Latest Odisha News

BREAKING NEWS

Yearly Archives

2020

ଏଣିକି ଜମ୍ମୁ-କାଶ୍ମୀରରେ ଯେକେହି ବି କିଣି ପାରିବେ ଜମି, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶର କୌଣସି ବି ଲୋକ ଜମ୍ମୁ କାଶ୍ମୀରରେ ଜମି କିଣି ପାରିବ । ସେଠାରେ ଘର ଦ୍ୱାର କରି ବି ରହି ପାରିବ । ଗୃହମନ୍ତ୍ରଣାଳୟ ଦ୍ୱାରା ଏନେଇ ମଙ୍ଗଳବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କିନ୍ତୁ କୃଷି ପାଇଁ ଜମି କିଣାଯାଇ ପାରିବ ନାହିଁ ବୋଲି ବିଜ୍ଞପ୍ତିରେ…

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବ ଏହିସବୁ ଖାଦ୍ୟ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଜନସାଧାରଣଙ୍କୁ ଘରେ ରହିବା, ସାମାଜିକ ଦୂରତା ବଜାୟ ଏବଂ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ତେବେ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି କ’ଣ କରିବେ ଜାଣନ୍ତୁ... ହଳଦୀ-…

ଜଳକ୍ରୀଡ଼ା ହେଲା କାଳ; ପୋଖରୀରେ ବୁଡି ପ୍ରାଣ ହରାଇଲେ ନାବାଳକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଜଣେ ୧୪ ବର୍ଷର ନାବାଳକ। ମୃତ ନାବାଳକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଗ୍ରାମର ପ୍ରମୋଦ ପାଳଙ୍କ ୧୪ ବର୍ଷର ପୁଅ ସରୋଜ ପାଳ । ସୂଚନୁସାରେ, ମଙ୍ଗଳବାର…

ଓଟିଭି ସାରୁଆ ଜମି ଦୁର୍ନୀତି ମାମଲା: ଇସ୍ତଫା ଦେଲେ ସାରୁଆ ମହିଳା ସମିତିର ଅଧ୍ୟକ୍ଷା ସମେତ କର୍ମକର୍ତ୍ତା

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅରେ ଜମି କେଳେଙ୍କାରୀ ମାମଲାରେ ବଢିଲା ଓଟିଭି ଏମଡି ଜାଗି ମଙ୍ଗତପଣ୍ଡାଙ୍କ ଅଡୁଆ। ସାରୁଅ ମହିଳା ସମିତିରୁ ଇସ୍ତଫା ଦେଲେ ଅଧ୍ୟକ୍ଷାଙ୍କ ସହ ସମିତି କର୍ମକର୍ତ୍ତା । ସମିତିର ସଭାପତି ଜୟନ୍ତୀ ସାହୁ , କୋଷାଧ୍ୟକ୍ଷ ରଶ୍ମୀତା ମହାଭୋଇ  ଏବଂ ଅନ୍ୟ ୪ଜଣ ସଦସ୍ୟ ଇସ୍ତାଫ…

ମରାମତି ହେବ ଶ୍ରୀମନ୍ଦିର ବାଇଶି ପାହାଚ

ପୁରୀ: ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି । ଏଏସଆଇର ଚାରଜଣିଆ ଟିମ ଏ ନେଇ ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚି ବାଇଶି ପାହାଚର ଯାଞ୍ଚ କରିଛି ଏଏସ୍‌ଆଇ ଟିମ୍‌ । ପ୍ରତିଟି ପାହାଚର ପଥରକୁ ଗୁରୁତ୍ୱ ସହ ଯାଞ୍ଚ କରିଛି ଏଏସ୍‌ଆଇ ଟିମ୍‌ । ଖରାପ ପଥର ଥିଲେ ବଦଳାଯିବାର…

ନିଜ ଜନ୍ମଦିନରେ କାହିଁକି ନିଜକୁ ଗୁଳି କରି ହତ୍ୟା କଲା ତିନି ବର୍ଷର ଶିଶୁ

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରେ ନିଜ ଜନ୍ମଦିନ ପାର୍ଟିରେ ତିନି ବର୍ଷର ଶିଶୁ ନିଜକୁ ଗୁଳି କରି ହତ୍ୟା କରିଥିବା ଘଟଣା ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସର ସୂଚନାନୁସାରେ, ପାର୍ଟି ସମୟରେ ପିଲାଟି ନିଜ ଘରୁ ପିସ୍ତଲ ପାଇଥିଲା, ଯାହା ଫଳରେ ସେ ନିଜ ଉପରେ ଗୁଳି ଚଳାଇଥିଲା।…

ଅଭିନେତା ପ୍ରଭାସ୍‌ଙ୍କ ଚିନ୍ତା ବଢାଇଲା ଇଟାଲୀ !

ତେଲେଙ୍ଗାନା: ବାହୁବଲି ଆକ୍ଟର ପ୍ରଭାସଙ୍କୁ ନିଜ ଫିଲ୍ମରେ ନେବା ପାଇଁ ସମସ୍ତ ଫିଲ୍ମ ମେକର ଆଗଭର । ବହୁ ଚେଷ୍ଟା କରି ଶେଷରେ ଫିଲ୍ମ ରାଧେ ଶ୍ୟାମ ପାଇଁ ତାଙ୍କୁ ସାଇନ୍ କରାଇଥିଲେ ନିର୍ଦ୍ଦେଶକ ରାଧା କ୍ରିଷ୍ଣ କୁମାର । ଇଟାଲୀରେ ଏହି ଫିଲ୍ମର ସୁଟିଂ ଚାଲୁଥିବାବେଳେ ପ୍ରେମ କାହାଣୀ ଉପରେ…

ମଦ ପାଇଁ ମହାଭାରତ, ୨ ଗୁରୁତର

ଗଞ୍ଜାମ: ମଦ ପାଇଁ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ଭାଟକୁମରଡ଼ାରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି। ଘଟଣାରେ ୨ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଭାଟକୁମରଡ଼ା ଗାଁରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି ।…

ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ପଡିବ ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ଭୋଟ । ଏଥିପାଇଁ ଚାଲିଛି ଜୋରଦାର ପ୍ରଚାର । ତିନି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଦଳୀୟ ନେତାମାନେ ଜୋରଦାର ପ୍ରଚାର ଚଳାଇଛନ୍ତି । ତେବେ ଏହି ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ବାଲେଶ୍ୱର…

[ଭିଡିଓ] ବିଚ୍ ରାସ୍ତାରେ ବନ୍ଧୁକ କଲା ଫଇସଲା !

ହରିୟାଣା: ଦିନ ଦ୍ୱିପହରେ, ବିଚ୍ ରାସ୍ତାରେ ଗୁଳିମାଡ । ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଯୁବତୀ । ଚମ୍ପଟ୍ ମାରିଥିଲା ଅଭିଯୁକ୍ତ । ହେଲେ ସିସିଟିଭି ଫୁଟେଜ୍ ଜରିଆରେ ସାମ୍ନାକୁ ଆସିଛି ସେହି ଛାତିଥରା ଦୃଶ୍ୟ । କଏଦ ହୋଇଥିଲା ଲାଇଭ୍ ଗୁଳିମାଡ ଘଟଣା । ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ…