Latest Odisha News

BREAKING NEWS

Yearly Archives

2020

ବିଜୟ ମାଲ୍ୟା ଦେଇଛନ୍ତି ୩୬୦୦ କୋଟି ଦେବେ ୧୧୦୦୦ କୋଟି; ମୁକୁଲ୍‌ ରୋହ୍‌ତଗୀ

ନୂଆଦିଲ୍ଲୀ: କିଙ୍ଗଫିସର୍‌ ଏୟାରଲାଇନ୍ସ ଲିମିଟେଡର ମାଲିକ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ଆଉ ଏକ ଝଟ୍‌କା ଦେଇଛନ୍ତି। ୟୁନାଇଟେଡ୍‌ ବ୍ରୁରିଜ୍‌ ହୋଲ୍ଡିଂ ଲିମିଟେଡ୍ ପକ୍ଷରୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଦାଖଲ ହୋଇଥିବା ଆବେଦନକୁ ସୋମବାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ…

KBCରେ ସ୍ଥାନ ପାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୁ ନେଇ ପ୍ରଶ୍ନ

ମୁମ୍ବାଇ: ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ କୌନ ବନେଗା କରୋଡପତିରେ ଓଡିଶାକୁ ନେଇ ଏକ ପ୍ରଶ୍ନ ସ୍ଥାନ ପାଇଛି । ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ ବାଲୁକା କଳାକୁ ନେଇ ଏହି ପ୍ରଶ୍ନ ରହିଥିଲା । କେବିସି ହଟ ସିଟରେ ଥିଲେ ମାଇକ୍ରୋ ବାୟୋଲଜି ପ୍ରଫେସର…

ଭାରତୀୟ ମତ୍ସ୍ୟଜୀବୀମାନଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଆକ୍ରମଣ, ଜଣେ ଆହତ

ନୂଆଦିଲ୍ଲୀ:ଭାରତୀୟ ମତ୍ସ୍ୟଜିବୀଙ୍କ ଉପରେ ଶ୍ରୀଲଙ୍କା ନୌସେନାଙ୍କ ଆକ୍ରମଣ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରେ ଶ୍ରୀଲଙ୍କା ନୌସେନା ଭାରତୀୟ ମତ୍ସ୍ୟଜୀବୀମାନଙ୍କ ଉପରେ ଆକ୍ରମଣ କରିଛନ୍ତି । ଫଳରେ ଜଣେ ମତ୍ସ୍ୟଜୀବୀ ଆହତ ହୋଇଥିବା ସୂଚନା ମିଳିଛି । ଭାରତୀୟ…

ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ଆଉ ୧୩ ଆକ୍ରାନ୍ତ

ଭୁବନେଶ୍ୱର: ଜୀବନ ନେଉଛି ମହାମାରୀ । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୬ଟି ଜିଲ୍ଲାର ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୧୧ ଜଣ ପୁରୁଷ ଓ ଦୁଇ ଜଣ ମହିଳା । Regret to…

ଇଟାଲୀରେ ଚିନ୍ତା ବଢାଇଲା ପୁନଃ ସଂକ୍ରମଣ; ଅନ୍ୟପଟେ ସରକାରୀ ପ୍ରତିବନ୍ଧକକୁ ବିରୋଧ କରି ବିକ୍ଷୋଭକାରୀଙ୍କ ହିଂସା…

ନୂଆଦିଲ୍ଲୀ: ଇଟାଲୀରେ କରୋନାର ପ୍ରକୋପ ପୁଣି ଥରେ ବଢିବାରେ ଲାଗିଛି ଅର୍ଥାତ୍‌ ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବୃଦ୍ଧି ପାଇଛି। କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଶାସନ ପୂର୍ବ ପରି ବିଭିନ୍ନ ସହରରେ ଲକ୍‌ଡାଉନ୍‌ ଜାରି କରିବା ସହିତ ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ ରଖିବା ପାଇଁ…

