ଶିରିଡିରେ ବନ୍ଦ ପାଳନ; ଖୋଲା ରହିଛି ସାଇବାବାଙ୍କ ମନ୍ଦିର
ଶିରିଡି: ମହାରାଷ୍ଟ୍ରରେ ଶିରିଡି ସାଇ ବାବାଙ୍କ ଜନ୍ମସ୍ଥଳୀକୁ ନେଇ ଉଠିଥିବା ବିବାଦ ଯୋଗୁଁ ରବିବାର ତଥା ଜାନୁୟାରୀ ୧୯ ତାରିଖ ଦିନ ସ୍ଥାନୀୟ ଲୋକ ଓ ଭକ୍ତମାନେ ଶିରିଡି ବନ୍ଦ ପାଳନ କରିଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ, ସମଗ୍ର ଶିରିଡିରେ ଏହି ବନ୍ଦ ପାଳନ କରାଯାଇଥିବା ବେଳେ ରବିବାର…