ଜାଣନ୍ତୁ, କେମିତି କଟିବ ଆଜିର ଦିନ
ରାଶି ଫଳ
ତା ୯-୧୧-୨୦୨୦ ସୋମବାର
ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୯ ରିଖ ସୋମବାର ତୁଳା ୨୪ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ନବମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ସକାଳ ୮ଟା ୪୫ମିନିଟ୍ ପର୍ଯ୍ୟନ୍ତ ତାହା ପରେ ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଭୋଗ ହେବ…