Latest Odisha News

BREAKING NEWS

Yearly Archives

2020

ଶିଶୁ ଉପରେ ଚଢିଗଲା ବୋଲେରୋ, କ୍ଷତିପୂରଣ ଦାବିରେ ରାସ୍ତାରୋକ

କନ୍ଧମାଳ: କ.ନୂଆଁଗା ବ୍ଲକ୍ ଜିଡୁବାଡିରରେ ବୋଲେରୋ ମାଡ଼ି ଯିବାରୁ ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା । ତାତିଲେ ଲୋକ । ବାଲିଗୁଡ଼ା-ରାଇକିଆ ରାସ୍ତାକୁ ଅବରୋଧ କରିିଥିଲେ । ରାସ୍ତାରେ ମୃତଦେହ ରଖିବା ସହ କାଠ ଓ ପଥର ପକାଇ ଧାରଣା ଦେଇଥିଲେ ଉତ୍ୟକ୍ତ ଲୋକ । ଫଳରେ ଏହି ରାସ୍ତାରେ…

ମୁଫତିଙ୍କ ବୟାନକୁ ନେଇ ଜୋର୍ ଧରିଛି ବିବାଦ, କାଶ୍ମୀରରେ ତ୍ରିରଙ୍ଗା ରାଲି

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ତ୍ରିରଙ୍ଗା ପରିପ୍ରେକ୍ଷୀରେ ଦେଇଥିବା ବୟାନକୁ ନେଇ ବିବାଦ ଜୋର୍ ଧରିଛି । ସୋମବାର ବିଜେପି କର୍ମୀମାନେ ମେହବୁବାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କାଶ୍ମୀରରେ ୩୭୦ ଧାରା ପୁଣି ଲାଗୁ ନ କରିବା ପର‌୍ୟ୍ୟନ୍ତ…

ରେଳଧାରଣାରୁ ବାପା-ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର

କୋରାପୁଟ: ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ସିଙ୍ଗାରାମ ରେଳ ଷ୍ଟେସନ ନିକଟରେ ବାପା, ଝିଅ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଅ-ଝିଅଙ୍କ ଶରୀର ରେଳ ଧାରଣାରେ କଟି ଯାଇଛି । କିଛି ଦୂରରେ ପଡ଼ିଛି ବାପାଙ୍କ କ୍ଷତବିକ୍ଷତ ମୃତଦେହ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଲକ୍ଷ୍ମୀପୁର ପୋଲିସ ।…

ବାସ୍‌ ବହୁତ ହୋଇଗଲା, ଏବେ ଶେଷ କର, କହି କାହିଁକି ଅଧାରୁ ସାକ୍ଷାତକାର ଛାଡି ଚାଲିଯାଇଥିଲେ ଟ୍ରମ୍ପ୍

ୱାଶିଂଟନ୍‌: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ଏକ ସପ୍ତାହ ବାକି ଅଛି। ନଭେମ୍ବର ୩ରେ ମତଦାନ ହେବ। ଏହା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାର ସମୟରେ ଅଧାରୁ ଉଠି ଚାଲିଯାଇଛନ୍ତି ଏବଂ…

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଚିକିତ୍ସା ପାଇଁ ମୁମ୍ୱାଇର ଏକ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।…

ରାଜ୍ୟର ୮ ଜିଲ୍ଲାରୁ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ୮ଟି ଜିଲ୍ଲାର ଆକ୍ରାନ୍ତ । ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨ ଶହ ୫୯କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୦.୪୪…

ଓଡିଶାରେ ଆଉ ୧୪୮୦ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୨ ଲକ୍ଷ ୮୨ହଜାର ଟପିଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୪୮୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ୬୯୫ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ବିଗ୍‌ ବିଙ୍କ ପିତାଙ୍କ ନାମିତ ପୋଲାଣ୍ଡର ଏକ ସହର; ଅମିତାଭ୍‌ କହିଲେ ଏହା ଭାରତ ପାଇଁ ଏକ ଗୌରବର ବିଷୟ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହି ଚିତ୍ରରେ, କେହି ଜଣେ ତାଙ୍କ ହାତରେ ଏକ ବୋର୍ଡ ଧରିଛନ୍ତି, ଯେଉଁଥିରେ ସ୍କୋୟାର୍‌ ହରିବଂଶ ରାୟ ବଚ୍ଚନ ଏବଂ ଏହା ତଳେ ରୋକ୍ଲ ଲେଖା ହୋଇଛି। ତେବେ ଏ ହେଉଛି ଅମିତାଭ ବଚ୍ଚନଙ୍କ ପିତାଙ୍କ…

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି: ଦିଲ୍ଲୀପ ରାୟଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଆସିଲା ଦଣ୍ଡାଦେଶ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଆଜି ଦଣ୍ଡ ବିଧାନ କରିଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଠକେଇ, ଜନପ୍ରତିନିଧିଙ୍କ ଦ୍ୱାରା ବିଶ୍ୱାସ ଭଙ୍ଗ, ଅପରାଧିକ…

ଇସଲାମୋଫୋବିୟା ସହିତ ଜଡ଼ିତ ବିଷୟବସ୍ତୁ ଉପରେ ନିଷିଦ୍ଧାଦେଶ ଜାରି କରିବାକୁ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖିଲେ ପିଏମ୍‌…

ଇସଲାମାବାଦ: ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖି ଇସଲାମ ଉପରେ ଘୃଣା ବିସ୍ତାର କରୁଥିବା ବିଷୟବସ୍ତୁକୁ ସମ୍ପୂର୍ଣ୍ଣ ନିଷେଧ କିମ୍ବା ନିଷିଦ୍ଧ କରିବାକୁ ଦାବି କରିଛନ୍ତି। ପ୍ରକୃତରେ, ଇମ୍ରାନ ମାର୍କ ଜୁକରବର୍ଗଙ୍କୁ ଇସଲାମ ବିରୁଦ୍ଧରେ…