Latest Odisha News

BREAKING NEWS

Yearly Archives

2020

ଦିଶା ପଚାରିଲେ ‘ଡୁ ୟୁ ଲଭ୍ ମି’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଚର୍ଚ୍ଚାରେ ଆଗମି ଆକ୍ସନ ଡ୍ରାମା ଫିଲ୍ମ ‘ବାଗି-୩’ । କେବ ଏହି ଫିଲ୍ମର ଲିଡ୍ ରୋଲ୍‌କୁ ନେଇ ଚର୍ଚ୍ଚା ହୋଇଥାଏ ତ ଆଉ କେତେବେଳେ ଫିଲ୍ମର ଦମଦାର ଟ୍ରେଲର ଓ ଆକ୍ସନ ସିନ୍‌କୁ ନେଇ । ଏବେ ଏହାର ଏକ ଗୀତ ରିଲିଜ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଗୀତର ନାଁ ରହିଛି…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅର୍ଦ୍ଧେନ୍ଦୁ-ପଲ୍ଲବୀ

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କୁ ବୁଧବାର ଦିନ ବିବାହ କରିଛନ୍ତି ଓଡିଆ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ । ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଗ୍ରାଉଣ୍ଡରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିବା ବେଳେ ବହୁ ନାମୀଦାମୀ ରାଜନେତା ତଥା…

ବୁର୍ଲା ଭିମସାରରେ ଭର୍ତ୍ତି କରୋନା ସନ୍ଦିଗ୍ଧଙ୍କ ନମୂନା ନେଗେଟିଭ

ବୁର୍ଲା: ବୁର୍ଲା ଭିମସାରରେ ଭର୍ତ୍ତି ହୋଇଥିବା କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ତାଙ୍କ ରକ୍ତ ଓ ସ୍ୱାବ ନମୂନା ନେଗେଟିଭ ଆସିଥିବା କହିଛନ୍ତି ଭିମସାର କର୍ତ୍ତୃପକ୍ଷ । ସୁନ୍ଦରଗଡ ହେମଗିରି ଅଂଚଳର ୨୩ ବର୍ଷର ଯୁବକ କରୋନା ଭାଇରସ ସଂକ୍ରମିତ ଥିବା ସନ୍ଦେହରେ…

୨୦୧୬ ଡବଲ ମର୍ଡର: ଅନୁପ ସାଏଙ୍କ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ଆବେଦନକୁ ଖାରଜ କଲେ କୋର୍ଟ

ରାଇଗଡ: ଗୁରୁବାର ଦିନ ରାଇଗଡର ସିଜେଏମ କୋର୍ଟ ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ଆବେଦନକୁ ଖାରଜ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସରକାରୀ ଓକିଲ ବିପି ପଟେଲ କହିଛନ୍ତି କି, ଟେଷ୍ଟ ପାଇଁ ଅନୁପ ସାଏ ରାଜି ନହେବାରୁ ସିଜେଏମ କୋର୍ଟ ଚକ୍ରଧରନଗର…

ଆପ୍ କର୍ପୋରେଟରଙ୍କ ନାମରେ ହତ୍ୟା ଅପରାଧ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ସଂପୃକ୍ତି ଥିବା ଅଭିଯୋଗରେ ଆମ ଆଦମି ପାର୍ଟି (ଆପ) କର୍ପୋରେଟର ତାହିର ହୁସେନଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜ୍ଜୁ କରିଛି । ଦିଲ୍ଲୀର ଦୟାଲପୁର ପୁଲିସ ଷ୍ଟେସନରେ ଏହି ମାମଲା ରୁଜ୍ଜୁ କରାଯାଇଛି । ଏହା ସହିତ ତାକୁ ଧରିବା ପାଇଁ ତଲାସି ଅଭିଯାନ ଆରମ୍ଭ…

ସିଏଏ ନିଆଁ: ଦିଲ୍ଲୀରେ ଥମୁଛି ହିଂସା, ଫେରୁଛି ଶାନ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଥିବା ନାଗରିକତା ଆଇନ ବିରୋଧୀ ହିଂସା ଏବେ ଧୀରେ ଧୀରେ ଥମିବାରେ ଲାଗିଛି । ହାଇକୋର୍ଟଙ୍କ ଭର୍ତ୍ସନା ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏକ୍ସନ ମୋଡ଼ରେ ପହଂଚିଛନ୍ତି । ତିନି ଦିନ ପରେ ପ୍ରଶାସନର ଚେତା ପଶିଛି । ହିଂସା ଗ୍ରସ୍ତ ଅଚଂଳରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ…

