Latest Odisha News

BREAKING NEWS

Yearly Archives

2020

୨୯ ଦିନ ଧରି ଚାଲିଥିବା ଆର୍ମେନିଆ ଏବଂ ଆଜେରବାଇଜାନ ଯୁଦ୍ଧ ଉପରେ ଲାଗିଲା ବିରାମ; ଏପର୍ଯ୍ୟନ୍ତ ଯୁଦ୍ଧରେ ଯାଇଛି ୫୦୦୦…

ନୂଆଦିଲ୍ଲୀ: ୨୯ ଦିନ ଧରି ଚାଲିଥିବା ଆର୍ମେନିଆ ଏବଂ ଆଜେରବାଇଜାନର ଯୁଦ୍ଧରେ ବିରାମ ଲାଗିଛି। ୨୬ ଅକ୍ଟୋବର ମଧ୍ୟରାତ୍ରିରୁ ଅସ୍ତ୍ରବିରତି ଲାଗୁ କରିବାକୁ ଉଭୟ ଦେଶ ରାଜି ହୋଇଥିଲେ। ଆମେରିକାର ପଦକ୍ଷେପ ଅନୁଯାୟୀ ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏ ନେଇ…

ୟୁରୋପରେ କରୋନାର ସେକେଣ୍ଡ ଓ୍ୱେଭ୍, ଏସବୁ ଦେଶରେ ପୁଣି ଲାଗିଲା କର୍ଫ୍ୟୁ

ୟୁରୋପୀୟ ଦେଶରେ ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି ମହାମାରୀ । କରୋନାର ସେକେଣ୍ଡ ଓ୍ୱେଭ ଏବେ ସାମନାକୁ ଆସିଛି । ସ୍ପେନ୍, ଫ୍ରାନ୍ସ, ଇଟାଲୀ, ଜର୍ମାନୀ ସମେତ ବିଭିନ୍ନ ଦେଶରେ ବଢୁଛି ଦୈନିକ ପଜିଟିଭ୍ କେସ୍ । ସ୍ଥିତି ଏମିତି ହୋଇଛି ଯେ ଗତ ସପ୍ତାହ ଭିତରେ ୟୁରୋପ ମହାଦେଶରେ ୧୩…

ଖାଲି ପେଟରେ ପାଣି ପିଇବାର ଅଦ୍ଭୁତ ଚାମତ୍କାରିତା, ଜାଣନ୍ତୁ

ଭୁବନେଶ୍ୱର: ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ଓ ସବୁ ଋତୁରେ ସକାଳେ ମୁଁହା ଧୋଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ଆବଶ୍ୟକ ରାତିରେ ଆମେ ଶୋଇବା ପରେ ଶରୀରର ସମସ୍ତ କ୍ରିୟା ଶିଥୁଳ ହୋଇଯାଇଥାଏ; କିନ୍ତୁ ଶରୀରର ଲାଳ ପ୍ରସ୍ତୁତ ହେବା ପ୍ରକ୍ରିୟା ଚାଲୁରହିଥାଏ। ମୁଖ ଭିତରେ ଥିବା…

କାର୍‌ଗିଲ୍‌ ଯୁଦ୍ଧ ସମୟରେ ପାକ୍‌ ସେନାଙ୍କ ପାଖରେ ନା ଥିଲା ଶସ୍ତ୍ର ନା ଥିଲା ଖାଦ୍ୟ; ନୱାଜ୍‌ ସରିଫ୍

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ କାର୍ଗିଲ ଯୁଦ୍ଧ ସହ ଜଡିତ ଅନେକ ବଡ଼ ଖୁଲାସା କରିଛନ୍ତି। ପିଏମଏଲ-ଏନ ମୁଖ୍ୟ ନୱାଜ ସରିଫ୍‌ କହିଛନ୍ତି ଯେ ୧୯୯୯ ମସିହାର କାର୍ଗିଲ ଯୁଦ୍ଧ ପାକିସ୍ତାନ ସେନା ଦ୍ୱାରା ନୁହେଁ ବରଂ ସେନାର କିଛି ଜେନେରାଲଙ୍କ ଦ୍ୱାରା ଆରମ୍ଭ…

