ବିଳମ୍ବିତ ରାତି ଯାଏଁ ଚେଇଁ ରହୁଥିଲେ ହୋଇ ଯାଆନ୍ତୁ ସାବଧାନ !
ଭୁବନେଶ୍ୱର: ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ୮ ଘଣ୍ଟା ଶୋଇବା ଆବଶ୍ୟକ । କିନ୍ତୁ ଆଜିର ବ୍ୟସ୍ତବହୁଳ ତଥା ଅନିୟମିତ ଜୀବନଶୈଳୀ ଯୋଗୁଁ ଆମେ ସମୟରେ ଖାଇବା ଓ ଶୋଇବା ଏକ ପ୍ରକାର ଭୁଲି ଗଲେଣି । ଯାହା ନାନାଦି ରୋଗର ମୂଳ କାରଣ ସାଜୁଛି।
ଅନେକ ଲୋକ ବିଳମ୍ବିତ ରାତିରେ ଶୋଉଥିବାର ଦେଖିବାକୁ…