Latest Odisha News

BREAKING NEWS

Yearly Archives

2020

ଜଳିଗଲା ଗୁହାଳ ଘର, ଜଣେ ଆହତ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଖମଙ୍ଗଶାସନ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଗୁହାଳ ଘର ସମହ ଦୁଇ ବଖରା ଘର ଜଳି ଯାଇଛି । ନିଆଁରେ ପୋଡ଼ି ହୋଇ ଗୋଟିଏ ଗାଈ ମୃତ୍ୟୁ ହୋଇଥିବା ବେଳେ ୨ଟି ଗାଈ ଗୁରୁତର ହୋଇଛି । ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ନାଁ…

କଟକରୁ ଜବତ ହେଲା ବିପୁଳ ପରିମାଣର ବାଣ; ୩ ଅଟକ

କଟକ: ଟ୍ଵିନ ସିଟି କମିଶନରେଟ୍ ପୋଲିସ୍ କଟକ ଜଗତପୁର ଅଞ୍ଚଳରୁ ଜବତ କରିଛି ଲକ୍ଷାଧିକ ମୂଲ୍ୟର ବାଣ। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ ମଧ୍ୟ କରିଛି। ସୋମବାର ସକାଳେ ଜଗତପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ପଦ୍ମପୁର, ମହାଜନପୁର ଏବଂ ତ୍ରିଲୋଚନପୁରରେ ଏକାଧିକ କାରଖାନା ଉପରେ…

ଭୁଲ ସୁଧାରିଲା ଅକ୍ସଫୋର୍ଡ; ଓମ୍ୟାନ ଶବ୍ଦକୁ କଲା ଅପଡେଟ୍

ନୂଆଦିଲ୍ଲୀ: ଶେଷରେ ଭୁଲ ସୁଧାରିଲା ଅକ୍ସଫୋର୍ଡ ଡିକ୍ସନାରି। ଏହାର ଶବ୍ଦ କୋଷରେ ଥିବା ଓମ୍ୟାନ ଶବ୍ଦର ଅର୍ଥରେ ପରିବର୍ତ୍ତନ ଅଣାଯାଇ ଏହାକୁ ଅପଡେଟ୍ କରାଯାଇଛି। ସଦ୍ୟ ସଂସ୍କରଣ ଅନୁଯାୟୀ, ଓମ୍ୟାନ ଶବ୍ଦର ଅର୍ଥ ମହିଳା, ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ, ଗାର୍ଲଫ୍ରେଣ୍ଡ ବା ପ୍ରେମିକା ଭାବେ…

ବାରଣାସୀରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୋଦି

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ବାରଣାସୀରେ ପ୍ରାୟ ୩୦ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିବେ । ଏହି ଉଦଘାଟନ୍ ପ୍ରକ୍ରିୟା ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୋଲି ସୂଚନା ମିଳିଛି । କୃଷି, ପର୍ଯ୍ୟଟନ ଓ ଇନଫ୍ରାଷ୍ଟ୍ରକଚର ଆଦି ପ୍ରକଳ୍ପ ପାଇଁ ୬୧୪…

ରାଜ୍ୟ ସ୍ତରୀୟ ଆଇନ ସାକ୍ଷରତା ଉତ୍ସବ ଆୟୋଜିତ; ଘରେ ବସି ଭାଗ ନେଇପାରିବେ ପ୍ରତିଯୋଗୀ

ଭୁବନେଶ୍ୱର: ଚଳିତ ଥର ନଭେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଜାତୀୟ ଆଇନ ସେବା ଦିବସ । ଏହି ଅବସରରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଏକ ରାଜ୍ୟ ସ୍ତରୀୟ ଆଇନ ସାକ୍ଷରତା ଉତ୍ସବ ଆୟୋଜିତ କରାଯିବ । ସୂଚନା ଅନୁଯାୟୀ, ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରେ କାର୍ଯ୍ୟକାରୀ ହେଉଥିବା…

