Latest Odisha News

BREAKING NEWS

Yearly Archives

2020

ଓଡିଶାରୁ ସୁସ୍ଥ ହେଲେ ଆଉ ୧୦୧୯ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୦୧୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। https://twitter.com/HFWOdisha/status/1329417168543354880?s=19 ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।…

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ, ରାତି ୯ଟାରୁ ସକାଳ ୬ଟା କଟକଣା

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢିବାରେ ଲାଗିଛି । ଅହମ୍ମଦାବାଦରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସହରକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଶୁକ୍ରବାରଠାରୁ ଲାଗୁ ହେବାକୁ ଥିବା ଏହି କଟକଣା…

ପିଓକେରେ ଷ୍ଟ୍ରାଇକ ଖବରକୁ ଭାରତୀୟ ସେନାର ଖଣ୍ଡନ

ଶ୍ରୀନଗର: ପିଓକେରେ ଭାରତ ପକ୍ଷରୁ କୌଣସି ଷ୍ଟ୍ରାଇକ ଗୁରୁବାର କରାଯାଇ ନାହିଁ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏ ନେଇ ପ୍ରାୟ ସମସ୍ତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏହା ସତ୍ୟ ନୁହେଁ ବୋଲି କହିଛନ୍ତି । ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତୀୟ ସେନା କରିଥିବା ପିନପଏଣ୍ଟ…

ଓଡ଼ିଶାର ଏହି ଜିଲ୍ଲାରେ ବାଲିଯାତ୍ରା ଉପରେ ଲାଗିଲା କଟକଣା

ଜଗତସିଂହପୁର: କୋଭିଡ-୧୯ ବିସ୍ତାରକୁ ରୋକିବା ପାଇଁ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପାରାଦୀପ ସମେତ ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବହୁ ସଂଖ୍ୟାରେ ପର୍ଯ୍ୟଟକ ବାଲିଯାତ୍ରା ପାଇଁ…

[ଭିଡିଓ] ମୁମ୍ବାଇର କରାଚି ସୁଇଟ୍ସକୁ ଶିବସେନାର ଧମକ !

ମୁମ୍ବାଇ: ବହୁଚର୍ଚ୍ଚିତ ମିଠା ଦୋକାନ କରାଚି ସୁଇଟ୍ସକୁ ମିଳିଲା ଶିବସେନାର ଖୋଲା ଧମକ । ଶେଷରେ ଧମକକୁ ଶିବସେନା ନେତା ଆଗରେ ମୁଣ୍ଡ ନୁଆଁଇଲେ ମିଠା ଦୋକାନୀ । ଦୋକାନରେ ଲାଗିଥିବା କରାଚିର ନାମ ଫଳକକୁ ସେ ଖବର କାଗଜରେ ଘୋଡାଇଥିବା ଫଟୋଟି ମଧ୍ୟ ସାମ୍ନାକୁ ଆସିଛି । କିଛି ଏପରି ଖବରକୁ ନେଇ…

ରତନ ଟାଟାଙ୍କ ପୋଷା କୁକୁର ନାଁ ଗୋଆ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ଅଜଣା ନୁହଁନ୍ତି ରତନ ଟାଟା । ହେଲେ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ବିଷୟରେ ହୁଏ ତ ଅନେକ ଜାଣିନଥିବେ । ଦୀପାବଳି ଅବସରରେ ସେ ଏକାଧିକ କୁକୁରଙ୍କ ସହ ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ସେହି କୁକୁରଙ୍କ…

ସିଜଫାୟାର ଉଲ୍ଲଂଘନ ଜବାବରେ ଭାରତର ଏହା ପିନ୍ ପଂଏଟ ଷ୍ଟ୍ରାଇକ ଥିଲା

ଶ୍ରୀନଗର: ଗୁରୁବାର ସନ୍ଧ୍ୟାରୁ ପିଓକେରେ ଭାରତ ପୁନର୍ବାର ସର୍ଜିକାଲ ଷ୍ଟ୍ରାଇକ କରିଥିବା ରିପୋର୍ଟ ବିଭିନ୍ନ ୱେବସାଇଟରେ ପ୍ରକାଶ ପାଇଛି । ପିଟିଆଇ ପ୍ରଥମେ ଏହାକୁ ବ୍ରେକିଂ କରିଥିଲା । ପରେ ବିଭିନ୍ନ ନ୍ୟୁଜ ଏଜେନ୍ସି ଏହି ରିପୋର୍ଟର ସତ୍ୟତା ସ୍ପଷ୍ଟ ହେଉଛି । ଭାରତୀୟ ବାୟୁସେନା…

ପିଓକେର ଭାରତର ପୁନର୍ବାର ସର୍ଜିକାଲ ଷ୍ଟ୍ରାଇକ: ଏକାଧିକ ଆତଙ୍କୀ ଲଂଚପ୍ୟାଡ ନଷ୍ଟ, ଅନେକ ଆତଙ୍କବାଦୀ ମୃତ !

ଶ୍ରୀନଗର:ପାକ୍ ଅଧିକୃତ କାଶ୍ମରରେ ଭାରତୀୟ ବାୟୁସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି । ଏଥିରେ ଅନେକ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନେକଗୁଡିଏ ଲଂଚପ୍ୟାଡ ନଷ୍ଟ ହୋଇଛି । ତେବେ କେତେଜଣ ଆତଙ୍କବାଦୀ ମରିଛନ୍ତି ସେ ନେଇ ବିଧିବଦ୍ଧ ଭାବେ କୌଣସି ରିପୋର୍ଟ ପ୍ରକାଶ ପାଇ ନାହିଁ ।…

ବୟସ୍କଙ୍କଠାରେ ପ୍ରଭାବଶାଳୀ ଅକ୍ସଫୋର୍ଡ କରୋନା ଟିକା

କରୋନା ଟିକାକୁ ନେଇ ପୁଣି ଆସିଲା ଭଲ ଖବର । ବୟସ୍କ ଲୋକଙ୍କ ପାଇଁ ପ୍ରଭାବଶାଳୀ ହେବ ଅକ୍ସଫୋର୍ଡ ୟୁନିଭରସିଟିର କରୋନା ଭ୍ୟାକସିନ୍ । ୭୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଅଧିକ ପ୍ରଭାବଶାଳୀ ବୋଲି କୁହାଯାଉଛି । ୫୬୦ ଲୋକଙ୍କ ଉପରେ କରାଯାଇଥିବା ଷ୍ଟଡିର ଡାଟା ପବ୍ଲିସ୍  କରାଯାଇଛି…

ଘରୁ ମିଳିଲା ଲୋକପ୍ରିୟ ଆମେରିକାନ୍ ଗାୟକ ବବି ବ୍ରାଉନଙ୍କ ୨୮ ବର୍ଷର ପୁତ୍ରର ମୃତ ଦେହ

ଲସ ଆଞ୍ଜେଲ୍ସ: ଆମେରିକାର ଲୋକପ୍ରିୟ ଗାୟକ ବବି ବ୍ରାଉନ (୫୧ ବର୍ଷ)ଙ୍କ ପୁତ୍ର ଜୁନିୟର ବ୍ରାଉନଙ୍କ ମୃତ ଦେହ ବାସ ଭବନରୁ ମିଳିଛି । ସ୍ଥାନୀୟ ସମୟ ଅନୁସାରେ ଦ୍ୱିପ୍ରହର ୧ଟା୫୦ ବେଳେ ୨୮ ବର୍ଷୀୟ ବବି ଜୁନିୟରଙ୍କ ମୃତ ଦେହ ଘରୁ ମିଳିଥିଲା । ସେ ବବି ବ୍ରାଉନ ଓ କିମ୍ ବୋର୍ଡଙ୍କ ପୁତ୍ର ଥିଲେ ।…