Latest Odisha News

BREAKING NEWS

Yearly Archives

2020

ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କ ନାକ, ପାଟିରୁ ରକ୍ତ ବାହାରିଲା

ନୂଆଦିଲ୍ଲୀ: ତିହାର ଜେଲରେ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ମଧୁମେହ ଓ ଉଚ୍ଚରକ୍ତଚାପ ରୋଗରେ ସେ ପୀଡିତ । ତାଙ୍କ ନାକରୁ ଓ ପାଟିରୁ ରକ୍ତ ବାହାରିବାରୁ ମେଡିକାଲ ଚେକ୍‌ଅପ କରାଯାଇଥିଲା । ତେବେ ଏହାର ରିପୋର୍ଟ ସାମ୍ନାକୁ ଆସି…

ସୁନ୍ଦର କାରୁକାର୍ଯ୍ୟର ରୂପ ନେଲା ରେଳଡବାର ଅବ୍ୟବହୃତ ସାମଗ୍ରୀ !

ଭୁବନେଶ୍ୱର: ଭୁବନେଶ୍ୱର ମଂଚେଶ୍ୱର ରେଳଡବା ମରାମତି କାରଖାନାରେ ରେଳ ଇଞ୍ଜିନର ଅବ୍ୟବହୃତ ସରଞ୍ଜାମ ଗୁଡିକୁ ଉପଯୋଗ କରି ସୁନ୍ଦର କଳାକୃତିର ରୂପ ଦିଆଯାଇଛି । ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଠାରେ ଦେଶର ପ୍ରଥମ ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ…

ଆସିଲା ‘ଅଂଗ୍ରେଜୀ ମିଡିୟମ’ର ଇମୋସନାଲ ଗୀତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ର ନୂଆ ଗୀତ ‘ଏକ ଜିନ୍ଦଗୀ’ । ଏହି ଗୀତରେ ଝିଅର ବିଦେଶରେ ଯାଇ ପାଠ ପଢ଼ିବା ସ୍ବପ୍ନକୁ ବାପା କିଭଳି ପୂରଣ କରିବାକୁ ଚେଷ୍ଟା କରୁଛି ତାହା ଦେଖିବାକୁ ମିଳିଛି । ଏହା ଏକ ଇମୋସନାଲ ଗୀତ । ଏହି ଗୀତକଟିକୁ ତନିସ୍କା ସଂଘବୀ ଗାଇଥିବା ବେଳେ…

ମାର୍ଚ୍ଚ ୨୮ରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୮ରୁ ଦିଲ୍ଲୀରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍ । ରେଳବାଇ ପକ୍ଷରୁ ଚଳାଚଳ କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍‌ରେ ମୋଟ ୧୦ଟି ବଗି ରହିବ । ଏଥିମଧ୍ୟରୁ ୫ଟି ନନ୍‌-ଏସି ସ୍ଲିପର କ୍ଳାସ ଓ ୫ଟି ୩ ଟାୟର ଏସି କୋଚ ରହିବ । ଏଥିରେ ଯେଉଁମାନେ ଯାତ୍ରା…

ମଜମୁଦାରଙ୍କ ଅପରାଜିତ ଶତକ: ବେଙ୍ଗଲ ୩୦୮/୬

କଟକ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ୱାର୍ଟରଫାଇନାଲର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ବିନିମୟରେ ୩୦୮ ରନ ସଂଗ୍ରହ କରିଛି । ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ବେଙ୍ଗଲ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।…

ପର୍ଣ୍ଣ ଷ୍ଟାର ହେଲେ ଓସ୍କାର ବିଜେତା ଷ୍ଟିଭେନ୍ ସ୍ପିଲବର୍ଗଙ୍କ ଝିଅ

ଲଣ୍ଡନ: ୧୧ ଓସ୍କାର ବିଜେତା ଫିଲ୍ମ କରିଥିବା ଷ୍ଟିଭେନ ସ୍ପିଲବର୍ଗଙ୍କ ଝିଅ ପର୍ଣ୍ଣ ଷ୍ଟାର! ଏହା ଆଶ୍ଚର୍ଯ୍ୟ ହେଲେ ବି ସତ । ୨୩ ବର୍ଷୀୟ ମିକାଇଲ ସ୍ପିଲବର୍ଗ ନିଜେ ଏହା ସ୍ୱୀକାର କରିଛନ୍ତି । ବାପା ଓ ମାଆ (କେଟ) ନ ପଚରାରିବାରୁ ବାଧ୍ୟ ହୋଇ ଏହି ପନ୍ଥା ଆପଣାଇ ନେଲି ବୋଲି ସେ କହିଛନ୍ତି ।…

ଏମିତି ଏକ ମସଜିଦ, ଯେଉଁଠି କୋରାନ ସାଙ୍ଗରେ ସ୍ଥାନ ପାଇଛି ଗୀତା ଓ ବାଇବେଲ…

ଆସାମ: ଈଶ୍ୱର ଆଲ୍ଲା ସବୁ ସମାନ । ଭଗବାନ ମଣିଷ ଜନ୍ମ କରିଛନ୍ତି ଏହି ମଣିଷ ହିଁ ଜାତି ଭେଦ ସୃଷ୍ଟି କରୁଛି । ବିଭିନ୍ନତା ମଧ୍ୟରେ ଏକତା ବଜାୟୀ ରଖୁଥିବା ଆମ ଦେଶ ଭାରତର ଆସାମର ଏକ ମସଜିଦରୁ ସାମ୍ନାକୁ ଆସିଛି ଏଭଳି ଉଦାହରଣ ମୂଳକ କାର୍ଯ୍ୟ । ଯାହା ଦେଶରେ ପାଇଁ ଉଦାହରଣ ପାଲଟିଛି ।…

ପ୍ରଥମ ଥର ଲିଙ୍ଗାୟତ ମଠର ମୁଖ୍ୟ ପୂଜାରୀ ହେବେ ଜଣେ ମୁସଲମାନ

ହୁବଳୀ: ଉତ୍ତର କର୍ଣ୍ଣାଟକର ଗଡଗ ଜିଲ୍ଲାରେ ସ୍ଥିତ ଲିଙ୍ଗାୟତ ମଠରେ ଜଣେ ମୁସଲିମ ବ୍ୟକ୍ତିକୁ ମୁଖ୍ୟ ପୂଜାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ୩୩ ବର୍ଷୀୟ ଦିବାନ ଶରୀଫ ରହମାନସାବ ମୁଲ୍ଲାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସେ ୨୬ ଫେବୃଆରୀରେ ପୂଜକ ପଦ ଗ୍ରହଣ କରିବେ । ନଭେମ୍ବର ୧୦, ୨୦୧୯…

ବେଧଡକ ଚାଲିଛି ଅପମିଶ୍ରଣ, କ୍ଷୀରରେ ମିଶୁଛି ସାମ୍ପୁ, ସ୍ପିରିଟ୍‌

ମଧ୍ୟପ୍ରଦେଶ: କ୍ଷୀରରେ ମିଶୁଛି ସାମ୍ପୁ । କେବଳ ସେତିକି ନୁହେଁ ସ୍ପିରିଟ୍‌ରେ ତିଆରି ହେଉଛି କ୍ଷୀର । ଏଭଳି ଏକ ସାଂଘାତିକ ସତ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରୁ । ଏଠାରେ ନକଲି କ୍ଷୀର ତିଆରି କରାଯାଉଥିବା ନେଇ ପୋଲିସ ଚଢ଼ାଉ ବେଳେ ଜଣାପଡିଛି । ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲା…

ଏହି ଘରୋଇ ଉପାୟରେ ଫେରାଇ ଆଣନ୍ତୁ ଧଳା କପଡ଼ାର ପୂର୍ବ ଚମକ..

ଭୁବନେଶ୍ୱର: ଧଳା ବା ଶୁଭ୍ର କପଡା ପିନ୍ଧିବାକୁ କାହାକୁ ବା ଭଲ ଲଗେନାହିଁ । ଯେକୌଣସି ବର୍ଣ୍ଣର ବ୍ୟକ୍ତି ଧଳା ରଙ୍ଗର ପୋଷାକ ପରିଧାନ କଲେ ତାଙ୍କର ବ୍ୟକ୍ତିତ୍ୱ ଦ୍ଵି ଗୁଣିତ ହୋଇଯାଏ। କିନ୍ତୁ ଧଳା ରଙ୍ଗର ଡ୍ରେସ ହେଉ ବା ବେଡ ସିଟ ହେଉ କିଛି ଦିନ ରହିବା ପରେ ଏହା ମାଟିଆ ଦେଖାଯାଏ ।…