ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହତ୍ୟାକାଣ୍ଡ
ଭୁବନେଶ୍ୱର: ରାଜଧାନୀ ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ହତ୍ୟାକାଣ୍ଡ। ଜଣେ ଶ୍ରମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି।
ମୃତକଙ୍କ ଗୁଜୁରାମ ସିଂ ହୋଇଥିବା ବେଳେ ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ବୋଲି ଜଣାପଡିଛି।
ସୂଚନାନୁସାରେ, ଗୁଜୁରାମ ଏହି…