Latest Odisha News

BREAKING NEWS

Yearly Archives

2020

ଶ୍ରୀଜଗନ୍ନାଥଙ୍କୁ ନେଇ ‘ବିଗ୍ ବସ୍’ରେ ଚର୍ଚ୍ଚା; ସିଦ୍ଧାର୍ଥ କହିଲେ “ଛପନ ଭୋଗକୁ ମୁଁ ଭଲପାଏ”…

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସଲମାନ୍ ଖାନଙ୍କ ଅଭିନୀତ ତଥା ତଥା ବହୁଳ ପ୍ରସାରିତ ‘ବିଗ୍ ବସ୍ - ୧୩’ରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଚର୍ଚ୍ଚା ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି । ୟୁଟ୍ୟୁବ୍ ରେ ପ୍ରସାରରିତ ହେଉଥିବା ଏକ ଭିଡ଼ିଓରେ…

ସବୁ ଫର୍ମାଟର କ୍ରିକେଟରୁ ଅବସର ନେଲେ ଭାରତୀୟ କ୍ରିକେଟର୍ ଇରଫାନ୍ ପଠାନ୍

ମୁମ୍ବାଇ: ମହାନ ଭାରତୀୟ କ୍ରିକେଟ ଅଲରାଉଣ୍ଡର୍ ଇରଫାନ୍ ପଠାନ୍ ଶନିବାର ଦିନ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏହି ପ୍ରଖ୍ୟାତ ଭାରତୀୟ ବୋଲର୍ ଜଣକ ଭାରତ ଲାଗି ୨୯ଟି ଟେଷ୍ଟ, ୧୨୦ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ତଥା ୨୪ଟି ଟି -୨୦ ମ୍ୟାଚ ଖେଳିଛନ୍ତି ।…

କେନ୍ଦୁଝରରେ ନାବାଳିକା ଗଣଦୁଷ୍କର୍ମର ଶୀକାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମ ହୋଇଥିବାର ସୂଚନା ମିଳିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଗଣଦୁଷ୍କର୍ମର ଶୀକାର ହୋଇଥିବା ପୀଡ଼ିତାଟିର ମାଆ ଝୁମ୍ପୁରା ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ସମ୍ପର୍କରେ…

ଜାଣନ୍ତୁ, କିପରି ରହିବ ଭାରତୀୟ କ୍ରିକେଟ ଦଳର ୨୦୨୦ କାର୍ଯ୍ୟସୂଚୀ

ନୂଆଦଲ୍ଲୀ: ଗତବର୍ଷ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ବିଶ୍ୱ କ୍ରିକେଟରେ ନିଜର ପ୍ରଭାବ ଜାରୀ ରଖିଥିଲେ ।୨୦୨୦ରେ ଏହି ସଫଳତା ବଜାୟ ରଖିବା ନେଇ ବିରାଟ କୋହଲୀ ନେତୃତ୍ୱାଧୀନ ଦଳ ଆଶାୟୀ ରହିଛି । ଗତ ଦଶନ୍ଧିରେ ଟିମ୍ ଇଣ୍ଡିଆ ୨୮୧ ମ୍ୟାଚରେ ବିଜୟ ହାସଲ କରିଛି । ଏଥିରେ ୫୬…

ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ଷ୍ଟେଇନ୍ !

ଏବି ଡି’ଭିଲର୍ସଙ୍କ ପରେ ଜାତୀୟ ଦଳକୁ ଫେରିବା ନେଇ ଦକ୍ଷିଣ ଆଫ୍ରିକାର ଭେଟେରାନ୍ ପେସ୍ ବୋଲର ଡେଲ ଷ୍ଟେଇନ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ,  ୨୦୨୦ରେ ହେବାକୁ ଥିବା ଟି୨୦ ବିଶ୍ୱକପରେ ଖେଳିବାକୁ ତାଙ୍କର ଆଗ୍ରହ ରହିଛି । ସେ କାନ୍ଧ ସମସ୍ୟା ଯୋଗୂୁ ସେ ଗତ ବର୍ଷ ଟେଷ୍ଟ…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁଣି ଫେରିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁଣି ଶୀତ ଲହରୀ ଫେରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସତର୍କ କରାଯାଇଛି । “ଆଜି ପୁରୀର ଉପକୂଳବର୍ତ୍ତୀ ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନ ସମେତ ନବରଙ୍ଗପୁର, ମାଲକାନଗିରି, ରାୟଗଡା, ବଲାଙ୍ଗିର, କେନ୍ଦୁଝର, ସୋନପୁର,…

ମଥୁରାରେ ବଢୁଛି ମହାରାଜାଙ୍କ ଦୌରାତ୍ମ୍ୟ; ବିଜୁବାବୁଙ୍କୁ ଦିନେ ଦରବାରକୁ ଡକାଇଥିଲେ ବରଗଡ଼ କଂସ !

ବରଗଡ଼: ବରଗଡ଼ରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପ୍ରସାର ଓ ଅଭିବୃଦ୍ଧି ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକଥର ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ସହିତ ନିଜେ ଦରବାରରେ ଉପସ୍ଥିତ ରହିଛନ୍ତି । ନବୀନଙ୍କ ବାପା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ…

ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା; ଚାଲିଗଲା ୬ ଓଡିଆଙ୍କ ଜୀବନ

ବିଶାଖଶପାଟଣା/ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କୋତପଲ୍ଲୀ ଗ୍ରାମ ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ଓଡିଆ ପରିବାରର ୬ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଗଞ୍ଜାମ ଜିଲ୍ଲା ପାତ୍ରପୁରର ଗୋଟିଏ ପରିବାରର ସମସ୍ତ ସଦସ୍ୟ…

ଜାନୁଆରୀ ୫ରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର: ସର୍ବସାଧାରଣଙ୍କ ଲାଗି ଆସନ୍ତା ଜାନୁଆରୀ ୫ ତାରିଖରୁ ୧୯ ତାରିଖ ଯାଏଁ ରାଜଭବନ ଉଦ୍ୟାନ ଖୋଲା ରହିବ । ପ୍ରତ୍ୟେକ ଦିନ ଦ୍ୱିପ୍ରହର ୨ଟାରୁ ୫ଟା ପର୍ଯ୍ୟନ୍ତ ଜନସାଧାରଣ ଏହି ଉଦ୍ୟାନ ପରିଦର୍ଶନ କରିପାରିବେ। ଏଥିସହିତ ଛୁଟିଦିନ ଏବଂ ରବିବାରରେ ମଧ୍ୟ ଲୋକମାନେ ରାଜଭବନ ଉଦ୍ୟାନ…

ଯାନ୍ତ୍ରିକ ତ୍ରୁଟି ପରେ ଗଡିଲା ତପସ୍ୱିନୀ ଏକ୍ସପ୍ରେସ୍; ଟ୍ୱିଟ୍ କଲେ ଓଡିଆ ସାଂସଦ

ସମ୍ବଲପୁର: ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶନିବାର ଦିନ ବାମୁର ଷ୍ଟେସନରେ ଅନେକ ସମୟ ଧରି ଅଟକି ରହିଥିବା ବେଳେ ପ୍ରାୟ ୬ ଘଣ୍ଟା ପରେ ଏହା ଗନ୍ତବ୍ୟସ୍ଥଳୀ ଅଭିମୁଖେ ଗସ୍ତ କରିଛି । ଯାହାଫଳରେ ଯାତ୍ରୀମାନେ ଏକପ୍ରକାର ଆଶ୍ୱସ୍ତୀ ଅନୁଭବ କରିଛନ୍ତି ।…