Latest Odisha News

BREAKING NEWS

Yearly Archives

2020

ଉତ୍ତରପ୍ରଦେଶ: ରେଳ ଟ୍ରାକ୍‌ରୁ ଯୁବ ସାମ୍ବାଦିକଙ୍କ ମୃତ ଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଦାବି କଲେ ପରିବାର ଲୋକେ

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ଉନ୍ନାଓ ଜିଲ୍ଲାର ସିଟି କୋଟୱାଲୀ ଅଞ୍ଚଳର ଏକ ରେଳ ଟ୍ରାକରେ ୨୫ ବର୍ଷୀୟ ସାମ୍ବାଦିକଙ୍କ ମୃତଦେହ ମିଳିଛି। ପୀଡିତା ସୁରଜ ପାଣ୍ଡେଙ୍କ ପରିବାର ଲୋକେ ସବ୍-ଇନ୍ସପେକ୍ଟର ସୁନୀତା ଚୌରାସିଆ ଏବଂ କନଷ୍ଟେବଳ ଅମର ସିଂ ସାମ୍ବାଦିକଙ୍କ ହତ୍ୟା କରି ମୃତଦେହକୁ…

ଆମେରିକା: ରିପବ୍ଲିକାନ୍‌ ପାର୍ଟିକୁ ବଡ଼ ଝଟ୍‌କା; ଆଇନଗତ ଯୁଦ୍ଧରୁ ଅଲଗା ହେଲା ଟ୍ରମ୍ପ୍‌ ଲ ଫାର୍ମ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ରିପବ୍ଲିକାନ୍ ପାର୍ଟିକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଥିବା ଆଇନ ସଂସ୍ଥା ପେନସିଲଭାନିଆ ମାମଲାରୁ ନିଜକୁ ଅଲଗା କରିଛି। ନିର୍ବାଚନକୁ ନେଇ ଆଇନଗତ ଯୁଦ୍ଧ ସେତେବେଳେ ଆରମ୍ଭ ହୋଇଥିଲା…

ଦୀପାବଳିରେ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଭଉଣୀ ଶ୍ୱେତା ସିଂ ବିଶେଷ ବାର୍ତ୍ତା  

ନୂଆଦିଲ୍ଲୀ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଦିୱାଲୀରେ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। ଶ୍ୱେତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସୁଶାନ୍ତ ମଧ୍ୟ ନଜର ଆସିଛନ୍ତି। ଶ୍ୱେତା ତାଙ୍କ…

ସେକ୍ସିଜିମ୍‌କୁ ନେଇ ମହିଳାଙ୍କୁ କଣ ଦିଗ୍‌ଦର୍ଶନ ଦେଲେ ଅଭିନେତ୍ରୀ ସୋନମ୍‌ କପୁର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁର ଅନେକ ସମୟରେ ଲୋକଙ୍କ ସହ ମହିଳାଙ୍କ ପ୍ରସଙ୍ଗକୁ ନେଇ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ନିକଟରେ ସେ ଏକ ସାକ୍ଷାତକାର ସମୟରେ ସୋନମ ବଲିଉଡରେ ମହିଳାଙ୍କ ସ୍ଥିତି ବିଷୟରେ କହିଥିଲେ। ସେ କହିଛନ୍ତି ଯେ ବଲିଉଡରେ ମହିଳାମାନଙ୍କ ବିଷୟରେ ଗୀତ ଏବଂ…

ବାଲେଶ୍ୱରରୁ ବ୍ରାଉନସୁଗାର ଜବତ, ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱରରୁ ଶନିବାର ଦିନ ପୋଲିସ ପାଖାପାଖି ୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ଡ୍ରଗ ପେଡଲରଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ସ୍ଥିତ ଏକ ଘରେ ପୋଲିସ ଟିମ୍ ଚଢାଉ କରିବା ସହ…

