Latest Odisha News

BREAKING NEWS

Yearly Archives

2020

ଗ୍ରାହକଙ୍କୁ କନ୍ଦାଉଛି ବର୍ଦ୍ଧିତ ପିଆଜ ଦର…

ଭୁବନେଶ୍ୱର: ଖାଉଟିଙ୍କୁ ମହଙ୍ଗା ମାଡ଼। ବର୍ଦ୍ଧିତ ପିଆଜ ଦର ପାଇଁ ଏବେ ଚିନ୍ତାରେ ଖାଉଟି। ପ୍ରଥମେ ପନିପରିବା ଆଉ ଏବେ ପିଆଜ ବଜାରରେ ନିଆଁ। ଧୀରେଧିରେ ହାଣ୍ଡିଶାଳରୁ ଉଭାନ ହୋଇ ଗଲାଣି ପିଆଜ । ଅର୍ଦ୍ଧଶତକ ପରେ ଏବେ ଶତକ ଆଡକୁ ମୁହାଁଉଛି ପିଆଜ ଦର। ବଜାରରେ ପିଆଜ ଦର ଆଜି ୯୦ ଟଙ୍କାରେ…

ଜୀବନ ଯୁଦ୍ଧରେ ପରାଜୟ ହେବେନି ତ ଅଜୟ ?

ଗଂଜାମ: ଜୀବନ କ'ଣ ଜାଣିବା ପୂର୍ବରୁ ବଂଚିବା ପାଇଁ ଅହରହ କରୁଛି ସଂଘର୍ଷ । ଅପ୍ରତ୍ୟଶିତ ରୋଗ ନିକଟରେ ବନ୍ଧାପଡିଛି କଅଁଳିଆ ବୟସ । ତଥାପି ହାର ମାନିନି । ଭାଗ୍ୟକୁ ଆଦରି ଭଗବାନଙ୍କୁ ପୂଜି ବଂଚିବା ପାଇଁ ସ୍ୱପ୍ନ ଦେଖୁଛି । ଏ ହେଉଛି ବେଗୁନିଆପଡା ବ୍ଲକ ସୁମଣ୍ଡଳ ପଂଚାୟତ ଭାଲ୍ୟାଝର ଗାଁର…

ଭିନ୍ନକ୍ଷମମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ଓ କୃତ୍ରିମ ଅଂଗରୋପଣ ସେବା ଯୋଗାଇ ଦେବ ସୁଦରଗଡ଼ ପ୍ରଶାସନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ (ଏଆରସି) ଭିନ୍ନକ୍ଷମଙ୍କ ଚିକିତ୍ସା ଓ ପୁନର୍ବାସ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି କେନ୍ଦ୍ରରୁ ଜିଲ୍ଲାରେ ଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ କିପରି ଉପଯୁକ୍ତ ସେବା…

ବାବା କା ଢ଼ାବା ନାମରେ ଆସିଲା ବଡ଼ ଠକେଇ ଅଭିଯୋଗ !

ନୂଆଦିଲ୍ଲୀ: ଇଣ୍ଟରନେଟରେ ସେନସେସନ ପାଲଟିଥିବା 'ବାବା କା ଢ଼ାବା' ନାମରେ ସାମ୍ନାକୁ ଆସୁଛି ଟଙ୍କା ହେରଫେର କଥା । ଏହି ହେର ଫେର ଡୋନେସନ ଅର୍ଥରେ ହୋଇଥିବା ଅଭିଯୋଗ ହୋଇଛି। ୟୁଟ୍ୟୁବର୍ ଲକ୍ଷ୍ମୀ ଚୌଧୁରୀ ଅଭିଯୋଗ ଆଣିଛନ୍ତି ଯେ, ବାବା କା ଢ଼ାବା ନାଁ ରେ ଆସୁଥିବା ଟଙ୍କା ଏହାର ମାଲିକ…

କରୋନାରୁ ବର୍ତ୍ତିବା ଲାଗି ମାସ୍କକୁ ଭ୍ୟାକସିନ୍ ଭାବନ୍ତୁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ମାସ୍କ ପିନ୍ଧିବା ଲାଗି ନିବେଦନ କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସୂଚନା ଅନୁଯାୟୀ, ସେ ଦିଲ୍ଲୀବାସୀଙ୍କୁ ନିବେଦନ କରିବା ସହ କହିଛନ୍ତି ଯେ, ଯେପର୍ଯ୍ୟନ୍ତ କରୋନା ଭ୍ୟାକସିନ୍ ନ…

ଚୋରି ଗହଣା ପିନ୍ଧାଇ ଧରାପଡିଲା ଚୋର !

