Latest Odisha News

BREAKING NEWS

Yearly Archives

2020

ପୋଲିସ ପୁଅ ବିରୋଧରେ ଛେଳି ଚୋରି ଅଭିଯୋଗ !

ପୁରୀ: କଥାରେ ଅଛି ବାଡ ଯଦି ଫସଲ ଖାଇବ ଲୋକେ ଗୁହାରି କରିବେ କାହାକୁ । ଠିକ ଏହିପରି ଏକ ଉଦାହରଣ ପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି । ଟଙ୍କା, ସୁନା କି ହତ୍ୟାକାଣ୍ଡ ନୁହେଁ, ବରଂ ଛେଳି ଚୋରି କରି ଗିରଫ ହୋଇଛି ଜଣେ ପୋଲିସ କର୍ମଚାରୀଙ୍କ ପୁଅ । ପୋଲିସ ରିପୋର୍ଟ ଅନୁଯାୟୀ ବଳଙ୍ଗା ଅଂଚଳରୁ…

ବିଧାୟକଙ୍କ ସହ ବିଜ୍ଞାପନ, ବିବାଦରେ ମହିଳା ପୋଲିସ !

ଭଦ୍ରକ: ଲୋକଙ୍କୁ ଜମିଲାନି ପୋଲିସ ଓ ପ୍ରଶାସନର ମିଳିତ ଦୁର୍ଗାପୂଜା ଶୁଭେଛା ବାର୍ତ୍ତା । ସୋସିଆଲ ମିଡିଆରେ ଭାଇରାଲ୍ ହେଲା ମହିଳା ପୋଲିସ ଅଫିସରଙ୍କ ଶୁଭେଛା ବିଜ୍ଞାପନ । ବିଧାୟକଙ୍କ ସହ ନିଜର ଫଟୋ ଲଗାଇ ଦୁର୍ଗାପୂଜା ଉପଲକ୍ଷେ ଲୋକଙ୍କୁ ଶୁଭେଛା ଜଣାଇବା ଭଦ୍ରକର ଜଣେ ମହିଳା ପୋଲିସଙ୍କୁ…

ଯାଇଥିଲେ ହନିମୁନରେ ପହଞ୍ଚିଗଲେ ଜେଲରେ; ଜାଣନ୍ତୁ ଏହି ଦମ୍ପତ୍ତିଙ୍କ ଦୁଖଃଭରା କାହାଣୀ 

ମୁମ୍ବାଇ: ହନିମୁନରେ ଯାଇଥିଲେ ନବବିବାହିତ ଦମ୍ପତ୍ତି। ମାତ୍ର ଏୟାରପୋର୍ଟରୁ ସେମାନଙ୍କୁ ଧରି ନେଲା ପୋଲିସ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ବିବାହ ସମୟରେ ସାଧାରଣତଃ ନବ ଦମ୍ପତ୍ତିଙ୍କୁ ଉପହାର ଦିଆଯାଇଥାଏ। ଓନିବା ଏବଂ ଶାରିକ ମଧ୍ୟ ବିବାହରେ ଉପହାର ସ୍ୱରୂପ ଜଣେ…

ଭୁବନେଶ୍ୱରରୁ ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ; ସେଥିରୁ ୭୯ ଲୋକାଲ୍ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୨୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୪୩ ଜଣ…

[ଭିଡିଓ] ମଣିଷଙ୍କୁ ମାତ୍ ଦେଇ କୁକୁର ଖେଳୁଛି ଚମତ୍କାର ବିଲିୟର୍ଡସ୍ !

ଭୁବନେଶ୍ୱର: ଫୁଟବଲ୍ କିମ୍ବା ସ୍ୱିମିଂ ପୁଲ୍‌ରେ ପୋଷା କୁକୁରଙ୍କୁ ଖେଳିବାରେ ତ ଆମେ ଅନେକ ଦେଖିଛନ୍ତି । ହେଲେ କେହି କେବେ କୁକୁରଙ୍କୁ ବିଲିୟର୍ଡସ ଖେଳିବାରେ ଦେଖଛନ୍ତି କି? ଆଉ ତା ପୁଣି ମଣିଷଙ୍କଠାରୁ ଢେର ଭଲ । ଯଦି ଆପଣଙ୍କ ଉତ୍ତର ନା ? ତା ହେଲେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା…

