ଷ୍ଟିଲ୍ ସିଟିରେ ଅପରାଧ ରୋକିବାକୁ ରାଉରକେଲା ପୋଲିସର ତତ୍ପରତା
ରାଉରକେଲା: ଷ୍ଟିଲ ସିଟି ରାଉରକେଲାରେ ଦିନକୁ ଦିନ ବଢୁଥିବା ଅପରାଧିକ ଘଟଣାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏସପି କାର୍ଯ୍ୟାଳୟରେ ଏକ ଅତ୍ୟାଧୁନିକ ନିୟନ୍ତ୍ରଣ କକ୍ଷର ଆରମ୍ଭ କରାଯାଇଛି । ଯାହାକୁ ପୋଲିସ ଡିଜି ଅଭୟଙ୍କ ଦ୍ୱାରା ରବିବାର ଦିନ ପ୍ରତିଷ୍ଠା କରାଯାଇଥିଲା ।
ଏହାବ୍ୟତିତ…