ବିଶ୍ୱ ପୁସ୍ତକ ମେଳାରେ ମୃଣାଳଙ୍କ ‘ପଥେ ପ୍ରାନ୍ତରେ’ ଉନ୍ମୋଚିତ
ଢେଙ୍କାନାଳ: ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଚାଲିଥିବା ବିଶ୍ୱ ପୁସ୍ତକ ମେଳା ୨୦୨୦ ରେ ସୁସାହିତ୍ୟିକ ଡ. ମୃଣାଳ ଚାଟାର୍ଜୀଙ୍କ ପୁସ୍ତକ ‘ପଥେ ପ୍ରାନ୍ତରେ’ ଉନ୍ମୋଚିତ ହୋଇଛି । ରବିବାର ଅନୁଷ୍ଠିତ ‘ପିଲାର ସାମଗ୍ରିକ ବିକାଶ ଲାଗି ମାତୃଭାଷା ଏକ ପ୍ରବେଶପଥ’ଏକ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ…