ଆଜିଠୁ ସିଲ୍ ହେବ ଭୁବନେଶ୍ୱରର ୧୬ଟି କଲ୍ୟାଣ ମଣ୍ଡପ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଏକ ମିଳିତ ସ୍କ୍ୱାଡ ସୋମବାର ଦିନ ଗାଇଡଲାଇନର ଉଲଘଂନ କରିଥିବା ଦର୍ଶାଇ ପ୍ରାୟ ୧୬ଟି କଲ୍ୟାଣ ମଣ୍ଡପକୁ ସିଲ୍ କରିବା ଆରମ୍ଭ କରିଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ବିଡିଏର ବରିଷ୍ଠ ଅଧିକାରୀ…