିକ୍ସ…

କରୋନାକୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: କରୋନା ଭାଇରସ ସତର୍କତାକୁ ନେଇ ଆଜି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରେସମିଟ କରିଛନ୍ତି । ସେ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟ ସଚିବ ପ୍ରେସମିଟରେ ସୂଚନା ଦେଇଛନ୍ତି, “ଚୀନରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା କମୁଛି । କିନ୍ତୁ କରୋନା…