ଆର୍ଥିକ ସମସ୍ୟା ଲାଗି ରହୁଥିଲେ, ଘରର ଏହି କୋଣରେ ରଖନ୍ତୁ ‘ଫେଙ୍ଗଶୁଇ କ୍ୟାମେଲ ଯୋଡ଼ା’ !
ଭୁବନେଶ୍ୱର: ଅନେକ ଉପାୟ ଅବଲମ୍ବନ ପରେ ବି ଯଦି ଆର୍ଥିକ ସମସ୍ୟା ଦୂର ହେଉନାହିଁ ତେବେ ଚିନ୍ତା କରନ୍ତୁ ନାହିଁ । ଫେଙ୍ଗଶୁଇରେ ରହିଛି ଏହାର ଉପଚାର । ଘରର ଉତ୍ତର-ପଶ୍ଚିମ ଦିଗରେ ସ୍ଥାପନ କରନ୍ତୁ ଫେଙ୍ଗଶୁଇ କ୍ୟାମେଲ ଯୋଡ଼ା ।
ପୁଞ୍ଜି ନିବେଶ ସୁରକ୍ଷିତ ଓ ଅଧିକ ରୋଜଗାର କରିବା ଲାଗି ଘରେ…