Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, ବଜେଟ ସମ୍ବନ୍ଧରେ କିଛି ମଜାଦାର କଥା…

ଭୁବନେଶ୍ବର: ଆସନ୍ତା ଫେବୃଆରୀ ମାସ ୧ ତାରିଖରେ ଉପସ୍ଥାପିତ ହେବାକୁ ଯାଉଛି ସାଧାରଣ ବଜେଟ। ଆସନ୍ତୁ ଜାଣିବା ବଜେଟକୁ ନେଇ ପୂର୍ବରୁ ଘଟିଥିବା କିଛି ମଜାଦାର ଘଟଣା ସମ୍ପର୍କରେ... ଲମ୍ବା ବଜେଟ ଭାଷଣ : ୨୦୦୩ରେ ଅର୍ଥମନ୍ତ୍ରୀ ଯଶୱନ୍ତ ସିଂ ତାଙ୍କ ବଜେଟ ଭାଷଣ ପ୍ରାୟ ୨ ଘଂଟାରୁ ଅଧିକ ସମୟ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସୋନପୁର ଏସପି

ସୋନପର: ସମ୍ବଲପୁର-ସୋନପୁର ରୋଡ୍ ଅନ୍ତର୍ଗତ ସିଣ୍ଢୋଳ ଗ୍ରାମ ନିକଟରେ ବୁଧବାର ଦିନ ଘଟିଥିବା ଏକ ସଡକ ଦୁର୍ଘଟଣାରେ ସୋନପୁର ଏସପି ଦେବୀ ପ୍ରସାଦ ଦାସ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ସିଣ୍ଢୋଳ ଢାବା ନିକଟରେ ଯାଉଥିବା ବେଳେ ତାଙ୍କ ଗାଡି କୌଣସି କାରଣବଶତଃ ଭାରସାମ୍ୟ…

ଦୁର୍ଦ୍ଦାନ୍ତ ମାଓନେତା ପାପାରାଓ ମୃତ: ତାଲମେଟଲା ନକ୍ସଲ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ !

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଛତିଶଗଡ଼ର୍ ଟପ ମାଓ ନେତା ପାପାରାଓର ମୃତ୍ୟୁ ହୋଇଥିବା ସୂଚନ ମିଳିଛି । ମିଳିଥିବା ସୂଚନା ଅନୁସାରେ, ପାପାରାଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛି। ପାପାରାଓ ୨୦୧୦ରେ ଛତିଶଗଗଡର ତାଲମେଟଲାରେ ହୋଇଥିବା ବଡ ନକ୍ସଲ ଆକ୍ରମଣର…

ଆଜି ଶ୍ରୀଜିଉଙ୍କ ‘ବନକଲାଗି’ ନୀତି, ୪ ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର‌୍ୟ୍ୟନ୍ତ ଶ୍ରୀଜିଉଙ୍କ…

ସୁନ୍ଦରଗଡ ଆଦର୍ଶ ସ୍କୁଲ ପରିଦର୍ଶନ କଲେ ବିଜୟ ସାହୁ; ଭିତ୍ତିଭୂମି ବିକାଶ ନେଇ ଆଲୋଚନା

ସୁନ୍ଦରଗଡ଼: ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ଡ଼. ବିଜୟ କୁମାର ସାହୁ ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲା ତାଳସଙ୍କର ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ଅତିବାହିତ କରିଛନ୍ତି । ଏହାପରେ ସନ୍ଧ୍ୟାରେ ସେ ଜିଲ୍ଲାପାଳ ନିଖିଲ ପୱନ…

କଟକ ବୁଲିଲେ ୫’ଟି ସଚିବ ଭିକେ ପାଣ୍ଡିଆନ୍‌; ଜାଣନ୍ତୁ କାହିଁକି

କଟକ: ଓଡିଶା ମୁଖ୍ୟମନ୍ତ୍ରୀଙ୍କ ୫ଟି’ ସଚିବ ଭିକେ ପାଣ୍ଡିଆନ୍ ବୁଧବାର ବଡି ଭୋର ସମୟରେ କଟକରେ ପହଞ୍ଚି ଏସସିବିର ସମ୍ପ୍ରସାରଣ ଲାଗି ପ୍ରସ୍ତାବିତ ୨୫ ଏକର ଭୂମିର ଅନୁଧ୍ୟାନ କରିଥିଲେ। ଗୃହ ଓ ନଗର ଉନ୍ନୟନ ବିକାଶ ସଚିବ ଜି ମାଥୀଭଥନନ୍‌, ଜଳ ସମ୍ପଦ ସଚିବ ସୁରେନ୍ଦ୍ର କୁମାର ଓ ୱାକ୍‌ର୍ସ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୨-୧-୨୦୨୦ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୨୨ ରିଖ ବୁଧବାର ମକର ୮ଦିନ ମାଘ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର: କର୍କଟ ରାଶିର ଘାତ ଚନ୍ଦ୍ର-: ତୁଳା…

ଦିଲ୍ଲୀ ବିଧାନସଭା ନିର୍ବାଚନ: ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିଲେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଦିଲ୍ଲୀ ଜାମନଗର ହାଉସରେ ନୂଆଦିଲ୍ଲୀ ଆସନରୁ ନାମାଙ୍କନ ଭରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏଥିପାଇଁ ଦୀର୍ଘ ୭ ଘଂଟାର…

ଜାଣନ୍ତୁ, ବଜେଟ ବ୍ରିଫକେସ ପଛର ରୋଚକ କାହାଣୀ…

ନୂଆଦିଲ୍ଲୀ: ବିତ୍ତ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଏକ ଫେବୃଆରୀ ୨୦୨୦ କୁ ଆଗତ ହେବ । ସେହିପରି ଆର୍ଥିକ ସର୍ଭେ ୩୧ ଜାନୁଆରୀ କୁ ଆସିବ । ଏହି ବଜେଟରୁ ଲୋକମାନେ ବହୁତ କିଛି ଆଶା କରୁଛନ୍ତି । ଏହା ନିର୍ମଳା ସୀତାରମଣଙ୍କ ଦ୍ୱିତୀୟ ବଜେଟ । ସମସ୍ତଙ୍କ ନଜର ଥାଏ ବ୍ରିଫକେସ ଭିତରେ ଥିବା…

ଜାତୀୟ ସାହସିକତା ପୁରସ୍କାର ଘୋଷଣା: ଦିଲ୍ଲୀରେ ସମ୍ମାନିତ ହେବେ ୩ ଓଡ଼ିଆ ଝିଅ

ଭୁବନେଶ୍ୱର: ୩ ଓଡ଼ିଆ ସାହାସୀ ଝିଅଙ୍କୁ ମିଳିବ ସମ୍ମାନ । ଦିଲ୍ଲୀ ଦରବାରରେ କରାଯିବ ପୁରସ୍କୃତ । କେନ୍ଦ୍ରାପଡାର ଦୁଇ ସାହସୀ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି ଓ ଅନୁଗୁଳର ଝିଅ ଶ୍ରୀମତି ବଦ୍ରାଙ୍କୁ ସାଧାରଣତନ୍ତ୍ର ଦିବସରେ ସାହସିକତା ପୁରସ୍କାରରେ ପୁରସ୍କୃତ କରାଯିବ । ଭାରତୀୟ…