Latest Odisha News

BREAKING NEWS

Yearly Archives

2020

ବୋଲଗଡ ତହସିଲଦାରଙ୍କୁ ଆକ୍ରମଣ

ଖୋର୍ଦ୍ଧା: ବୋଲଗଡ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ । ମୋରମ ଖଣିରେ ଚଢ଼ାଉ ବେଳେ ବୋଲଗଡ଼ ତହସିଲଦାର ଧୋବେଇ ନାୟକଙ୍କୁ ଆକ୍ରମଣ ହୋଇଥିବା ନେଇ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ବେଗୁନିଆ ପୋଲିସ ଜଣେ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରୁଛି । ବେଆଇନ୍ ଭାବେ ଗୋପାଳପୁର…

ହଲିଉଡରେ ପାଦ ଥାପିବେ ହ୍ରିତିକ !

ମୁମ୍ବାଇ: ବଲିଉଡର ଷ୍ଟାଇଲିଶ ଅଭିନେତା ହ୍ରିତିକ ରୋଶନ ହଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟସ ମୁତାବକ ସେ ଏକ ସ୍ପାଇ ଥ୍ରୀଲରରେ ଅଭିନୟ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ଅଡିଶନ ମଧ୍ୟ ଦେଇ ସାରିଛନ୍ତି । ଏହ ବିଗ ବଜଟେ ଫିଲ୍ମ ପାଇଁ ହ୍ରିତିକ ଓ ପ୍ରଡକ୍ସନ ହାଉସ ମଧ୍ୟରେ…

ଦିନକୁ ସାଢ଼େ ୪ ଘଣ୍ଟା ବସିବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ତେବେ ଏଥର ମଧ୍ୟ କୋଭିଡ କଟକଣା ଭିତରେ ଏହି ଅଧିବେଶନ ବସିବ । ଏଥିସହ ଦୈନିକ ସାଢ଼େ ୪ ଘଂଟା ପାଇଁ ବସିବ ବିଧାନସଭା । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଶ୍ନକାଳ…

ଆରପାରିରେ ପ୍ରସିଦ୍ଧ ଭଜନ ଗାୟକ ଭିକାରୀ ମହମ୍ମଦ

ନୟାଗଡ: ଚିରନିଦ୍ରାରେ ଓଡିଶାର ପ୍ରସିଦ୍ଧ ଭଜନ ଗାୟକ ଭିକାରୀ ମହମ୍ମଦ। ନୟାଗଡ ଜିଲ୍ଲାର ଖଣ୍ତପଡା ଠାରେ ଜନ୍ମିତ ଭିକାରୀଙ୍କୁ ଖଣ୍ଡପଡାର ସାଲବେଗ ଭାବରେ ସାରା ଓଡ଼ିଶା ଜାଣିଛି। ସଂଗୀତଜ୍ଞ ଭିକାରୀ ମହମ୍ମଦ ବୁଧବାର ପାଖାପାଖି ୧୧.୪୫ ମିନିଟ୍ ରେ ପ୍ରାଣ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ…

କୃଷକ ବିରୋଧି ଆଇନ ପ୍ରତ୍ୟାହାର ଦାବିରେ ପୁରୀରେ ଆନ୍ଦୋଳନ

ପୁରୀ: କୃଷି ବିଲ କୁ ବିରୋଧ କରି ସାରାଦେଶରେ ଦେଖାଯାଉଥିବା ଜନ ଆନ୍ଦୋଳନକୁ ସମର୍ଥନ କରିଛି ପୁରୀ ଜିଲ୍ଲା କୃଷକ ସଂଘ। ସୂଚନାଯୋଗ୍ୟ, ଦେଶର ଚାଷୀଙ୍କ ପାଇଁ କୃଷିଋଣ ଛାଡ଼ ଓ କୃଷିଜାତ ସାମଗ୍ରୀର ଦେଢ଼ଗୁଣା ଦର ବୃଦ୍ଧି ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିବା ମୋଦୀ ସରକାର କୃଷକ ବିରୋଧୀ ନୀତି…