ଫିଫା ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ:ଭାରତୀୟ ସମ୍ଭାବ୍ୟ ଦଳରେ ସୁଯୋଗ ପାଇଲେ ଓଡିଶାର ଶୁଭମ

ଭୁବନେଶ୍ୱର:ଫିଫା ବିଶ୍ୱକପ ୨୦୨୨ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ପାଇଁ ହେବାକୁ ଥିବା ମୁକାବିଲାରେ ଭାରତୀୟ ସମ୍ଭାବ୍ୟ ଦଳରେ ସ୍ଥ୍ାନ ପାଇଛନ୍ତି ଓଡିଶାର ଶୁଭମ ଷଡଙ୍ଗୀ । ଗ୍ରୁପ ଇ’ର ମାର୍ଚ୍ଚ ୨୬ରେ କତାର ବିପକ୍ଷ ମୁକାବିଲା ପାଇଁ ସେ ଦଳରେ ସ୍ଥାନ ପାଇଛନ୍ତି । ଗୁୁରୁବାର ମୁଖ୍ୟ କୋଚ ଆଇଗର…

ହେଲମେଟ ପିନ୍ଧି ନଥିବାରୁ କାର ଚାଳକଙ୍କୁ ୧ ହଜାର ଟଙ୍କା ଫାଇନ !

ସମ୍ବଲପୁର: ଆପଣ କାର ଚଲାଉଥିବା ସମୟରେ ଯଦି ହେଲମେଟ ପିନ୍ଧି ନାହାଁନ୍ତି, ତେବେ ସାବଧାନ ହୋଇଯାଆାନ୍ତୁ । ବାଇକ ଆରୋହୀଙ୍କ ସହିତ କାର ଚାଳକଙ୍କୁ ମଧ୍ୟ ହେଲମେଟ ପିନ୍ଧିବା ପାଇଁ ବାଧ୍ୟ କରୁଛି ଟ୍ରାଫିକ ପୋଲିସ । ସମ୍ବଲପୁର ସହରରେ ଏମିତି ଏକ ଅଜବ ଘଟଣା ଘଟିଛି । ହେଲମେଟ ପିନ୍ଧି ନଥିବାରୁ…

୨୦୧୬ ଡବଲ ମର୍ଡର ମାମଲାରେ ନୂଆ ମୋଡ; ହାଇପ୍ରୋଫାଇଲ ଲିଙ୍କ ଥିବା ନେଇ ପୋଲିସର ସନ୍ଦେହ

ଝାରସୁଗୁଡା: କଳ୍ପନା ଦାସ ଓ ଝିଅ ବବଲିର ହତ୍ୟା ଘଟଣାରେ ନୂଆ ମୋଡ ଆସିଛି । ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଆଉ ଏକ ରହସ୍ୟ ଉନ୍ମୋଚିତ ହୋଇଛି । ପୋଲିସର କହିବାନୁସାରେ, ହତ୍ୟା ହେବାର କିଛି ଦିନ ପୂର୍ବରୁ କଳ୍ପନା ଦାସ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ…

ଖଣ୍ଡଗିରି ଅଂଚଳରେ ଶିଶୁ ବିକ୍ରି ଘଟଣା: ଉଦ୍ଧାର ହେଲା ଶିଶୁପୁତ୍ର

ଭୁବନେଶ୍ୱର: ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଂଚଳରେ ଗତବର୍ଷ ଡିସେମ୍ବର ମାସରେ ଶିଶୁ ବିକ୍ରି ହୋଇଥିବା ଅଭିଯୋଗ ଆସିଥିଲା । ତେବେ ବିକ୍ରି ହୋଇଥିବା ଶିଶୁପୁତ୍ରକୁ ମଂଚେଶ୍ୱରରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁବାର ଦିନ କମିଶନରେଟ ପୋଲିସ ଶିଶୁର ପିତା…