Latest Odisha News

BREAKING NEWS

Yearly Archives

2020

ଆସନ୍ତୁ ଜାଣିବା ଦୀପାବଳି ଦିନ କେଉଁ ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଭାବେ ଗହଣା ଦିଆଯାଏ

ଭୋପାଳ: ଭାରତ ଏକ ଧର୍ମପ୍ରିୟ ରାଷ୍ଟ୍ର । ବିଭିନ୍ନ ସ୍ଥାନରେ ଏଥିନେଇ ଭିନ୍ନ ଭିନ୍ନ ପ୍ରକାର ପାରମ୍ପାରିକ ଚଳଣ ରହିଛି । ମଧ୍ୟପ୍ରଦେଶର ରତଲାମ ସହରରେ ମାଆ ମହାଲକ୍ଷ୍ମୀଙ୍କ ମନ୍ଦିର ନିଆରା ପରାମ୍ପରା ଯୋଗୁ ବେଶ୍ ଚର୍ଚ୍ଚିତ । ଏଠାରେ ଭକ୍ତଙ୍କୁ ପ୍ରସାଦରେ ଭୋଗ, ମିଠା ବଦଳରେ ସୁନା, ରୂପା ଦିଆ…

ଚତୁର୍ଥ ବର୍ଷରେ ପଦାର୍ପଣ କଲା “ମୋ’ ସ୍କୁଲ”

ଭୁବନେଶ୍ୱର: ଚତୁର୍ଥ ବର୍ଷରେ ପଦାର୍ପଣ କରିଛି 'ମୋ ସ୍କୁଲ ଅଭିଯାନ’। ଆଜି ଏକ ରାଜ୍ୟ ସ୍ତରୀୟ ଭର୍ଚୁଆଲ ସମାବେଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁ, ଉନ୍ନୟନ…

ଶିଖିବା କ’ଣ ଏତେ ଜରୁରୀ

ଯୁଗ ହେଉଛି ଇଣ୍ଟରନେଟ୍‌ର । ଇଣ୍ଟରନେଟ୍‌ର ସାଙ୍ଗରେ ଆମକୁ ମଧ୍ୟ ତାଳ ମିଳେଇ ଚାଲିବାକୁ ପଡ଼ୁଛି ଏବେ । ପରିସ୍ଥିତି ଏମିତି ହୋଇପଡ଼ିଛି ଯେ ବିନା ଇଣ୍ଟରନେଟ୍‌ରେ ଏବେ ବହୁତ କିଛି କରିବା ଅସମ୍ଭବ ହୋଇପଡ଼ୁଛି । ଠିକ୍ ଅଛି ଡିଜିଟାଲ୍ ଆମେ ଯେତେ ସଶକ୍ତ ହେବା ସେତେ ଭଲ ଆମ ନିଜ ପାଇଁ । କିନ୍ତୁ…

ଇନଷ୍ଟାଗ୍ରାମରେ ରାଜ କରୁଛି ବନ୍ଦିତାଙ୍କ ଖାଣ୍ଟି ଓଡିଆଣୀ ହାତରନ୍ଧା

ଭକ୍ତି ଓ ଭାବପ୍ରବଣତା ଏକ ଫେଣ୍ଟାଫେଣ୍ଟି ଅବରୋଧ ଭିତରେ ସେ ଖୋଜନ୍ତି ନିଜ ପ୍ରିୟ କାଳିଆ ଠାକୁରଙ୍କୁ । ପୁରୀରେ ତାଙ୍କର ଜନ୍ମ ହୋଇଥିବା ବେଳେ ତାଙ୍କ ପରିବାର ଜଗନ୍ନାଥ ସଂସ୍କୃତି ସହ ଜଡିତ । ବାପାଜେଜେଙ୍କ ଭଳି ସେ ବି ଚାହାନ୍ତି ସାଆନ୍ତଙ୍କ କଥା, ପରମ୍ପରା ଓ କିମ୍ବଦନ୍ତୀ  ଭକ୍ତଙ୍କ ପାଖରେ…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୫୧ ଆକ୍ରାନ୍ତ, ୭୧ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ଦୀପାବଳିରେ ଆସିଲା ‘ରାମ ସେତୁ’ର ଫାଷ୍ଟ ଲୁକ୍‌

