Latest Odisha News
Yearly Archives

2020

୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଅଭିନେତ୍ରୀ ମନ୍ଦିରା ବେଦୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀ ୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା ହୋଇଛନ୍ତି। ବାସ୍ତବରେ ମନ୍ଦିରା ବେଦୀ ଏବଂ ତାଙ୍କ ସ୍ୱାମୀ ରାଜ କୌଶଲ ଏକ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏହି ଶିଶୁଟିର ନାଁ ତାରା ବେଦୀ ରଖାଯାଇଛି। ମନ୍ଦିରା ସୋସିଆଲ ମିଡିଆ…

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି ଓ ଦିଲ୍ଲୀପ ରାୟଙ୍କ ଭୂମିକା

ନୂଆଦିଲ୍ଲୀ: ୧୯୯୯ରେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା । ୧୯୯୮ରେ ଝାଡଖଣ୍ଡର ବ୍ରହ୍ମଡିହା କୋଲବ୍ଲକ ପାଇଁ ଆବେଦନ କରିଥିଲା କାଷ୍ଟ୍ରୋନ ମାଇନିଂ ଲିମିଟେଡ । କମ୍ପାନୀ…

‘ଟୁ ପ୍ଲସ୍ ଟୁ’ ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ଭାରତକୁ ଆମେରିକାର ସ୍ୱାଗତ ବାର୍ତ୍ତା

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସପର୍ 'ଟୁ ପ୍ଲସ୍ ଟୁ' ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଆସନ୍ତା ୨୦୨୧ ଜାନୁୟାରୀ ୧ ରୁୁ ଆରମ୍ଭ…

ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଅସୁସ୍ଥ

କେନ୍ଦ୍ରାପଡ଼ା: ଠାକୁରାଣୀଙ୍କ ଭୋଗ ଖାଇ ଗୋଟିଏ ଗାଁର ଶତାଧିକ ଲୋକ ଅସୁସ୍ଥ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ପିଲଛାପାଟିଆ ଗାଁରେ ଏହି ଘଟଣା ଘଟିଛି । ଗ୍ରାମଦେବତୀ ଶୀତଳା ଚଣ୍ଡୀ ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ…

ଚେନ୍ନାଇର IPL ପ୍ଲେ ଅଫ୍ ଆଶା ଧୂଳିସାତ ପରେ ସାକ୍ଷୀ ଧୋନୀଙ୍କ ଇମୋସନାଲ୍ ପୋଷ୍ଟ

ନୂଆଦିଲ୍ଲୀ: ଆଇପିଏଲ୍ ପ୍ଲେ ଅଫ ରେସରୁ ଚେନ୍ନାଇ ସୁପରକିଙ୍ଗସ ବାଦ ପଡ଼ିଲା ଲକ୍ଷ ଲକ୍ଷ ଫ୍ୟାନଙ୍କ ଦିଲ ଭାଙ୍ଗି ଯାଇଛି । କ୍ୟାପଟେନ୍ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ବି ଚେନ୍ନାଇର ପ୍ରଦର୍ଶନକୁ ନେଇ ଚିନ୍ତିତ । କାରଣ ଆଇପିଏଲ୍ ଇତିହାସରେ ଏମିତି କେବେ ହୋଇ ନଥିଲା । ଏହାପରେ ସୋସିଆଲ୍…

ଭିସା ପାଇଁ ବେନେଡିକ୍ଟ ଟେଲର୍‌ଙ୍କୁ ବିବାହ କରିଛନ୍ତି ରାଧିକା!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍‌ତେ ବଲିଉଡ୍‌ ପରେ ଓଟିଟି ପ୍ଲାଟଫର୍ମରେ ନିଜର ପରିଚୟ ପ୍ରତିଷ୍ଠା କରିପାରିଛନ୍ତି। ନିକଟରେ ରାଧିକା ଆପ୍‌ତେ ତାଙ୍କ ବିବାହକୁ ନେଇ ମଜାଳିଆ କଥା ସର୍ବସାଧାରଣଙ୍କ ସମ୍ମୁଖରେ ରଖିଛନ୍ତି। ରାଧିକା ଆପ୍‌ତେ କହିଛନ୍ତି ଯେ ସେ ଲଣ୍ଡନର ସଂଗୀତଜ୍ଞ…

ମେଡିକାଲ ପରିସରରୁ ନବଜାତ ଶିଶୁ ଉଦ୍ଧାର

ଯାଜପୁର: ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରୁ କ୍ଷତାକ୍ତ ଅବସ୍ଥାରେ ଜଣେ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର । ସୂଚନା ଅନୁଯାୟୀ ଆଜି ବଢ଼ି ଭୋରୁ ଜଣେ ସପେଂଇ କର୍ମୀ ଡାକ୍ତରଖାନା ପରିସରରେ ସଫା କରୁଥିବା ବେଳେ ଏକ ନବଜାତ ଶିଶୁ ପୁତ୍ରକୁ…

ଖୁବ୍ ଶୀଘ୍ର ଆରମ୍ଭ ହେବ ଅପନେ-୨ ଫିଲ୍ମର ଶୁଟିଂ

ମୁମ୍ବାଇ: ୨୦୦୭ରେ ଧର୍ମେନ୍ଦ୍ର, ସନୀ ଦେଓଲ ଓ ବବି ଦେଓଲଙ୍କ ଅଭିନୀତ ଅପନେର ସିକ୍ୟୁଲ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଅପନେ-୨ର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଡାଇରେକ୍ଟର ଅନୀଲ ଶର୍ମା କହିଛନ୍ତି । ୧୩ ବର୍ଷ ପରେ ପୁନର୍ବାର ଦେଓଲ ପରିବାର ଏକତ୍ର ଗୋଟିଏ ଫିଲ୍ମରେ ଅଭିନୟ…

ଜେଲ୍ ଦଣ୍ଡାଦେଶ ପରେ ଦିଲ୍ଲୀପ ରାୟଙ୍କୁ ମିଳିଲା ବେଲ୍

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଜେଲ୍ ଦଣ୍ଡାଦେଶ ଶୁଣାଇବା ପରେ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ବେଲ୍ । ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲ ବଣ୍ଡରେ ତାଙ୍କୁ ଜାମିନ ମିଳିଛି । ଦିଲ୍ଲୀପଙ୍କ ସମେତ ଅନ୍ୟ ଦୁଇ ଦୋଷୀଙ୍କ ଜାମିନ…

ୟୁଏନ୍‌ ମହାସଚିବଙ୍କ କଡା ଚେତାବନୀ; କରୋନା ଆମ ସମୟର ସବୁଠୁ ବଡ଼ ସଙ୍କଟ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ମହାସଚିବ କହିଛନ୍ତି ଯେ କରୋନା ମହାମାରୀ ହେଉଛି ଆମ ସମୟର ସବୁଠାରୁ ବଡ ସଙ୍କଟ। ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀର ଅନ୍‌ଲାଇନ୍‌ ଅଧିବେଶନକୁ ଉଦ୍‌ଘାଟନ କରିବା ସମୟରେ ଆଣ୍ଟୋନିୟୋ ଗୁଟାରିସ୍ ଏହା କହିଛନ୍ତି। ସେ କହିଛନ୍ତି ଯେ ଏହି ମହାମାରୀର ମୁକାବିଲା ପାଇଁ…