Latest Odisha News

BREAKING NEWS

Yearly Archives

2020

ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ: ୭୭ ବର୍ଷ ବୟସରେ ଆଜି ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତ୍ରୀ ମୃଦୁଳା ସିହ୍ନାଙ୍କର ନିଧନ ହୋଇଛି । ସେ ଏକ ଧାରାରେ ଥିଲେ ଜଣେ ଜଣାଶୁଣା ହିନ୍ଦୀ ଲେଖିକା, ସାହିତ୍ୟିକ ଓ ଔପନ୍ୟାସିକା । ତା ଛଡା ବିଜେପି ମହିଳା ମୋର୍ଚ୍ଚା ଓ କେନ୍ଦ୍ରୀୟ ସମାଜ କଲ୍ୟାଣ ବୋର୍ଡର…

୧୧ କିଲୋ ଓଜନ କମାଇଲେ କମେଡି କିଙ୍ଗ

ନିଜର ଫିଟନେସକୁ ନେଇ ଖୁବ୍ ସଚେତନ କମେଡି କିଙ୍ଗ କପିଲ ଶର୍ମା । ଏଥିପାଇଁ ସେ ତାଙ୍କ ଓଜନ କମାଇଛନ୍ତି । କପିଲ ପରିବାର ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ପୂରା ଫିଟ୍ ଦେଖାଯାଉଛନ୍ତି କପିଲ । ଲକଡାଉନର ଖାଲି ସମୟର ସଦୁପଯୋଗ କରିଛନ୍ତି ଓ ନିଜର ଟ୍ରାନ୍ସଫରମେସନ ଦ୍ବାରା ସମସ୍ତଙ୍କୁ…

ଚୀନର ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର ଖବରକୁ ଭାରତୀୟ ସେନାର ଖଣ୍ଡନ

ଲଦାଖ: ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର ଖବରକୁ ମିଥ୍ୟା ଓ ଗୁଜବ ବୋଲି କହିଛି ଭାରତୀୟ ସେନା । ୟୁକେ ଡେଲିରେ ପ୍ରକାଶିତ ଖବରରେ ଜଣେ ପ୍ରଫେସର ଏହି ସୂଚନା ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଭାରତୀୟ ସେନା ପକ୍ଷରୁ ଟୁଇଟରରେ ଏ ନେଇ ଜବାବ ରଖାଯାଇଛି । ଲଦାଖ ସୀମାରେ ଭାରତ…

ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ସାମିଲ ହେଲା ମହିଳା କ୍ରିକେଟ, ଅଂଶଗ୍ରହଣ କରିବ ୮ ଟିମ୍

ଲଣ୍ଡନ: ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ଖେଳ ସାମିଲ ହେବ । ୧୯୯୮ରେ କୁଆଲାଲୁମ୍ପରରେ କ୍ରିକେଟକୁ ସାମିଲ କରାଯାଇଥିଲା । ଏଥିରେ କେବଳ ପୁରୁଷ ଦଳ ଅଂଶଗ୍ରହଣ କରିଥିଲେ । ଆୟୋଜକ ଦେଶ ଭାବେ ଇଂଲଣ୍ଡ ମହିଳା ଦଳ ଏଥିପାଇଁ ଯୋଗ୍ୟତା ହାସଲ କରିସାରିଛି । ଏପ୍ରିଲ…

ଦୁନିଆର ସବୁଠୁ ଦାମୀ ପାରା, ଦାମ୍ ୧୪ କୋଟି ୧୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ଦୁନିଆ ଜାଣିଛି, ଦିନ ଥିଲା ପାରା ସାଜିଥିଲେ ପୋଷ୍ଟମ୍ୟାନ୍ । ରାଜାମହାରାଜ ଅମଳରୁ ଆରମ୍ଭ କରି ଚଳଚ୍ଚିତ୍ରରେ ବି ଏହାର ପ୍ରମାଣ ରହିଛି । ହେଲେ ଏବେ ବଡବଡ ବିଲ୍ଡିଂରେ ସେମାନଙ୍କୁ ବସା ବାନ୍ଧି ରହିବାରେ ଦେଖିବାକୁ ମିଳେ । ହେଲେ ଏହି ପକ୍ଷୀଙ୍କ ଦାମ ଯେ କୋଟିକୋଟି ଟଙ୍କା ତାହା…

ଶ୍ମଶାନ ଜମିକୁ ନେଇ ଛକା ପଞ୍ଝା, ଶବହେଲା ବାସିମଢା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଗିଂ ତହସିଲ ଅଧିନସ୍ଥ ଝାନସିପାଟଣାରେ ଥିବା ଶ୍ମଶାନ ଜମିକୁ ନେଇ ଦିର୍ଘ ୫ବର୍ଷ ଧରି ଲାଗି ରହିଛି ବିବାଦ।ପ୍ରଶାସନର ସଲାସୁତୁରା କାର୍ଯ୍ୟକ୍ରମକୁ ନେଇ ଶ୍ମଶାନ ଜମିରେ ଶବଦାହ ହୋଇପାରୁନାହିଁ।କିଛି ଲୋକ ଶ୍ମଶାନ ଜମି ଜବରଦଖଲ ଯୋଗୁଁ ଶ୍ମଶାନ ବିବାଦ ମୁଣ୍ଡ…

୧୨ଟି ସରକାରୀ ସ୍କୁଲର ୭୨ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ

ରେୱାରୀ: ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଉପରେ କରୋନା ଚଡକ । ବୁଧବାର ହରିୟାଣାର ରେୱାରୀ ନୋଡାଲ୍ ଅଫିସରଙ୍କ ରିପୋର୍ଟ ସମସ୍ତଙ୍କୁ ତାଜୁବ କରିଥିଲା । ଗୋଟିଏ କି ଦୁଇଟି ନୁହେଁ ୧୨ଟି ସ୍କୁଲରୁ ୭୨ ଜଣ ଛାତ୍ରଛାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିଥିବା ଜଣାପଡିଛି । ନୋଡାଲ୍…

ଯୁଗ ଯୁଗ ଜିୟୋର ଫାଷ୍ଟ ଲୁକ୍ ଜାରି

ମୁମ୍ବାଇ: ବରୁଣ ଧାୱନ ଓ କିଆରା ଆଡଭାନୀ ଅଭିନୀତ ଯୁଗ ଯୁଗ ଜିୟୋ ଫିଲ୍ମର ଫାଷ୍ଟ ଲୁକ୍ ବୁଧବାର ଜାରି କରାଯାଇଛି । ବରୁଣ ଓ କିଆରା ସୋସିଆଲ ସାଇଟରେ ଏହି ଫଟୋ ଶେୟାର କରିଛନ୍ତି । ଉଭୟଙ୍କ ଯୋଡିଙ୍କୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ୟ ମିଳିଛି । କିଆରା ଲେଖିଛନ୍ତି ଯୁଗ ଯୁଗ ଜିୟୋ, ହ୍ୟାପି…

ଫାଇଜର ଟିକା ୯୫ ପ୍ରତିଶତ ଫଳପ୍ରଦ

ଫାଇଜର କରୋନା ଟିକା ୯୫ ପ୍ରତିଶତ ଫଳପ୍ରଦ । ଟିକା ପରୀକ୍ଷଣର ଚୂଡାନ୍ତ ପର୍ଯ୍ୟାୟ ବିଶ୍ଲେଷଣରେ ୯୫ ପ୍ରତିଶତ ଫଳପ୍ରଦ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ରେଗୁଲୋଟୋରୀ ଆପ୍ରୁଭାଲ ପାଇଁ କିଛି ଦିନ ମଧ୍ୟରେ କମ୍ପାନୀ ପକ୍ଷରୁ ଆବେଦନ କରାଯିବ । ଫାଇଜର ଟିକା ବୟସ୍କଙ୍କ ପାଖରେ ସଂକ୍ରମଣ…

ଆସନ୍ତା ବର୍ଷ ଅଗଷ୍ଟରେ ଇଂଲଣ୍ଡ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଆସନ୍ତା ବର୍ଷ ଅଗଷ୍ଟରେ ଇଂଲଣ୍ଡ ଗସ୍ତରେ ଯିବ । ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ବୁଧବାର ଏହା ସ୍ପଷ୍ଟ କରିଛି । ୪ଅଗଷ୍ଟରୁ ଏହି ସିରିଜ ଆରମ୍ଭ ହେବ । ପ୍ରଥମ ମ୍ୟାଚ…