କ୍ରିକେଟ ୟୁନିଫର୍ମରେ ସାମ୍ନାକୁ ଆସିଲା ତାପସୀଙ୍କ ଆଗାମୀ ଫିଲ୍ମର ପ୍ରଥମ ଲୁକ୍…
ମୁମ୍ବାଇ: ନିଜ ନିଖୁଣ ଅଭିନୟର ଯାଦୁ ଦର୍ଶକଙ୍କ ମନରେ ଭାରି ଦେଇଥିବା ବଲିଉଡର ଟ୍ୟାଲେଣ୍ଟେଡ଼ ଅଭିନେତ୍ରୀ ତାପସୀ ପନ୍ନୁ ନଜର ଆସିଛନ୍ତି କ୍ରିକେଟ କସଟ୍ୟୁମରେ ।
ତାପସୀଙ୍କ ଆଗାମୀ ଚଳଚ୍ଚିତ୍ରର ଏହା ଫାଷ୍ଟ ଲୁକ ବୋଲି ଜଣାପଡିଛି ।
“I have always been asked who’s your…