ନୂଆ ରୂପ ନେବ ଏକାମ୍ର କ୍ଷେତ୍ର; ବିସ୍ଥାପିତଙ୍କ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନୂଆ ରୂପ ନେବ ଏକାମ୍ର କ୍ଷେତ୍ର । ପୁରୀ ଶ୍ରୀମନ୍ଦିର ଢ଼ାଂଚାରେ ହେବ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର । ଏହାର ଆଖପାଖ ଅଞ୍ଚଳକୁ କରାଯିବ ସୌନ୍ଦର୍ଯ୍ୟକରଣ । ଏଥିପାଇଁ ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ଥଇଥାନ ଓ ସହାୟତା…