ଦିଲ୍ଲୀ ହିଂସାରେ ୩୮ ମୃତ; ୧୦ ଘଣ୍ଟା ଲାଗି ୧୪୪ ଧାରା କୋହଳ
ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଶୋଂଧନ ଆଇନ୍ (ସିଏଏ) ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ନିକଟରେ ହୋଇଥିବା ହିଂସାକାଣ୍ଡରେ ଏଯାବତ୍ ୩୮ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି ।
ପ୍ରାପ୍ତ ସୂଚନାନୁଯାୟୀ ଏହା ଘଟଣାର ଯାଞ୍ଚ କ୍ରାଇମ୍ ବ୍ରାଞ୍ଚର ୨ ସ୍ୱତନ୍ତ୍ର ତଦନ୍ତକାରୀ ଦଳ କରୁଥିବା…