ଆଜି ଭାରତ-ଶ୍ରୀଲଙ୍କା ଟି-୨୦ ଟକ୍କର; କମବ୍ୟାକ୍ କଲେ ବୁମରାହ
ଗୌହାଟୀ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବର୍ଷର ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ରଣନୀତି ପସ୍ତୁତ କରିଛନ୍ତି ।
ଏହି ମ୍ୟାଚ୍ ଗୌହାଟୀର ବରସରପରା ଷ୍ଟାଡିୟମରେ ଆଜି ରାତି ୭ଟା ବେଳେ…