Latest Odisha News

BREAKING NEWS

Yearly Archives

2020

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ଦୁଇ ଦିନିଆ ମାଲଦ୍ୱୀପ ଗସ୍ତ; ଅର୍ଥନୈତିକ ସଂସ୍କାର ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆଜି ଦୁଇ ଦିନିଆ ମାଲଦ୍ୱୀପ ଗସ୍ତରେ ଯାଇଛନ୍ତି। ଏହି ସମୟ ମଧ୍ୟରେ ସେ କରୋନା ଭୁତାଣୁର ସ୍ଥିତି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ସହ ଜଡିତ ସମସ୍ତ ବିଷୟ ଉପରେ ଆଲୋଚନା କରିବେ। ଏହା ସହିତ ମାଲଦ୍ୱୀପରେ ଅର୍ଥନୈତିକ ପୁନରୁଦ୍ଧାରରେ ଭାରତୀୟ…

ନିଆଁରେ ପୋଡ଼ି ହୋଇ OSAPର ୩ ଯବାନ ଗୁରୁତର

ଭଦ୍ରକ: ନିଆଁରେ ପୋଡି ହୋଇ ଓଡ଼ିଶା ସ୍ପେଶାଲ୍ ଆର୍ମଡ ପୋଲିସ ବା OSAPର ୩ ଯବାନ ଗୁରୁତର । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୁଣା ବଜାର ଥାନା ବାରାକରେ ଶୋଇଥିବା ବେଳେ ନିଆଁ ଲାଗିଥିଲା । ମଶା ଧୂପରୁ ନିଆଁ ଲାଗି ଯାଇଥିବା ସୂଚନା…

ଦେଶରେ ଦିନକରେ ୪୫ ହଜାର ୯୦୩ ସଂକ୍ରମିତ, ୪୯୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା କାୟାରେ ଲାଗୁନି ବ୍ରେକ । ଦିଲ୍ଲୀ, କେରଳରେ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୫ ହଜାର ୯୦୩ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୫ ଲକ୍ଷ ୫୩ ହଜାର ୬୫୭କୁ ବୃଦ୍ଧି ପାଇଛି । ଜୀବନ ନେଉଛି ମହାମାରୀ ।…

ଦେଶର ଆତ୍ମାକୁ ଫେରାଇ ଆଣିବାର ଲକ୍ଷ୍ୟ ରଖିଛୁ; କମଲା ହାରିସ୍‌

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି ଏବଂ ଜୋ ବାଇଡେନ୍‌ ବିଶ୍ବର ସବୁଠୁ ଶକ୍ତିଶାଳୀ ରା‌ଷ୍ଟ୍ର ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ବିଜୟ ହାସଲ କରିଛନ୍ତି। ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଲା ହାରିସ୍ ସୋମବାର ଟୁଇଟ୍ କରି…

ସ୍ୱାମୀ ସାଜିଲା ସୈତାନ: ସ୍ତ୍ରୀର ଗଣ୍ଡିରୁ ଅଲଗା କରିଦେଲା ମୁଣ୍ଡ

କୋରାପୁଟ: ପତ୍ନୀ ହନ୍ତା । ଯାହାକୁ ସାତ ଜନ୍ମର ସାଥି କରିଥିଲା ତାକୁ ମାରିଦେଲା । ସ୍ତ୍ରୀର ଗଣ୍ଟିରୁ ମୁଣ୍ଡକୁ ଅଲଗା କରିଦେଲା ମଦୁଆ ସ୍ୱାମୀ । କୋରାପୁଟ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । କୋଲାବ ଧଉଡ଼ାପଦର ଗାଁର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ଅଭିଯୁକ୍ତ…

