Latest Odisha News

BREAKING NEWS

Yearly Archives

2020

୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଦେଶର ୭୮% ସକ୍ରିୟ କରୋନା ରୋଗୀ

ନୂଆଦିଲ୍ଲୀ; ବର୍ତ୍ତମାନ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଦେଶର ୭୮ ପ୍ରତିଶତ ସକ୍ରିୟ କରୋନା ରୋଗୀ ଅଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରରେ ସର୍ବାଧିକ ସକ୍ରିୟ ଅକ୍ରାନ୍ତ ଅଛନ୍ତି । ରାଜ୍ୟରେ ଏବେ ୧ ଲକ୍ଷ ୩୪ ହଜାର ୬୫୭ ଜଣ…

ନୱାଜୁଦ୍ଦିନ୍ ଓ ଏଲନାଜ ନୁରୁଜୀଙ୍କ ସଙ୍ଗୀନ ଯୋଡି !

ମୁମ୍ବାଇ: ବଲିଉଡର ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦିନ ସିଦ୍ଧିକି । ଅନ୍ୟପଟେ ସେକ୍ରେଡ୍ ଗେମ୍ସ ଫମ୍ ଅଭିନେତ୍ରୀ ଏଲନାଜ ନୁରୁଜୀ । ଦୁହେଁ ଦେଖାଇବେ ସଙ୍ଗୀନ କାରନାମା । ତେବେ ଏହି ଯୋଡି ପ୍ରଥମ ଥର ପାଇଁ ଅଭିନୟ କରିବାକୁ ଯାଉନାହାନ୍ତି । ପୂର୍ବରୁ ବି ଏହି ଯୋଡି ନିଜ ଦମ୍‌ଦାର କେମିଷ୍ଟ୍ରୀ ଏକ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କୋରାପୁଟ ସିଡିପିଓ

ଜୟପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଚାଇଲ୍ଡ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଫିସର (ସିଡିପିଓ) ସ୍ନିଗ୍ଧାରାଣୀ ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ନନ୍ଦପୁର ସ୍ଥିତ ବଡସନ ସାହି ଗ୍ରାମର ସ୍ନେହଲତା ଦଳପତି ନାମକ ଜଣେ…

ଦେଶବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର; ୯୦ %ଟପିଲା କରୋନା ଆରୋଗ୍ୟ ହାର

ନୂଆଦିଲ୍ଲୀ: ଭାରତରେ କରୋନା ଆରୋଗ୍ୟ ହାର ମଙ୍ଗଳବାର ଦିନ ୯୦.୬୨ ଛୁଇଁଛି। ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩,୮୪୨ ଜଣ ଲୋକ ଏହି ରୋଗରୁ ମୁକ୍ତି ପାଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି । ଗତ…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୮୮ ନୂଆ ଆକ୍ରାନ୍ତ, ୨୩୦ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୮୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୭…

ନଭେମ୍ବର ୩୦ ଯାଏଁ ବଢିଲା ଅନଲକ୍ ୫ ଗାଇଡଲାଇନ୍

ନୂଆଦିଲ୍ଲୀ: ଗତ ସେପ୍ଟେମ୍ବର ୩୦ରେ କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ଅନଲକ୍ ୫ ଗାଇଡଲାଇନକୁ ଆସନ୍ତା ନଭେମ୍ବର ୩୦ ଯାଏଁ ବଢାଯାଇଥିବା ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦିନ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ…

ମଲାଇକା-ଅର୍ଜୁନଙ୍କ ପ୍ରେମର ସାଇଡ଼ ଇଫେକ୍ଟ: ସଲମାନ ଓ ବୋନିଙ୍କ ସମ୍ପର୍କରେ ଆସିଲା ଫାଟ

ମୁମ୍ବାଇ: ବିଗତ କିଛିଦିନ ଧରି ବି-ଟାଉନରେ ଚର୍ଚ୍ଚାର ବିଷୟ ସାଜିଥିବା ହ୍ୟାଣ୍ଡସମ ହଙ୍କ ଅର୍ଜୁନ କପୁର ଓ ହଟ୍ ମମ ମଲାଇକା ଆରୋରାଙ୍କ ଲଭଷ୍ଟୋରୀକୁ ଖୁବଶୀଘ୍ର ମିଳିପାରେ ଏକ ପରିଚୟ । ଲାକମି ଫ୍ୟାଶନ ୱକ୍ ରେ ଦୁହେଁ ଏକାଠି ବସିଥିବାର ନଜର ଆସିଥିଲେ। ସେମାନଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ…

ସିଙ୍ଗଲ୍‌ ମେଲ୍‌ ପ୍ୟାରେଣ୍ଟ୍‌ଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ଶିଶୁଙ୍କ ଯତ୍ନ ପାଇଁ ପୁରୁଷ…

ନୂଆଦିଲ୍ଲୀ: ସିଙ୍ଗଲ୍‌ ମେଲ୍‌ ପ୍ୟାରେଣ୍ଟ୍ ଥିବା ସରକାରୀ କର୍ମଚାରୀଙ୍କ ସ୍ୱାର୍ଥରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ସରକାରୀ ପୁରୁଷ କର୍ମଚାରୀମାନେ ପିଲାମାନଙ୍କର ଯତ୍ନ ସହ ଜଡିତ ଛୁଟି ନେବାକୁ ଯୋଗ୍ୟ। ଛାଡପତ୍ର ନେଇଥିବେ…

ଫେସ୍‌ବୁକ୍‌ରେ ବନ୍ଧୁତା କରି ଛୁରାମାଡ ଖାଇଲେ ଅଭିନେତ୍ରୀ !

ମୁମ୍ବାଇ: ମହଙ୍ଗା ପଡିଲା ଫେସ୍‌ବୁକରେ ବନ୍ଧୁତା । ପ୍ରେମ ନିବେଦନକୁ ନା ଓ ବିବାହକୁ ମନା କରିବାରୁ ଟେଲି ଅଭିନେତ୍ରୀଙ୍କୁ ଛୁରାମାଡ । ଛୁରାମାଡରେ ଅଚେତ ଅଭିନେତ୍ରୀ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ଫେରାର୍ ଅଛି । ସୋମବାର ଅଭିନେତ୍ରୀ ମାଲବୀ…

ଭାରତ ସହ ଠିଆ ହୋଇଛି ଆମେରିକା: ମାଇକ ପାମ୍ପିଓ

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ‘ଟୁ ପ୍ଲସ୍ ଟୁ’ ବାର୍ତ୍ତା ଲାଗି ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପାମ୍ପିଓ ଭାରତ ଗସ୍ତରେ ଆସି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ପରେ ସେ କହିଛନ୍ତି ଯେ ନିଜ…