ଆମରେକୀୟ ଉଦ୍ୟୋକ୍ତାଙ୍କ ଦ୍ୱାରା ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ପାଇଁ ଷ୍ଟାର୍ଟ୍ଅପ୍ର ଶୁଭାରମ୍ଭ
ଭୁବନେଶ୍ୱର: ନିକଟରେ ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ‘ସେନ୍ସିକେୟାର୍' ନାମକ ଏକ ଷ୍ଟାର୍ଟ୍ଅପ୍ର ଶୁଭାରମ୍ଭ ହୋଇଛି । ଆମେରିକାର ଜଣେ ସାମାଜିକ ଉଦ୍ୟୋକ୍ତା ପ୍ଲାବନ ମହାପାତ୍ରଙ୍କ ଦ୍ୱାରା ସ୍ଥାପିତ ଏହି ଷ୍ଟାର୍ଟ୍ଅପ୍ ବରିଷ୍ଠ ନାଗରିକଙ୍କୁ ସ୍ୱାଧୀନ ଭାବେ ସୁରକ୍ଷା ଓ…