ରାଜ୍ୟବାସୀଙ୍କୁ ଦଶହରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦଶହରା । ସାରା ରାଜ୍ୟରେ ପାଳିତ ହେଉଛି ବିଜୟା ଦଶମୀ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ଦଶହରାର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପବିତ୍ର ବିଜୟା ଦଶମୀ ଓ ଦଶହରା ଉପଲକ୍ଷେ…

ଦେଶରୁ ଦିନକରେ ୪୯ ହଜାର କରୋନା ପଜିଟିଭ୍, ୫୦୦ରୁ କମ୍ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କେସ୍ ଖସୁଥିବା ବେଳେ ସୁସ୍ଥହାର ବଢୁଛି । କମୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ୫୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ପାଞ୍ଚ ଶହ ତଳକୁ ଖସିଛି । ଦିନକରେ ସାରା ଦେଶରେ ସଂକ୍ରମିତ ହୋଇଛନ୍ତି ୪୯ ହଜାର ୪୫ ହଜାର ୧୪୯ । ମୋଟ୍…

IPL ଇତିହାସରେ ପ୍ରଥମ ଥର ପ୍ଲେ ଅଫରୁ ବିଦା ହେଲା ଚେନ୍ନାଇ ସୁପରକିଙ୍ଗସ୍

ନୂଆଦିଲ୍ଲୀ: ଆଇପିଏଲ୍ ୧୩ତମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗସର ନୈରାଶ୍ୟଜନକ ପ୍ରଦର୍ଶନ । ଲଗାତାର ମ୍ୟାଚ୍ ହାରିବା କାରଣରୁ ପ୍ଲେ ଅଫ ରେସରୁ ବିଦା ହୋଇଛି ଧୋନିଙ୍କ ଟିମ୍ । ଗତକାଲି ଖେଳାଯାଇଥିବା ମ୍ୟାଚରେ ମୁମ୍ୱାଇ ବିପକ୍ଷରେ ରାଜସ୍ଥାନର ୮ ଓ୍ୱିକେଟ ବିଜୟ ପରେ ଚେନ୍ନାଇର ପ୍ଲେ ଅଫ୍…

କଟକଣା ମଧ୍ୟରେ ପୂଜା: ଅନଲାଇନରେ ରାବଣପୋଡି ଉତ୍ସବର ସିଧା ପ୍ରସାରଣ

କଟକ: ଐତିହାସିକ ସହର କଟକ। ଏଠାରେ ପାର୍ବଣର ପରମ୍ପରା ନିଆରା। ଚଳିତ ବର୍ଷ କୋଭିଡ ପୂଜାର ମହୋଲକୁ ଫିକା କରି ଦେଇଥିବା ବେଳେ ଆଜି ଅନଲାଇନରେ ପ୍ରସାରିତ ହେବ ରାବଣ ପୋଡି ଉତ୍ସବ। କଟକ ସହରର ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦର ରାବଣ ପୋଡି କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଅନଲାଇନରେ…

ଆଜି ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ପାଳନ ହେଉଛି ଦଶହରା । ଆଜି ବିଜୟାଦଶମୀରେ ମହାପ୍ରଭୁଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବ । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ । ଏହାପରେ ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇ…

ଆଜି ବିଜୟାଦଶମୀ; ଅଧର୍ମ ଉପରେ ହେବ ଧର୍ମର ବିଜୟ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଉତ୍ସବ। ଆଜିର ଏହି ପଵିତ୍ର ଦିନ ବିଜୟାଦଶମୀ ନାମରେ ଜଣା। ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ଆଜି ପାଳିତ ହେଉଛି ପବିତ୍ର ବିଜୟାଦଶମୀ। ପରିସ୍ଥିତି ସାମାନ୍ୟ ଥିଲେ ରାଜ୍ୟବ୍ୟାପୀ ମହା ଆନନ୍ଦ ଉଲ୍ଲାସରେ ବିଜୟାଦଶମୀ…