ମୁମ୍ବାଇ: ଦୀପାବଳି ଅବସରରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଖାସ୍ ଅନ୍ଦାଜରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ୍ ମିଡିଆରେ ନିଜର ଅପକମିଂ ଫିଲ୍ମ ‘ରାମ ସେତୁ’ର ଫାଷ୍ଟ ଲୁକ୍ ଜାରି କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଲିଡ୍ ରୋଲରେ ନଜର ଆସିବାକୁ ଯାଉଛନ୍ତି ।…

ବିର୍ଜୁ କୁଲୁଙ୍କୁ ସହାୟତା ଯୋଗାଇବେ ଓଡିଶା ସରକାର

ରାଉରକେଲା: ୨୦ ବର୍ଷ ପରେ ପାକିସ୍ତାନ ଜେଲରୁ ବିର୍ଜୁ କୁଲୁ ସୁନ୍ଦରଗଡ କୁତ୍ରା ବ୍ଲକ୍ ଅନ୍ତର୍ଗତ ଜଙ୍ଗରପଡା ଗ୍ରାମକୁ ଫେରିବାର ଗୋଟିଏ ଦିନ ପରେ ତାଙ୍କୁ ସମସ୍ତ ସହାୟତା ଯୋଗାଇବା ଲାଗି ପ୍ରକାଶ କରିଛନ୍ତି ଓଡିଶା ସରକାର । ଗଣମାଧ୍ୟମକୁ ସୂଚନା ଦେଇ ଡିଷ୍ଟ୍ରିକ୍ଟ ରୁରାଲ୍ ଡେଭଲପମେଣ୍ଟ…

ଭୁବନେଶ୍ୱରରେ କେହି ବାଣ ଫୁଟାଉଥିଲେ ୧୦୦ ଡାଏଲ୍ କରନ୍ତୁ: ଡିସିପି

ଭୁବନେଶ୍ୱର: ଚଳିତ ଥର ଦୀପାବଳି ଅବସରରେ ବାଣ ଫୁଟାଇବାରୁ ଦୂରେଇ ରହିବା ପାଇଁ ଭୁବନେଶ୍ୱର ବାସୀଙ୍କୁ ଅନୁରୋଧ କରିଛି କମିଶନରେଟ୍ ପୋଲିସ । ଗଣମାଧ୍ୟମକୁ ସୂଚନା ଦେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାଣ ବିକ୍ରି କରିବା ଉପରେ ପ୍ରତିବନ୍ଧକ…

ଆମେରିକାର ବାୟୋଟେକ୍ କମ୍ପାନୀ ମୋଡର୍ନାର ଟୀକା ପରୀକ୍ଷଣ ସମୟରେ ବିଗିଡିଲା ସ୍ୱେଚ୍ଛାସେବୀଙ୍କ ସ୍ୱାସ୍ଥ୍ୟ

ୱାଶିଂଟନ୍: ଆମେରିକାର ବାୟୋଟେକ୍ କମ୍ପାନୀ ମୋଡର୍ନା ଏହାର କରୋନା ଟିକା ଖୁବ୍‌ ଶୀଘ୍ର ବଜାରକୁ ଆଣିବାକୁ ଯାଉଛି। ଯୁକ୍ତରାଷ୍ଟ୍ରରେ, ୩୦ ହଜାର ସ୍ୱେଚ୍ଛାସେବୀ mRNA-1273 ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସାମିଲ୍‌ ହେଉଛନ୍ତି। ସୂଚନା ମୁତାବକ ଏହା ଏକ ସ୍ୱେଚ୍ଛାସେବୀଙ୍କ ଉପରେ ନକାରାତ୍ମକ…

କୋଭିଡରୁ ସୁସ୍ଥ ହୋଇ ୪ ଥର ପ୍ଲାଜମା ଦାନ କରିବେ ଗଞ୍ଜାମର ଏହି ବ୍ୟକ୍ତି

ବ୍ରହ୍ମପୁର: ଗଞ୍ଜାମର ଜଣେ ବ୍ୟକ୍ତି ପ୍ରଥମ କୋଭିଡ ଯୋଦ୍ଧା ଭାବେ ୪ ଥର ପ୍ଲାଜମା ଦାନ କରିିବାକୁ ଯାଉଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଏନ୍ ଡମ୍ବୁରୁ ରେଡ୍ଡୀ ଏବଂ ସେ ରଙ୍ଗେଇଲୁଣ୍ଡା ବ୍ଲକ୍ ର କୋଠରାସିଙ୍ଗିିର ବାସିନ୍ଦା ବୋଲି ଜଣାପଡିଛି । ସିଏ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ।…