Latest Odisha News

BREAKING NEWS

Yearly Archives

2020

ଭୁବନେଶ୍ୱରରେ ଜାରି ରହିବ ବାର୍ଡ ଫ୍ଲୁ ସର୍ଭେ, କେନ୍ଦ୍ରୀୟ ଟିମ୍ କରିବେ ଅନୁଧ୍ୟାନ

ଭୁବନେଶ୍ୱର: ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କକୁ ଆଖି ଆଗରେ ରଖି ଅନ୍ୟ ଅଂଚଳରେ ଭାଇରସର ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱରରେ ସର୍ଭେ ଜାରି ରହିବ ବୋଲି ଓଡିଶା ସରକାର କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ଟିମର ଉପସ୍ଥିତିରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ…

ସୁପ୍ରିମକୋର୍ଟରୁ ମିଳିଲା ଅନୁରାଧା ପଡୱାଲଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ମିଳିଲା ବଲିଉଡର ଫେମସ ସିଙ୍ଗର ଅନୁରାଧା ପଡୱାଲଙ୍କୁ ଆଶ୍ୱସ୍ତି । ତାଙ୍କୁ ନେଇ ଥିରୁଅନନ୍ତପୁରମ ଫ୍ୟାମିଲି କୋର୍ଟରେ ଚାଲିଥିବା ମାମଲା ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି । ଏଥିସହ କୋର୍ଟରେ ମାମଲା ରୁଜୁ କରିଥିବା ମହିଳା କରମାଲା ମୋଡେକ୍ସଙ୍କୁ ମଧ୍ୟ…

ରାଜ୍ୟରେ ଚିହ୍ନଟ ହୋଇନାହିଁ କରୋନା ଭାଇରସ: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଚୀନରେ ସୃଷ୍ଟି ହୋଇଥିବା ମାରାତ୍ମକ କରୋନା ଭାଇରସ୍ ପ୍ରବେଶ କରିଛି ଭାରତରେ ଏବଂ ଭାରତ ମୁହାଁ। ଗୁରୁବାର ଦିନ ଦେଶର ପ୍ରଥମ କୋରନା ରୋଗୀ କେରଳରେ ଚିହ୍ନଟ ହୋଇଛି। ଏହିଭଳି ଆତଙ୍କିତ ମାହୋଲରେ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି କରୋନା ରୋଗୀ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ସଚିବ…

ଟୁରିଷ୍ଟ ବସ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ୨୪ ଆହତ

କୋଣାର୍କ: କୋଣାର୍କ ପୁରୀ ମେରାଇନ୍ ଡ୍ରାଇଭରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ଟୁରିଷ୍ଟ ବସ୍‌କୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୨୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆହତଙ୍କୁ ପ୍ରଥମେ କୋଣାର୍କ ମେଡିକାଲ ଓ…

ସାରଦା ଖଣିର ଆଇରନ୍ ନେବାକୁ ଜିନ୍ଦଲକୁ ମିଳିଲା ଅନୁମତି

ନୂଆଦିଲ୍ଳୀ: ସାରଦା ଖଣିର ଆଇରନ୍ ଓର୍‌କୁ ନେବ ଜିନ୍ଦଲ । ଏନେଇ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଖଣି ମାମଲାର ଶୁଣାଣୀ ହୋଇଛି । ଏଥିରେ ସାରଦା ଖଣିର ଷ୍ଟକ ଥିବା ୨ହଜାର କୋଟିର ଆଇରନ ଓରକୁ ନେବାକୁ ଜିନ୍ଦଲକୁ ସର୍ବୋଚ୍ଚ ଅଦାଲତ ଅନୁମତି ଦେଇଛନ୍ତି ।ସାରଦା…

ସିଏଏ ପ୍ରଦର୍ଶନ ବେଳେ ଜାମିଆ ବିଶ୍ୱବିଦ୍ୟାଳୟରେ ଫୁଟିଲା ଗୁଳି

ନୂଆଦିଲ୍ଳୀ: ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ନିକଟରେ ଫୁଟିଲା ଗୁଳି । ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଚାଳିଥିବା ବେଳେ ଜଣେ ଯୁବକ ସ୍ପଷ୍ଟ ଦିବାଲୋକରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ କରିଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ ଦିଲ୍ଳୀ ସ୍ଥିତ ଏମ୍ସ…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଅକ୍ଷୟର କ୍ୟୁରେଟିଭ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ନୀତି ନିର୍ଭୟା ଦୋଷୀଙ୍କ ଚାଲିଛି ନୂଆ ନୂଆ ଚାଲ । ଆଇନର ଗଳାବାଟ ଦେଇ ଫାଶିରୁ ବଚିଂବା ପାଇଁ ଅଭିଯୁକ୍ତମାନେ ଗୋଟିଏ ପରେ ଗୋଟିଏ ଆବେଦନ କରୁଛନ୍ତି । ଫାଶି ଖୁଂଟରେ ଝୁଲିିବା ତାରିଖକୁ ଘୁଂଚାଇବା ପାଇଁ ପୁଣି ଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ନିର୍ଭୟା ଦୋଷୀ ଅକ୍ଷୟ ସିଂହ ।…

ଟ୍ରକ ତଳେ ଚାପି ହୋଇ ଦନ୍ତା ହାତୀ ମୃତ

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାରେ ଏକ ଦ୍ରୁତଗାମୀ ଟ୍ରକ ତଳେ ଚାପି ହୋଇ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଢ଼େଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅଧିନରେ ଥିବା ଜୀବନଖୋଲ ଆଶ୍ରମ ପାଖ ୫୫…

ଅପରାହ୍ନ ସୁଦ୍ଧା ରାଜ୍ୟର ଏହି ୧୦ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗୁରୁବାର ଅପରାହ୍ନ ୪.୩୦ ମଧ୍ୟରେ ରାଜ୍ୟର ୧୦ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ…

କେରଳରେ କରୋନା ଆକ୍ରାନ୍ତ, ଚୀନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୭୦

କେରଳ: କେରଳରେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳର ଜଣେ ଛାତ୍ର କରୋନା ଭୁତାଣୁରେ ଆକ୍ରନ୍ତା ହୋଇଛନ୍ତିି । ତାଙ୍କ ସ୍ୱାସ୍ଥ୍ୟବସ୍ଥ ସ୍ଥିର ଥିବା ଜଣାପଡିଛି । ଚୀନ୍‌ର ୟୁହାନ ବିଶ୍ୱାବିଦ୍ରାଳୟରେ ପାଠ ପଢ଼ିଥିବା ଏହି ଛାତ୍ର ଜଣକ ନିକଟରେ କେରଳ ଫେରିଥିଲେ । ସେ…