Latest Odisha News

BREAKING NEWS

Yearly Archives

2020

୧୪ ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିଲି; ଇରା ଖାନ୍‌

ନୂଆଦିଲ୍ଲୀ: ଆମୀର ଖାନଙ୍କ ଝିଅ ଇରା ଖାନ୍‌ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଇରାଙ୍କ ଅନୁଯାୟୀ, ସେ ୧୪ ବର୍ଷ ବୟସରେ ‌ଯୌନ ଶୋଷଣର ଶିକାର ହୋଇଥିଲେ ଏବଂ ଏପରି କରିଥିବା ବ୍ୟକ୍ତି ତାଙ୍କର ନିଜ ପରିଚୟର ଥିଲେ। ଇରାଙ୍କ କହିବା ଅନୁଯାୟୀ, ମୋତେ ୧୪ ବର୍ଷ ବୟସରେ ଯୌନ ଶୋଷଣ କରାଯାଇଥିଲା।…

ବିଶ୍ୱ‌ ଧନୀ ତାଲିକାରେ ଷଷ୍ଠରୁ ନବମକୁ ଖସିଲେ ମୁକେଶ ଅମ୍ବାନି

ମୁମ୍ବାଇ: ସେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ଯାହା ଫଳରେ ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ବିଶ୍ୱ‌ ଧନୀ ତାଲିକାରେ ତିନି ପାହାଚ ତଳକୁ ଖସିଯାଇଛନ୍ତି। ମୁକେଶ ଅମ୍ବାନୀ ଗୋଟିଏ ଦିନରେ ୫୧,୧୦୦ କୋଟି ଟଙ୍କା ହରାଇଛନ୍ତି।…

ଖୁବ୍ ଶୀଘ୍ର ଫ୍ଲୋରକୁ ଯିବ ଅକ୍ଷୟ-କୃତିଙ୍କ ବଚ୍ଚନ ପାଣ୍ଡେ

ମୁମ୍ବାଇ: ବଲିଉଡ ସଫଳ ଅଭିନେତା ଭାବେ ପରିଗଣିତ ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେ ଫିଲ୍ମର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏଥିରେ ଅକ୍ଷୟଙ୍କ ସହ କୃତି ସେନନ ଅଭିନୟ କରୁଛନ୍ତି । ୨୦୨୧ଜାନୁୟାରୀରୁ ଫିଲ୍ମ ଫ୍ଲୋରକୁ ଯିବ ବୋଲି ପ୍ରଯୋଜକ ଟିମ୍ ପକ୍ଷରୁ କୁହାଯାଇଛି । ଫିଲ୍ମର ଫାର୍ଷ୍ଟ ଲୁକ୍…

ଦିନ ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬% ଓ ତିର୍ତ୍ତୋଲରେ ୨୪.୯୩% ଭୋଟିଂ

ଭୁବନେଶ୍ୱର: ଆଜି ରାଜ୍ୟର ଦୁଇଟି ଆସନରେ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । ଉଭୟ ବିଧାନସଭା ଆସନ ଲଗି ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ତେବେ ସକାଳୁ ସକାଳୁ ମତଦାନ ହାର ସେଭଳି ଅଧିକ ନଜର ଆସିନି । ସକାଳ ୧୧ଟା ସୁଦ୍ଧା ୨୬.୨୪ ପ୍ରତିଶତ ଭୋଟଦାନ ରେକର୍ଡ ହୋଇଛି ।…

ଏକ ମିନିଟ୍‌ରେ ୩୪ଟି ପୁଲ୍‌ଅପ୍‌ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଏହି ମହିଳା

ନୂଆଦିଲ୍ଲୀ: ଆମେରିକାର ପଶ୍ଚିମ ଭର୍ଜିନିଆରେ ଅବସ୍ଥିତ ଫିଟନେସ୍ ପ୍ରଶିକ୍ଷକ ରୁପା ହୁଲେଟ୍ ଏକ ଏକ ମିନିଟରେ ୩୪ ଟି ପୁଲ୍‌ଅପ୍‌ସ ମାରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ନିଜ ନାଁକୁ ସାମିଲ୍ କରିଛନ୍ତି। ରୁପା କହିଛନ୍ତି ଯେ ସେ ଲକ୍‌ଡାଉନ୍‌ ସମୟରେ ଟାଇମପାସ୍‌ ପାଇଁ ଅନେକ ଫିଟ୍‌ନେସ…

ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା

ଭୁବନେଶ୍ୱର: ବହୁ ବିବାଦ ପରେ ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟର ଟପ୍ପର ତାଲିକା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୟୁଜି ଓ ପିଜି ବର୍ଗର ଟପ୍ପର ତାଲିକା ପ୍ରକାଶ କରିଛନ୍ତି । ୟୁଜିରେ ସୁଶ୍ରୀ ଶୁଭସ୍ମିତା ନାୟକ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି । ୟୁଜି ଶ୍ରେଣୀ‌ରେ ଆନ୍ଥ୍ରୋପୋଲୋଜି…

କାଶ୍ମୀରା ଶାହା ଝଡି ଯାଇଛନ୍ତି, ପତ୍ନୀଙ୍କ ଗ୍ଲାମର ଫଟୋ ଶେୟାର କଲେ କମେଡିଆନ କୃଷ୍ଣା

ମୁମ୍ବାଇ: କମେଡିଆନ କୃଷ୍ଣା ଅଭିଷେକ ମଙ୍ଗଳବାର ପତ୍ନୀ କାଶ୍ମୀରା ଶାହାଙ୍କ ହଟ ଫଟୋ ଶେୟାର କରିଛନ୍ତି । କାଶ୍ମୀରା ପତିଙ୍କ ମନ ରଖିବା ପାଇଁ କଠିନ ପରିଶ୍ରମ କରି ନିଜ ଶରୀରକୁ ଫିଟ ରଖିବା ସହ ଗ୍ଲାମରସ ଲୁକ୍ ଦେଇପାରିଛନ୍ତି । କଳା ରଙ୍ଗର ମୋନୋକିନି ପିନ୍ଧି ସେ ଉଠାଇଥିବା ଫଟୋ ପ୍ରଶଂସକଙ୍କ…

ରାତି ଅଧରେ ଚୀନ୍‌ ଆକାଶରୁ ହେଲା ଟଙ୍କା ବର୍ଷା

ନୂଆଦିଲ୍ଲୀ: ଡ୍ରଗ୍ସର ଅପବ୍ୟବହାର ପ୍ରାୟତଃ ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ, କିନ୍ତୁ ଚାଇନାରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଡ୍ରଗ୍ସ ଗ୍ରହଣ କରିବା ଅନେକ ଲୋକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇଛି। ବାସ୍ତବରେ ଚାଇନାର ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। କାରଣ ଏହି ଯୁବକ…

ଫ୍ରାନ୍ସ ରାଷ୍ଟ୍ରପତି ମାର୍କୋନଙ୍କୁ ଅଲ କାଏଦା ପକ୍ଷରୁ ହତ୍ୟା ଧମକ

ପ୍ୟାରିସ୍:ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଇମାନୁଏଲ ମାର୍କୋନଙ୍କୁ ଅଲ କାଏଦା ପକ୍ଷରୁ  ହତ୍ୟା ଧମକ ଦିଆଯାଇଛି । ଗତ ମାସରେ ନିଜ ଛାତ୍ରଙ୍କୁ ମହମ୍ମଦଙ୍କ କାର୍ଟୁନ ଚିତ୍ର ଦେଖାଇଥିବା ଜଣେ ଶିକ୍ଷକଙ୍କୁ ହତ୍ୟା କରାଯିବା ପରେ ଏହାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଉଛି । ଫ୍ରାନ୍ସ…

ନ୍ୟୁଜିଲାଣ୍ଡ୍‌ର ମନ୍ତ୍ରୀ ପଦରେ ପ୍ରଥମ ଭାରତୀୟ ମୂଳ ନାଗରିକ ଭାବେ ଯୋଗ ଦେଲେ ପ୍ରିୟଙ୍କା

ମେଲବୋର୍ଣ୍ଣ: ପ୍ରିୟଙ୍କା ରାଧାକ୍ରିଷ୍ଣନ୍ ସୋମବାର ନ୍ୟୁଜିଲ୍ୟାଣ୍ଡର ମନ୍ତ୍ରୀ ହୋଇଛନ୍ତି, ସେ ଏହି ପଦବୀରେ ଅବସ୍ଥାପିତ ପ୍ରଥମ ଭାରତୀୟ ମୂଳ ନାଗରିକ। ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜସିଣ୍ଡା ଆର୍ଡନ୍ ପ୍ରିୟଙ୍କାଙ୍କ ସମେତ ତାଙ୍କ ମନ୍ତ୍ରୀମଣ୍ଡଳରେ ପାଞ୍ଚଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ୍‌…