ଘୁଞ୍ଚିଲା ଓଟିଭି ସିଏଫ୍‌ଓଙ୍କ ଜାମିନ ଆବେଦନ ଶୁଣାଣି

ଭୁବନେଶ୍ୱର: ସାରୁଆ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଓଟିଭି ସିଏଫ୍‌ଓ ମନୋରଂଜନ ଷଡଙ୍ଗୀଙ୍କ ଘୁଂଚିଲା ଜାମିନ ଆବେଦନ ଶୁଣାଣି । ଆସନ୍ତା ୯ ତାରିଖରେ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ହେବ । ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ଖୋର୍ଦ୍ଧା ସେସନ୍ କୋର୍ଟରେ ହେବାର ଥିଲା…

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କରମୂଲା ଗ୍ରାମରେ ଗୁରୁବାର ଦିନ ଏକ ପୋଖରୀରେ ଗାଧୋଉଥିବା ବେଳେ ୨ ନାବାଳିକା ବୁଡ଼ିଯାଇ ପ୍ରାଣ ହରାଇଛନ୍ତି । ମିଳିଥିବା ସୂଚନାନୁସାରେ ଅନିତା ଓ ଅଙ୍କିତା ମଲ୍ଲିକ ନାମକ ଦୁଇ ଭଉଣୀ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପରେ ଦୁହେଁ ପାଣିରେ…

ପୁରାତନ ଛାତ୍ର ପ୍ରବୀର ପ୍ରଧାନଙ୍କ ବିୟୋଗରେ ଆଇଆଇଏମ୍‍ସିରେ ଶୋକ 

ଢେଙ୍କାନାଳ,୫ା୧୧: ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ପୂର୍ବତନ ଛାତ୍ର ପ୍ରବୀର କୁମାର ପ୍ରଧାନଙ୍କ ଅକାଳ ବିୟୋଗରେ ସଂସ୍ଥାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । କରୋନାରେ ଆକ୍ରାନ୍ତ ହୋଇ ପ୍ରବୀରଙ୍କର ଆଜି ସକାଳେ ଦେହାନ୍ତ ଘଟିଛି । ପ୍ରବୀରଙ୍କ ସ୍ମୃତିକୁ ମନେ ପକାଇ ଆଜି ସକାଳେ…

ବିଦେଶରେ ପ୍ରିୟଙ୍କା ପାଳିଲେ କରୱାଚୌଥ

ମୁମ୍ବାଇ: ଲାଲ ଶାଢ଼ୀ, ମଥାରେ ସିନ୍ଦୁର ଆଉ ହାତରେ ପୂଜା ଥାଳି । କିଛି ଏଭଳି ଲୁକ୍‌ରେ ନଜର ଆସିଛନ୍ତି ବଲିଉଡର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା । ବିଦେଶରେ ରହି ସେ ନିଜ ସ୍ୱାମୀ ନିକ୍ ଜୋନସ୍‌ଙ୍କ ପାଇଁ କରୱଚୌଥ ପାଳିଛନ୍ତି । ତାଙ୍କର ଏହି କରୱାଚୌଥ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ…

ପଶ୍ଚିମବଙ୍ଗରେ ଶାହାଙ୍କ ‘ଲଞ୍ଚ୍ ଡିପ୍ଲୋମେସି’, ଚିହିଁକି ଉଠିଲେ ମମତା

କୋଲକାତା: ଆସନ୍ତାବର୍ଷ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ତେବେ ଏହା ପୂର୍ବରୁ ସେଠାରେ ରାଜନୀତି ଜୋର ଧରିଛି । ରାଜନୈତିକ ଦଳ ଗୁଡିକ ଏବେଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏହି କ୍ରମରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି…