ସୁପର ଓଭରରେ ରୋହିତଙ୍କ ଦମଦାର ପ୍ରଦର୍ଶନ; ସିରିଜ ଜିତିଲା ଭାରତ
ହେମିଲଟନ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚର ସୁପର ଓଭରରେ ଧୁଆଁଧାର ପ୍ରଦର୍ଶନ କରି ସିରିଜ ହାତେଇଛନ୍ତି ବିରାଟ ବାହିନୀ ।
ଆଜିର ମ୍ୟାଚ୍ ଧାର୍ଯ୍ୟ ଓଭରରେ ଟାଇ ହୋଇଯିବାରୁ ସୁପର ଓଭରର ସହାୟତା ନିଆଯାଇଥିଲା । ଯାହାକୁ ଜିତିନେଇ ସିରିଜ ହାତେଇଛି ଭାରତୀୟ…