ଜୈନ ଧର୍ମରେ କିପରି ପାଳିତ ହୁଏ ଦୀପାବଳି, ଜାଣନ୍ତୁ

ଭୁବନେଶ୍ୱର: ଜୈନଧର୍ମରେ ଦୀକ୍ଷିତ ବ୍ୟକ୍ତିମାନେ ୨୪ତୀର୍ଥଙ୍କର ମହାବୀରଙ୍କର ନିର୍ବାଣ ଦିବସ ରୂପେ ଏହିଦିବସକୁ ପାଳନ କରିଥା'ନ୍ତି । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାବୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କପାଖରେ ବହୁ ଜୈନ ଧର୍ମାବଲମ୍ବୀ ସନ୍ନ୍ୟାସୀ ଭକ୍ତ…

ଦର୍ଶକଙ୍କ ଲାଗି ଆଜିଠୁ ଖୋଲୁଛି ‘ଗାନ୍ଧୀ ସ୍ମୃତିପୀଠ’

ପୁରୀ: ଦର୍ଶକଙ୍କ ଲାଗି ପୁରୀର ଗାନ୍ଧୀ ସ୍ମୃତିପୀଠ ସୋମବାର ଦିନଠାରୁ ଖୋଲାଯାଉଛି । ଯାହା କୋଭିଡ-୧୯ ମହାମାରୀ ଯୋଗୁଁ ଦୀର୍ଘ ୭ ମାସ ଧରି ବନ୍ଦ ରହିଥିଲା । ଗାନ୍ଧୀ ସ୍ମୃତିପୀଠ ପୁରୀର ଅନ୍ୟ ଏକ ଆକର୍ଷଣ ପାଲଟିଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ…

କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର; ରାଧାଦାମୋଦର ବେଶରେ ଶ୍ରୀଜୀଉ, ଖାଁ ଖାଁ ଶୈବ ପୀଠ

ପୁରୀ: ହିନ୍ଦୁ ଧର୍ମରେ ବର୍ଷକ ବାରମାସ ମଧ୍ୟରୁ ସବୁଠାରୁ ପୁଣ୍ୟ ମାସ ହେଉଛି କାର୍ତ୍ତିକ । କାର୍ତ୍ତିକ ମାସର ଆଜି ହେଉଛି ଦ୍ଵିତୀୟ ସୋମବାର । ଏହି ମାସରେ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି । ପରିସ୍ଥିତି ଆଜି ସ୍ୱାଭାବିକ ଥିଲେ ଏହି ପବିତ୍ର ମାସରେ କୋଳାହଳରେ ଫାଟି…

ପୁରୀରୁ ଜବତ ହେଲା ୨୭୩ ଗ୍ରାମ ବ୍ରାଉନସୁଗାର; ୪ ଅଟକ

ପୁରୀ: ପୁରୀ ପୋଲିସକୁ ସଫଳତା । ରବିବାର ରାତିରେ ଚନ୍ଦନପୁର ଥାନା ପୋଲିସ ୨୭୩ ଗ୍ରାମ ବ୍ରାଉନ ସୁଗାର ଜବତ କରିବାରେ ସଫଳ ହୋଇଛି। ଏହାସହ ୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିବା ସୂଚନା ରହିଛି। ଆହୁରି ମଧ୍ୟ କୁମ୍ଭାରପଡା ଥାନା ପୋଲିସ ୨୫୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବ ସୂଚନା ମିଳିଛି।…

ଚଳିତ ଦୀପାବଳିରେ ବଢ଼ିଛି ମାଟିଦୀପର ଚାହିଦା; ଜୋରସୋରରେ ଆଗେଇ ଚାଲିଛି ଦୀପକାରିଗଙ୍କ ପ୍ରସ୍ତୁତି

ଭୁବନେଶ୍ୱର: ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୀପାବଳୀରେ ବାଣ ବିକ୍ରି କରିବା ଓ ଫୁଟାଇବା ଉପରେ ରୋକ ଲଗାଇବା ସହ ପାରମ୍ପରିକ ରୀତିରେ ଦୀପ ଜାଳି ଦୀପାବଳି ପାଳନ କରିବାକୁ ରାଜ୍ୟବାସୀଙ୍କୁ ନିର୍ଦେଶ ରହିିଛି୍ । ଆଉ ଏନେଇ ଲୋକଙ୍କ ମଧ୍ୟରେ ମାଟି ଦୀପ କିଣାକୁ ନେଇ…