ପ୍ରତ୍ୟେକ ବୈଧ ଭୋଟ୍‌ ଗଣାଯିବା ଉଚିତ; ମେଲାନିଆ ଟ୍ରମ୍ଫ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନ୍‌ଙ୍କଠାରୁ କଡ଼ା ପରାଜୟର ସମ୍ମୁଖୀନ ହୋଇଛନ୍ତି। ବାଇଡେନ୍‌ଙ୍କୁ ୨୯୦ ନିର୍ବାଚନ ଭୋଟ୍ ମିଳିଥିବାବେଳେ ଡୋନାଲ୍ଡ ଟ୍ରମ୍ପ ୨୧୪ ଟି ଭୋଟ୍ ପାଇବାରେ ସକ୍ଷମ ହୋଇଥିଲେ। ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି…

[ଭିଡିଓ] ଚିଲିକାରେ ପହଁଚିଲେ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ; କଳରବରେ ମୁଖରିତ ହେଉଛି ସାରା ପରିବେଶ

ଚିଲିକା: ପୁଣି କଳରବରେ ମୁଖରିତ ହେଲା ଚିଲିକାର ପରିବେଶ । ଶୀତ ଆରମ୍ଭରୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ପ୍ରତି ବର୍ଷ ଶୀତ ଆରମ୍ଭ ହେଇଗଲେ ସୁଦୁର ସାଇବେରିଆ ଇଣ୍ଡୋନେସିଆରୁ ପକ୍ଷୀଙ୍କ ସମାଗମ ହୋଇଥାଏ ।ଏହି ପକ୍ଷୀ ସବୁ ଆକାଶ ପଥରେ ପ୍ରାୟ ଦେଢ଼ ହଜାର କିଲୋମିଟର ରୁ ଅଧିକ ବାଟ…

ପାରଳାଖେମୁଣ୍ଡି ଉପକାରାଗାରରେ ବିଚାରାଧୀନ କଏଦୀ ମୃତ

ଗଜପତି: ବିଚାରାଧୀନ କଏଦୀ ମୃତ । ପାରଳାଖେମୁଣ୍ଡି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ଜୟପାଲ ସିଂହ । ଘର ହରିଆଣାରେ । ଗଞ୍ଜେଇ କାରବାର ଅଭିଯୋଗରେ ମାସେ ତଳେ ସେ ଗିରଫ ହୋଇଥିଲେ । ଗିରଫ ପରେ ପାରଳାଖେମୁଣ୍ଡି ଜେଲରେ ଥିଲେ ଜୟପାଲ । ଅସୁସ୍ଥ ଅନୁଭବ…

ଦୁଇ ପାରିବାର କଳହର କରୁଣ ପରିଣତି; ଗୋଟିଏ ପରିବାରର ୪ ଗୁରୁତର

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣା ନୁଆଗାଁ ଗ୍ରାମର ଦୁଇ ପରିବାର ମଧ୍ୟରେ କଳହର କରୁଣ ପରିଣତି। ଦୁଇ ମହିଳାଙ୍କ ସମେତ ଗୋଟିଏ ପରିବାରର ଚାରିଜଣ ସଦସ୍ୟ ଗୁରୁତର ଆହତ ହୋଇଥିବା ସୂଚନା। ଖବର ଅନୁଯାୟୀ, ଦୁଇ ପରିବାର ମଧ୍ୟରେ ଛୋଟ କଥାକୁ ନେଇ ଝଗଡା ତୀବ୍ର…

ବାଲେଶ୍ୱରରୁ ୧୦୦ରୁ ଅଧିକ ଗାଈ ଜବତ; ୫ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନିକଟ ଖନ୍ତାପଡା ଥାନା ଅନ୍ତର୍ଗତ ଶେରଗଡ ଟୋଲଗେଟ୍ ନିକଟରେ ପ୍ରାୟ ୧୦୦ରୁ ଅଧିକ ଗାଈଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ପାଖାପାଖି ୪ଟି ଟ୍ରକ୍ ଓ ଗୋଟିଏ ଭ୍ୟାନରେ ବେଆଇନ୍ ଭାବେ ଗୋରୁ ଚାଲାଣ ଅଭିଯୋଗରେ ଟୋଲ୍ ଗେଟ୍ ନିକଟରୁ…