Latest Odisha News

BREAKING NEWS

Yearly Archives

2020

ମୁମ୍ବାଇରେ ହୋଇପାରେ ବଡ଼ ଧରଣର ଆତଙ୍କୀ ହମ୍‌ଲା; ଡ୍ରୋନ୍‌ ଉଡାଣ ଉପରେ ନିଷିଦ୍ଧାଦେଶ ଜାରି କଲା ପୋଲିସ୍‌

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଶଙ୍କା ପ୍ରକାଶ କରାଯାଇଛି। ଆତଙ୍କବାଦୀମାନେ ମୁମ୍ବାଇରେ ବଡ଼ ଧରଣର ଆକ୍ରମଣ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ଏ ସମ୍ପର୍କରେ ମୁମ୍ବାଇ ପୋଲିସ ମଧ୍ୟ ସତର୍କ ସୂଚନା ଜାରି କରିଛି। ଆକ୍ରମଣ…

କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ କୋଭିଡ ପଜିଟିଭ ଚିହ୍ନଟ

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, କିଛି ଦିନ ହେବ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ମୁଁ କରୋନା ଟେଷ୍ଟ କରାଇଥିଲି । ଯାହା ପରେ ଟେଷ୍ଟ ରିପୋର୍ଟ ମଙ୍ଗଳବାର ଦିନ ପଜିଟିଭ ଆସିଛି । ସୂଚନା…

ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ; ସରକାର ଆଣୁଛନ୍ତି ନୂଆ ନିୟମ

ଜୟପୁର: ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ନେଇ ରାଜସ୍ଥାନ ସରକାର ବିଚାର ବିମର୍ଶ କରୁଛନ୍ତି । ବିଧାନସଭାର ଆଗାମୀ ଅଧିବେଶନରେ ସରକାର ଏସମ୍ବନ୍ଧୀୟ ବିଧେୟକ ଆଣିପାରନ୍ତି ବୋଲି ସୂଚନା ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସୋମବାର ଦିନ ସୂଚନା ପ୍ରଦାନ କରିଛନ୍ତି ।…

ପ୍ରସଙ୍ଗଠୁ ଅଧିକ ଅଭିବାଦନ ଶୈଳୀକୁ ନେଇ ଚର୍ଚ୍ଚା; ‘ଟୁ ପ୍ଲସ୍‌ ଟୁ’ ବୈଠକ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସପର୍ ମଙ୍ଗଳବାର ଦିନ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ସହ ଦୁଇ ଦେଶ ମଧ୍ୟରେ ରଣନୀତିକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛନ୍ତି। ସୂତ୍ରରୁ ପ୍ରକାଶ…

ସୋନୁ ସୁଦଙ୍କ ସହାୟତା ଉପରେ ଉଠିଲା ପ୍ରଶ୍ନ!

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ କାଳରେ ଅସହାୟଙ୍କୁ ସହାୟତା କରିବାରେ ଲାଗି ପଡିଛନ୍ତି । ଅନେକ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ଆଉ କେତେକ ତାଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଉ କେହି କେହି ତାଙ୍କ ସାହାଯ୍ୟକୁ ପିଆର୍ ଷ୍ଟଣ୍ଟ…

ଅଢ଼େଇ ଲକ୍ଷ ଟଙ୍କାର ପିଆଜ ଚୋରି, ୪ ଗିରଫ

ପୁଣେ: କନ୍ଦାଉଛି ପିଆଜ । ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର । ଯାହା ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡିଛି । ବଜାରରେ ପିଆଜ ଦର କିଲୋପ୍ରତି ୮୦ ଟଙ୍କା ଉପରେ ରହିଛି । ଏଭଳି ସ୍ଥିିତିରେ ମହାରାଷ୍ଟ୍ରରୁ ପିଆଜ ଚୋରି ଅଭିଯୋଗ ଆସିଛି । ପୁଣେର ଗ୍ରାମାଂଚଳ ପୋଲିସ ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ…

ହାଥରସ ମାମଲା: ତଦନ୍ତର ତଦାରଖ କରିବେ ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ସିବିଆଇ ତଦନ୍ତର ତତ୍ତ୍ୱବଧାନ କରିବେ ଆହ୍ଲାବାଦ ହାଇକୋର୍ଟ । ଆଜି ଏହି ମାମଲାର ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ସୁପ୍ରିମକୋର୍ଟ ନିଜେ ଏହି ମାମଲାର ତଦନ୍ତ ଓ ମନିଟରିଂ କରିବା ପାଇଁ ହୋଇଥିବା…

ବ୍ଲୁ ଫ୍ଲାଗ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ପର୍ଯ୍ୟଟକ । ପର୍ଯ୍ୟଟକ ଜଣକ ଭାସିଯାଇ ନିଖୋଜ ହୋଇଛନ୍ତି । ତେବେ ନିଖୋଜ ପର୍ଯ୍ୟଟକ ଜଣକ ଝାଡଖଣ୍ଡର ଯୁକ୍ତ ୨ ଛାତ୍ର ବୋଲି ଜଣାପଡିଛି । ତାଙ୍କୁ ଖୋଜାଖୋଜି କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…

ମୋବାଇଲ୍‌ ଡାଟା ସ୍ପିଡ୍‌ ତାଲିକାରେ ଭାରତର ସ୍ଥାନ ୧୩୧

ନୂଆଦିଲ୍ଲୀ: ଭାରତରେ ବହୁ ସଂଖ୍ୟକ ସ୍ମାର୍ଟଫୋନ୍ ୟୁଜର୍ ବେସ୍ ଅଛି  କିନ୍ତୁ ଏହା ସତ୍ତ୍ୱେ, ବିଶ୍ୱ ମୋବାଇଲ୍ ଡାଟା ସ୍ପିଡ୍ ଚାର୍ଟରୁ ଭାରତ ନେପାଳ ଏବଂ ପାକିସ୍ତାନଠାରୁ ପଛରେ ରହିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ତାଲିକାରେ ଭାରତ ମୋବାଇଲ୍ ଡାଟା ସ୍ପିଡ୍ ତାଲିକାରେ ୧୩୧ ନମ୍ବର ସ୍ଥାନରେ…

ରୁପା କବାଟରେ ଝଲସିବ ଶ୍ରୀମନ୍ଦିର, ଆଜି ବସିବ ବୈଠକ

ପୁରୀ: ରୁପାରେ ଝଲସିବ ଶ୍ରୀମନ୍ଦିର । ରୁପାରେ ଛାଉଣୀ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାରା । ଏଥିପାଇଁ ଲାଗିବ ଅଢ଼େଇ ଟନ୍ ରୁପା । ଏ ପ୍ରସଙ୍ଗରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ବସିବ। ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ,…