ମେସିନରେ ଟଙ୍କା ଗଣିବେ ଖିଲାଡି ଷ୍ଟାର, ଅକ୍ଷୟଙ୍କୁ ଉପହାର ଦେଲେ କପିଲ ଶର୍ମା

ମୁମ୍ବାଇ: ଏଣିକି ମେସିନରେ ଟଙ୍କା ଗଣିବେ ଖିଲାଡି ଷ୍ଟାର । ତାଙ୍କ ପାଖରେ ଏତେ ଟଙ୍କା ଅଛି ଯେ, ତାକୁ ସହଜରେ ଗଣି ହେବ ନାହିଁ । ତେଣୁ ଟଙ୍କା ଗଣିବାକୁ ଅକ୍ଷୟଙ୍କୁ ଏକ ମେସିନ ଦେଇଛନ୍ତି କମେଡି କିଙ୍ଗ କପିଲ ଶର୍ମା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଆଉ ଏହି ଘଟଣା ଘଟିଛି…

କାବୁ ପାଉଛି କରୋନା: ରାଜ୍ୟରେ ୧୩ ଶହ ତଳକୁ ଖସିଲା ଦୈନିକ ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ହାରୁଛି କରୋନା । ରାଜ୍ୟରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ସ୍ଥିତି । କମୁଛି ଦୈନିକ କେସ୍ । ରାଜ୍ୟରେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨ ଶହ ୪୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୨୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ମେଲାଣି ନେଉଛନ୍ତି ମା’, ଟ୍ୱିନ୍ ସିଟିରେ ଚାଲିଛି ଭସାଣ

ଭୁବନେଶ୍ୱର: ନା ଡିଜେ ଅଛି ନା ବିରାଟ ପଟୁଆର । ଶୋଭାଯାତ୍ରା ବି ନାହିଁ । ଭଳିକି ଭଳି ପାରମ୍ପରିକ ଲୋକନୃତ୍ୟ ବି ଦେଖିବାକୁ ମିଳୁନି । ସନ୍ଧ୍ୟା ବଦଳରେ ଦିନରେ ବିଦାୟ ନେଉଛନ୍ତି ମାଆ । ବାଜା, ବାଣ ଓ ପଟୁଆର ବଦଳରେ କେବଳ ଘଂଟ ଘଂଟା ବଜାଇ ମାଆଙ୍କୁ ମେଲାଣି ଦିଆଯାଉଛି । କୋଭିଡ୍ କଟକଣା ଭିତରେ…

ନିର୍ବାଚନ ପୂର୍ବରୁ ଆମେରିକୀୟ ସୁପ୍ରିମ୍‌ କୋର୍ଟରେ ନୂତନ ନ୍ୟାୟଧୀଶ ଭାବେ ନିଯୁକ୍ତି ପାଇଲେ ଆମି ‌କନି ବାରେଟ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମି କନି ବାରେଟଙ୍କୁ ସୁପ୍ରିମକୋର୍ଟର ନୂତନ ବିଚାରପତି ଭାବରେ ନାମିତ କରିଥିଲେ। ସ୍ୱର୍ଗତ ଜଜ୍ ଜଷ୍ଟିସ୍ ରୁଥ ବାଡର୍ ଗିନ୍ସବର୍ଗଙ୍କ ସ୍ଥାନରେ ଟ୍ରମ୍ପ ଆମି କନି ବାରେଟ୍‌ଙ୍କୁ ମନୋନୀତ କରିଥିଲେ। ଏଥି ସହିତ ନଭେମ୍ବରରେ ରାଷ୍ଟ୍ରପତି…

ବିସ୍ଫୋରଣରେ ଥରିଲା ପାକିସ୍ତାନର ପେଶାଓ୍ୱାର

ପେଶଓ୍ୱାର: ପାକିସ୍ତାନର ପେଶାଓ୍ୱାରରେ ବଡ଼ ଧରଣର ବିସ୍ଫୋରଣ । ଏକ ମଦ୍ରାସାରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ଭିତରୁ କିଛି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଆଗକୁ…