ଆପଣ ବ୍ୟବହାର କରୁଥିବା ଅଟା ନକଲି ନୁହେଁ ତ, ଜାଣନ୍ତୁ ଏହି ସରଳ ଉପାୟରେ…
ଭୁବନେଶ୍ୱର: ଖାଦ୍ୟପଦାର୍ଥର ଶୁଦ୍ଧତାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି । କେଉଁଠି ଚାଉଳ ନକଲି, ଆଉ କେଉଁଠି ଅଣ୍ଡା ନକଲି । ବାରମ୍ବାର ଗଣମାଧ୍ୟମରେ ଖାଦ୍ୟର ଅଶୁଦ୍ଧତା ନେଇ ପ୍ରଶ୍ନ ଉଠୁଛି ।
ତେବେ ଏହା ମଧ୍ୟରେ ପ୍ରଶ୍ନ ଉଠୁଛୁ ଆମେ ଖାଉଥିବା ଏହି ଅଟା ଅସଲି କିମ୍ବା ନକଲି ଜାଣିବା କିପରି?…