ଆଇଏସଏଲ: ଓଡିଶା ଏଫସି ନଭେମ୍ବର ୨୩ରୁ ହାଇଦ୍ରାବାଦ ବିପକ୍ଷରେ ଅଭିଯାନ ଆରମ୍ଭ କରିବ
ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ) ଫୁଟବଲର ୭ମ ସଂସ୍କରଣ କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି । ଓଡିଶା ଏଫସି ନଭେମ୍ବର ୨୩ରୁ ହାଇଦ୍ରାବାଦ ଏଫସି ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ ଗୋଆର ବାମ୍ବୋଲିମର ଜିଏମସି ଷ୍ଟାଡିୟମରେ ଖେଳାଯିବ । ଫୁଟବଲ ସ୍ପୋର୍ଟ୍ସ…