Latest Odisha News

BREAKING NEWS

Yearly Archives

2020

କୁଳଡିହା ହାତୀଙ୍କ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ

ଭୁବନେଶ୍ୱର: ଝାଡ଼ଖଣ୍ଡ ହାତୀ ନୀଳଗିରି ମୁହାଁ ହୋଇଥିବା ବେଳେ ବନ ବିଭାଗ ଏକପ୍ରକାର ଚିନ୍ତିତ ହୋଇପଡିଛି। ସୂଚନା ଅନୁଯାୟୀ ଗତକାଲି ରାତ୍ରୀରେ କୁଳଡିହା ହାତୀ ଅଭୟାରଣ୍ୟରୁ ବାହାରି ଧାନ ଫସଲ ନଷ୍ଟ କରିବା ବନ ବିଭାଗ ଙ୍କ ନିଦ ହଜାଇ ଦେଇଛି। କୁଳଡିହା ଅଭୟାରଣ୍ୟରୁ ଦୁଇଗୋଟି ହାତୀ ସୀମାନ୍ତ…

ସାଇନା ଶେୟାର କଲେ ତାଙ୍କ ବାୟୋପିକ୍ ଫିଲ୍ମର ନୂତନ ଲୁକ୍‌

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ତାଙ୍କ ଆତ୍ମଜୀବନୀ ଉପରେ ନିର୍ମିତ ହେଉଥିବା ଫିଲ୍ମର ନୂତନ ଲୁକ୍ ଶେୟାର କରିଛନ୍ତି । ଫିଲ୍ମରେ ପରିଣୀତି ଚୋପ୍ରା ତାଙ୍କ ଭୂମିକା ତୁଲାଉଛନ୍ତି । ସାଇନା ଫଟୋ ଶେୟାର କରି ଲେଖିଛନ୍ତି ମୋର ପ୍ରତିଛବି । ଫଟୋରେ ପରିଣୀତି…

ଓଡ଼ିଶା ଜଙ୍ଗଲରେ ଘୁରି ବୁଲୁଛି ବିରଳ କଳା ବାଘ

ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରେ ଘୁରି ବୁଲୁଛି ବିରଳ କଳା ବାଘ । ଏହି ବାଘ ଶରୀରରେ କଳା କଳା ପଟା ରହିଛି। ଏହି ବିରଳ ବାଘର ଫଟୋ ଚିତ୍ର ଏବେ କ୍ୟାମେରାରେ କଏଦ୍ ହୋଇଛି । ବୈଜ୍ଞାନିକଙ୍କ କହିବାନୁଯାୟୀ, ରାଜ୍ୟରେ ଏହିଭଳି କଳା ବାଘ ସଂଖ୍ୟା ୭-୮ ରହିଛି। ଦୁନିଆର କଳା ବାଘ ଜନସଂଖ୍ୟାର ୭୦…

ଗୋଟିଏ ଦିନରେ ଭୁବନେଶ୍ୱରରୁ ୬୮ କୋଭିଡ ପଜିଟିଭ; ୧୧୫ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୬୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୫୪ଟି ସ୍ଥାନୀୟ ମାମଲା ରହିଛି ।…

ଆସୁଛି ଟାଇଗରଙ୍କ ‘ଗଣପତ ପାର୍ଟ-୧’

ମୁମ୍ବାଇ: ପୁଣି ଆକ୍ସନ ମୋଡରେ ବଲିଉଡ ବାଗି ବଏ । ଆସୁଛି ଟାଇଗର ସ୍ରଫଙ୍କ ନୂଆ ଫିଲ୍ମ । ରିଲିଜ ହୋଇଛି ‘ଗଣପତ ପାର୍ଟ-୧’ର ମୋଶନ ପୋଷ୍ଟର । ଟାଇଗର ନିଜେ ତାଙ୍କ ଇଂଷ୍ଟାଗ୍ରାମରେ ଏହି ପୋଷ୍ଟରକୁ ରିଲିଜ କରିଛନ୍ତି । ଏହି ମୋଶନ ପୋଷ୍ଟରକୁ ଦେଖିଲେ ଅନୁମାନ କରିହେବ ଯେ, ଫିଲ୍ମଟି କେତେ…

ବିହାରବାସୀଙ୍କୁ ଭାବପ୍ରବଣ କରିଦେଲେ ନୀତିଶ, କହିଲେ ଏହା ମୋର ଶେଷ ନିର୍ବାଚନ

ପାଟନା: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପ୍ରଚାର ଶେଷ ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇମୋଶନାଲ କାର୍ଡ ଖେଳିଛନ୍ତି । ଯାହାକି ବିହାରବାସୀଙ୍କୁ ଭାବପ୍ରବଣ କରିବ ବୋଲି ଆଶା କରାଯାଉଛି । ସୁଶାସନ ବାବୁ ଏକ ପ୍ରଚାର ସଭାରେ ଏହା ମୋର ଶେଷ ନିର୍ବାଚନ ବୋଲି ଘୋଷଣା କରିଛନ୍ତି ।…

ଖୁସି ଖବର, ଫେବୃଆରୀରେ ଆସିବ କରୋନା ଟିକା

ନୂଆଦିଲ୍ଲୀ:ଭାରତ ବାୟୋଟେକ ପ୍ରସ୍ତୁତ କରୁଥିବା କରୋନା ଟିକାକୁ ନେଇ ଆସିଛି ଏକ ବଡ ଖୁସି ଖବର । ଆକଳନ ତୁଳନାରେ ଗୋଟିଏ ମାସ ପୂର୍ବରୁ ଅର୍ଥାତ ଫେବୃଆରୀ ମାସରେ ଭାରତ ତା’ର କରୋନା ଟିକା ପାଇବ। ଏନେଇ ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି । ଜଣେ ବରିଷ୍ଠ ସରକାରୀ ବୈଜ୍ଞାନିକ କହିଛନ୍ତି,…

ଟ୍ରାଫିକ୍ ଜାମ୍ ହଟାଇବା ଲାଗି ୨ କିମି. ଦୌଡିଲେ କନଷ୍ଟେବଳ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ରୋଡରେ ଟ୍ରାଫିକ୍ ଜାମ୍ ଲାଗିଥିବା ବେଳେ ଆମ୍ବୁଲାନ୍ସ ପାଇଁ ରାସ୍ତା ଫାଙ୍କା କରିବାକୁ ଯାଇ ପାଖାପାଖି ୨ କିମି. ଯାଏଁ ଦୌଡିଛନ୍ତି ଟ୍ରାଫିକ୍ କନଷ୍ଟେବଳ ଜି ବାବଜି । ଏସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସୂଚନା…

‘ଦୀପାବଳି’କୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ…

ଭୁବନେଶ୍ୱର: କାର୍ତ୍ତିକ ମାସର ଅମାବାସ୍ୟାକୁ ଦୀପାବଳି ରୂପେ ପାଳନ କରାଯାଇଥାଏ । ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠିଥାଏ । ଧନତେରସ୍ ଦିନଠାରୁ ଏହି ପର୍ବର ଶୁଭାରମ୍ଭ ହୋଇଥାଏ । କିଛି କିଛି ସ୍ଥାନରେ ଦୀପାବଳିକୁ ୫ ଦିନ ଯାଏଁ ପାଳନ କରାଯାଇଥାଏ । କେହିକେହି…

‘ଚଞ୍ଚକତା କରି, ଲୋକଙ୍କୁ ଠକି ସାରୁଅ ଜମି ହଡପ କରାଯାଇଛି’

ଭୁବନେଶ୍ୱର: ସାରୁଅ ଜମି ଦୁର୍ନୀତି ନେଇ ନୂଆ ସୂଚନା ଦେଲା କ୍ରାଇବ୍ରାଂଚ । ଚଞ୍ଚକତା କରି, ଲୋକଙ୍କୁ ଠକି ଓଡ଼ିଶା ଇନ୍‌ଫ୍ରାଟେକ ପ୍ରାଇଭେଟ ଲିମିଟେଡ ଜମି ହଡକ କରିଚି । ପ୍ରଥମିକ ତଦନ୍ତରୁ ଏହା ଜଣାପଡିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସେ…