Latest Odisha News

BREAKING NEWS

Yearly Archives

2020

କୋରାପୁଟରୁ ଜବତ ହେଲା କୋଟିଏ ଟଙ୍କା ମୂଲ୍ୟର ଗଞ୍ଜେଇ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରୁ ପାଖାପାଖି ୧ କୋଟି ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । ଗୋଟିଏ ପିକଅପ୍ ଭ୍ୟାନରୁ ଗଞ୍ଜେଇ ସହ ବନ୍ଧୁକ ଜବତ କରିଛି ପୋଲିସ। ମାଛକୁଣ୍ଡ ପୋଲିସ ଏବଂ  ବିଏସଏଫ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ଚାଲିଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ…

କରୋନା : ଆଉ ଏକ ପ୍ରେମ କବିତା

ମନୋଜ ରଥ                                            ଆମେ ବି ଧାଉଁଥିଲେ ସାରା ଟା ପ୍ରୁଥିବୀ ସାଂଗରେ ଯେତେବେଳେ ପବନ ମାଗୁଥିଲା ଅମ୍ଳଜାନ । ଫୁର୍ ସତ୍ ହିଁ ନ ଥିଲା ଆମ ପାଖରେ ଜହ୍ନ ପାଇଁ ଚୁଂବନ ପାଇଁ ଦଣ୍ତେ ଠିଆ ହେଇ ଦେଖିବାକୁ ପରସ୍ପର ଭିତରେ ବାହାରେ ଆସିଥିବା…

ମହିଳାଙ୍କୁ ସଶକ୍ତ କରୁଛି ଉତ୍କଳ ଆଲୁମିନାର ପ୍ରୋଜେକ୍ଟ କୌଶଲ୍ୟା

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍ରଟ ଏକ ୟୁନିଟ୍‍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ‘କୌଶଲ୍ୟା’ ଓଡ଼ିଶାର ରାୟଗଡ଼ା ଜିଲାର ୧୫୦ରୁ ଅଧିକ ଗ୍ରାମୀଣ ମହିଳାଙ୍କ ଜୀବନରେ ଅଭୂତପୂର୍ବ ପାର୍ଥକ୍ୟ ଆଣିପାରିଛି । ପ୍ରାୟ ୫ବର୍ଷ…

କେଦାରନାଥ ଧାମର କିମ୍ବଦନ୍ତୀ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଉତ୍ତରାଖଣ୍ଡର ରାଜ୍ୟର ଗଡ଼ୱାଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ…

କରୋନାରେ ପ୍ରାଣ ହରାଇଲେ ବିଶିଷ୍ଟ ଶିକ୍ଷାବିତ ଡଃ ବଂଶୀଧର ତ୍ରିପାଠୀ: ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଓଡିଶାର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍‌, ପୂର୍ବତନ ଶିକ୍ଷା ଗବେଷଣାର ଯୁଗ୍ମ ନିର୍ଦ୍ଦେଶକ ତଥା ରେଭେନ୍‌ସା ବିଶ୍ୱ ବିଦ୍ୟାଳୟ ଶିକ୍ଷା ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଆଦର୍ଶ ଶିକ୍ଷକ ପ୍ରଫେସର ଡଃ ବଂଶୀଧର ତ୍ରିପାଠୀଙ୍କର ସୋମବାର ଦିନ ସନ୍ଧ୍ୟା ୯.୪୩ ମିନିଟ୍‌ରେ ସମ୍ ହସ୍‌ପିଟାଲ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ  ତା ୪-୧୧-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୪ ରିଖ ବୁଧବାର ତୁଳା ୧୯ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର      ଘାତ ବାର-: କର୍କଟ ରାଶିର      ଘାତ ଚନ୍ଦ୍ର:- ବିଛା ରାଶି ପୁରୁଷଙ୍କର…

ମୁମ୍ବାଇ ଇଣ୍ଡିଆନ୍ସ‌କୁ ୧୦ ୱିକେଟରେ ହରାଇ IPL ପ୍ଲେ ଅଫରେ ସନରାଇଜର୍ସ ହାଇଦ୍ରାବାଦ

ସାରଜା: ଡେଭିଡ୍ ଓ୍ୱାର୍ଣ୍ଣର ଓ ରିଦ୍ଧିମାନ ଶାହଙ୍କ ଲଢୁଆ ଓ ବିସ୍ଫୋରଣ ଇନିଂସ ବଳରେ ଆଇପିଏଲ୍ ପ୍ଲେ ଅଫରେ ସନ୍ ରାଇଜରର୍ସ ହାଇଦ୍ରାବାଦ । ମୁମ୍ବାଇ ଇଣ୍ଡିଆନ୍,କୁ ୧୦ ଓ୍ୱିକେଟରେ ପର୍ସାତ କରି ପ୍ଲେ ଅଫକୁ ଯାଇଛି ହାଇଦ୍ରାବାଦ । ମୁମ୍ୱାଇ ଇଣ୍ଡିଆନ୍ସ ଦେଇଥିବା ୧୫୦ ରନ୍ ବିଜୟ ଲକ୍ଷକୁ ୧୭…

ସମ୍ପତ୍ତି ପାଇଁ ମାଆକୁ ଜିଅନ୍ତା ଜାଳିଲା ପୁଅ !

ଉତ୍ତରପ୍ରଦେଶ: ଅବିଶ୍ୱସନୀୟ ହେଲେ ବି ସତ । ନିଜ ବିଧବା ତଥା ବୟସ୍କ ମାଆକୁ ଜିଅନ୍ତା ଜାଳିଲେ ପୁଅ ଓ ବୋହୁ । ଉତ୍ତରପ୍ରଦେଶର ଶାହାଜାହନପୁରରେ ଘଟିଥିବା ଏହି ଘଟଣା ପଛରେ ମୁଖ୍ୟ କାରଣ ସାଜିଥିଲା ସମ୍ପତ୍ତି ଲୋଭ । । ରବିବାର ରାତିରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା । ଅର୍ଦ୍ଧଦଗ୍ଧ…

ଓଡ଼ିଶାରେ ୨.୮ ଲକ୍ଷ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୬୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨,୯୪,୪୧୫ କରୋନା ସଂକ୍ରମିତ ମାମଲା ରହିଥିବା ବେଳେ ମୋଟ୍ ୨,୮୦,୫୫୩…

ବଲିଉଡ ଅଭିନେତା ବିଜୟ ରାଜ ଗିରଫ !

ମୁମ୍ବାଇ: ବେଶ କିଛିଦିନ ପୂର୍ବରୁ ଫ୍ୟାନମାନଙ୍କୁ ଡାକିଡାକି ଫଟୋ ଉଠାଇବା ନେଇ ଚର୍ଚ୍ଚାରେ ରହିଥିଲେ । ହେଲେ ଏବେ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ପାଇଁ ଅପମାନ ମୁଣ୍ଡାଇଛନ୍ତି ବଲିଉଡ ଅଭିନେତା ବିଜୟ ରାଜ । ଅଭିଯୋଗକୁ ଭିତ୍ତି କରି ମହାରାଷ୍ଟ୍ରର ଗୋଣ୍ଡିଆ ପୋଲିସ ତାଙ୍କୁ ଗିରଫ କରିଥିଲା…