ଗୁଜରାଟରେ ଜଳିଗଲା ପ୍ଲାଷ୍ଟିକ ଫ୍ୟାକ୍ଟ୍ରି, ଦେଖନ୍ତୁ ଭୟାବହ ଅଗ୍ନିକାଣ୍ଡର ଭିଡିଓ

ଗୁଜରାଟ: ଜଳିଗଲା ପ୍ଲାଷ୍ଟିକ ଫ୍ୟାକ୍ଚ୍ରି । ଗୁଜରାଟର ବଲସାଡରେ ଏହି ଭୟାବହ ଅଗ୍ନିକାଣ୍ଡ ହୋଇଛି । ହୁ ହୁ ହୋଇ ଜଳି ଯାଉଛି ପ୍ଲାଷ୍ଟିକ ଫ୍ୟାକ୍ଟ୍ରି । ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି । ପୁରୀ ଫ୍ୟାକ୍ଟ୍ରି ଜଳୁଛି । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି…

ଡକାୟତି ଯୋଜନା ପଣ୍ଡ, ୬ ଜଣଙ୍କୁ ଧରିଲା ପୁରୀ ପୋଲିସ

ପୁରୀ: ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ । ପୋଲିସ ଉଫରେ ମୋବା ଫିଙ୍ଗି ଖସି ଯିବାକୁ ଉଦ୍ୟମ କରିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ଖଣ୍ଡା, ଅଫୁଟା ବୋମା, ଲୁହାରଡ଼ ଓ ଟର୍ଚ୍ଚ ଲାଇଟ । ଗିରଫ ପରେ ସମସ୍ତଙ୍କୁ କୋର୍ଟ…

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ରେକର୍ଡ ୬.୫୬ ଲକ୍ଷ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀ ଏକ ଭୟଙ୍କର ରୂପ ନେଇସାରିଛି। ଏହି ଭୂତାଣୁ ଜନିତ ବିପଦ ଦିନକୁ ଦିନ ରେକର୍ଡ ସ୍ତରରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ରେକର୍ଡ ୬ ଲକ୍ଷ ୫୬ ହଜାର ନୂତନ କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହିତ ୯ ହଜାର ୯୪୨ ଜଣଙ୍କର କରୋନା ଜନିତ…

ନିଜ କାର୍ଯ୍ୟାଳୟରେ ଦୀପ ପ୍ରଜ୍ଵଳନ କରି ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଜଷ୍ଟିନ୍‌ ଟ୍ରୁଡୋ

ନୂଆଦିଲ୍ଲୀ: ଭାରତ ଭଳି ଅନ୍ୟ ଦେଶମାନଙ୍କରେ ମଧ୍ୟ ବେଶ୍‌ ଧୁମ୍‌ଧାମ୍‌ରେ ଦିୱାଲୀ ପର୍ବ ପାଳନ କରାଯାଏ। ଏହି ପର୍ବ ପାଳନ କରିବା ପାଇଁ ଦୁନିଆର ଲୋକମାନେ ଉତ୍ସାହର ଚାହିଁ ରହିଥାନ୍ତି। କରୋନା ହେତୁ ଏଥର ଲୋକମାନେ ନିଜସ୍ୱ ଶୈଳୀରେ ଉତ୍ସବ ପାଳନ କରୁଛନ୍ତି। ଦିୱାଲୀ ପାଳନ କରି କାନାଡାର…

ଯବାନ ସହ ପ୍ରଧାନମନ୍ତ୍ରୀଙ୍କ ଦିଓ୍ୱାଲୀ, ଲୋଙ୍ଗେଓ୍ୱାଲାରୁ ପାକ୍-ଚୀନକୁ କଡ଼ା ଚେତାବନୀ

ରାଜସ୍ଥାନ: ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଜସ୍ଥାନ ଜୈସଲମେର ସ୍ଥିତ ଲୋଙ୍ଗେଓ୍ୱାଲାରେ ନିୟୋଜିତ ଯବାନଙ୍କ ସହ ଆଲୋକର ପର୍ବ ପାଳନ କରିଛନ୍ତି । ସେମାନଙ୍କ ମନୋବଳ ବଢ଼ାଇବା ସହ ଭାରତ ସୀମାରୁ ଶତ୍ରୁଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ।…