୧୩ ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର; ୨ ଶିକାରୀ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଫରେଷ୍ଟ ଡିଭିଜନର ଅଧିକାରୀମାନେ ସୋମବାର ଦିନ ଚିଲିକା ହ୍ରଦ ନିକଟ ଭୁସଣ୍ଡାପୁର ଅଞ୍ଚଳରୁ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ଏଥିସହିତ ସେମାନଙ୍କ ନିକଟରୁ ୧୩ଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ ଶୀତଦିନ ଆରମ୍ଭ…