ତେଲେଙ୍ଗାନା: ସଫଳ ହୋଇଥିଲା ଚୋରି ଉଦ୍ୟମ । ଚୋର ହାତରେ ପଡିଥିଲା ମୂଲ୍ୟବାନ ଗହଣା । କିଏ ଓ କେମିତି ଚୋରି କରିଥିଲା ପୋଲିସ ଟେର୍ ବି ପାଇନଥିଲା । ହେଲେ ଶେଷରେ ଚୋରି ଗହଣାକୁ ପିନ୍ଧିବା ପରେ ଧରାପଡିଥିଲା ଚୋର । ହାଇଦ୍ରାବାଦରେ ଏକ ହ୍ୱାଟ୍ସଆପ୍ ଷ୍ଟାଟସ୍ ଫଟୋକୁ ଦେଖି ଜଣେ ମହିଳା ନିଜ…

ଆତ୍ମନିର୍ଭର ଭାରତ ଦିଗରେ ପାଦେ ଆଗେଇଲା ସେନା, ପ୍ରସ୍ତୁତ କଲା ନିଜସ୍ୱ ଆପ ସାଇ

ନୂଆଦିଲ୍ଲୀ:ଆତ୍ମନିର୍ଭର ଭାରତ ଦିଗରେ ପାଦେ ଆଗେଇଛି ସେନା । ଭାରତୀୟ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବେ ଏକ ମେସେଜିଂ ଆପ୍ ପ୍ରସ୍ତୁତ କରାଯାଇଛି । ଏହାର ନାମ ରଖାଯାଇଛି ସିକ୍ୱୋର ଆପ୍ଲିକେଶନ ଫର ଇଂଟରନେଟ (ସାଇ) । ଭଏସ, ଟେକ୍ସଟ, ଭିଡିଓ କଲିଂ ଓ ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନର ସୁବିଧା ରହିଛି ।…

ହୀରୋପନ୍ଥୀ-୨ରେ ଟାଇଗରଙ୍କ ସହ ରୋମାନ୍ସ କରିବେ ତାରା ସୁତାରିଆ

ମୁମ୍ବାଇ: ହୀରୋପନ୍ଥୀ-୨ର ନିର୍ମାତା ଦୀର୍ଘ ଦିନ ଅପେକ୍ଷା କରିବା ପରେ ଶେଷରେ ଏହି ଫିଲ୍ମ ପାଇଁ ହିରୋଇନ ଚୟନ କରିଛନ୍ତି । ଟାଇଗର ଶ୍ରଫଙ୍କ ସହ ତାରା ସୁତାରିଆ ଫିଲ୍ମରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ବର୍ଷ ଆରମ୍ଭରେ ନିର୍ମାତା ସାଜିଦ ନାଡିୟାଡୱାଲ ସଫଳ ଫିଲ୍ମ ହୀରୋପନ୍ଥୀର ସିକ୍ୱେଲ…

ଭାରତରେ ଆଜିଠୁ ସମ୍ପୂର୍ଣ୍ଣ ବନ୍ଦ ହେବ ପବଜି ମୋବାଇଲ୍ ଗେମ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ଗେମିଂ ଆପ୍ ପବଜି ମୋବାଇଲ୍ ଓ ମୋବାଇଲ୍ ଲାଇଟ୍ ଆପକୁ ଶୁକ୍ରବାର ଠାରୁ ସମ୍ପୂର୍ଣ୍ଣ ଭାବେ ଭାରତରେ ବନ୍ଦ ହେବାକୁ ଯାଉଛି । ଏନେଇ ଘୋଷଣା କରିଛି ଟେନସେଣ୍ଟ କମ୍ପାନୀ । ପ୍ରାପ୍ତ ସୂଚନାନୁଯାୟୀ, ଯେଉଁ ବ୍ୟକ୍ତି ମାନେ ପବଜି ଗେମକୁ ମୋବାଇଲରେ ପୂର୍ବରୁ ଡାଉନଲୋଡ୍ କରି…

ନିଜ ଗାଡି ଚୋରି କରି ମାଲିକ ଗିରଫ !

ଉତ୍ତରପ୍ରଦେଶ: ନୋଏଡାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଅଭିନବ ଉପାୟରେ ଚୋରି ହୋଇଥିଲା ଏକ ସେକେଣ୍ଡ ହ୍ୟାଣ୍ଡ ଗାଡି । ହେଲେ ଚୋରି ଗାଡିର ମାଲିକ ଓ ଚୋର ସେହି ଗୋଟିଏ ବ୍ୟକ୍ତି । ତଥାପି ପୋଲିସ ତାଙ୍କୁ ଗିରଫ କରିଛି । ହେଲେ କାହିଁକି ? ମାର୍ଚ୍ଚ ମାସରେ ଏକ ଅନ୍‌ଲାଇନ୍ ବିଜ୍ଞାପନ…