ନାବାଳିକା ଅପହରଣର ୧ ମାସ ପରେ ବି ପୋଲିସ ହାତ ଖାଲି; ନିରପେକ୍ଷ ତଦନ୍ତ ଦାବି କଲେ ବାପା ମା’

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଅଂଚଳରେ ଜଣେ ନାବାଳିକାଙ୍କୁ ପ୍ରାୟ ଏକ ମାସ ତଳେ ଅପହରଣ ହୋଇଥିବା ଅଭିଯୋଗ ଆସିଥିଲା। ତେବେ ଏହି ଘଟଣାର ତଦନ୍ତରେ ପୋଲିସର ନିଷ୍କ୍ରିୟତା ଅଭିଯୋଗ ହୋଇଛି। ଘଟଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ଏଯାଏ ନାବାଳିକାର କୌଣସି ପତା ମିଳିନାହିଁ । ଫଳରେ କୌଣସି…

କୋଭିଡ ୧୯: ଭାରତରେ ୯୦% ଛୁଇଁଲା ଆରୋଗ୍ୟ ହାର

ନୂଆଦିଲ୍ଲୀ: ଭାରତରେ କରୋନା ଆରୋଗ୍ୟ ହାର ରବିବାର ଦିନ ୯୦% ଛୁଇଁଛି। ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୬୨,୦୭୭ ଲୋକ ଏହି ରୋଗରୁ ମୁକ୍ତି ପାଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହା ବ୍ୟତୀତ ରାତାରାତି ୫୦,୧୨୯ ଟି ନୂଆ ଆକ୍ରାନ୍ତ ଚିହ୍ନଟ…

ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ବୀର୍‌ ଦୀ ୱେଡିଂ’ର ସିକ୍ୱେଲ ସୁଟିଂ

ନୂଆଦିଲ୍ଲୀ: ଶଶାଙ୍କ ଘୋଷଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବୀର୍‌ ଦୀ ୱେଡିଂ' ବିଭିନ୍ନ ମହଲରୁ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଚଳଚ୍ଚିତ୍ରର କାହାଣୀଠାରୁ ଆରମ୍ଭ କରି ଚରିତ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗ ଦର୍ଶକଙ୍କ ହୃଦୟ ଜିତିଥିଲା। ତେବେ ଏହାର  ସିକ୍ୱେଲ ନିର୍ମାଣକୁ ନେଇ ଦୀର୍ଘ ସମୟ ଧରି…

କୋହଲି, ଡି’ଭିଲର୍ସଙ୍କ ଆକର୍ଷଣୀୟ ବ୍ୟାଟିଂ, ଚେନ୍ନାଇ ସମ୍ମୁଖରେ ୧୪୬ ରନର ଲକ୍ଷ୍ୟ

ଦୁବାଇ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍‌ସକୁ ମଧ୍ୟରେ ମୁକାବିଲା ଚାଲିଛି । ବାଙ୍ଗାଲୋରର ଦୁଇ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ଏବି ଡି’ଭିଲର୍ସ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଚେନ୍ନାଇ ସମ୍ମୁଖରେ ୧୪୬ରନ୍‌ର ବିଜୟ ଲକ୍ଷ୍ୟ ରଖିଛନ୍ତି ।…

ସଡ଼କ ଦୁର୍ଘଟଣାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ଯାଜପୁର: ନିଜ ପରିବାର ପ୍ରତିପୋଷଣ କରିବାକୁ ଯାଇ ସୁଦୁର ତେଲେଙ୍ଗାନା ରାଜ୍ୟରେ ଏକ ଅନ୍ ଲାଇନ୍ ଫୁଡ୍ ସପ୍ଲାଇ କାର୍ଯ୍ୟରେ ନିୟୋଜିତ ଥିବା ଯାଜପୁର ଜିଲ୍ଲାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ କୋରାଇ ଥାନା ତାରାକୋର୍ଟ ଗ୍ରାମର ଦେବବ୍ରତ ସୁତାର(୨୬) ବୋଲି…