Latest Odisha News

BREAKING NEWS

Yearly Archives

2020

ରିମେକ୍ ହେବ ଅମିତାଭଙ୍କ ନମକ୍ ହଲାଲ୍‌, ହେଲେ ଷ୍ଟାରକାଷ୍ଟ କିଏ ?

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କ୍ଲାସିକାଲ୍ ଫିଲ୍ମଗୁଡିକର ରିମେକ ଲିଷ୍ଟରେ ପୂର୍ବରୁ ରହିଛି ଜଂଜିର, ଡନ୍ ଓ ଅଗ୍ନିପଥ । ଏହି ତିନୋଟି ଫିଲ୍ମର ରିମେକ ଭର୍ସନକୁ ଦର୍ଶକଙ୍କ ତରଫରୁ ମିଳିଥିଲା ମିଶ୍ରିତ ପ୍ରତିକ୍ରିୟା । ତେବେ ଆଗାମୀ ଦିନରେ ମେଗାଷ୍ଟାରଙ୍କର ଆଉ ଏକ କ୍ଲାସିକାଲ୍ ମୁଭି…

ଚୀନରେ ଆମେରିକା ଅଧିକାରୀମାନେ ଅଜଣା ରୋଗରେ ଆକ୍ରାନ୍ତ, ଡ୍ରାଗନ ଷଡଯନ୍ତ୍ର କରୁନି ତ!

ୱାଶିଂଟନ: ଚୀନରେ ରହୁଥିବା ଆମେରିକା ଅଧିକାରୀମାନେ ହଠାତ୍ ଅଜଣା ରୋଗରେ ପଡୁଛନ୍ତି । ଏଥିନେଇ ଚୀନ କିଛି ଷଡଯନ୍ତ୍ର କରୁଥିବା ଅନୁମାନ କରାଯାଉଛି । ଗୁଆଙ୍ଗଝୋରେ ବୈଦେଶିକ ବିଭାଗରେ କାର୍ଯ୍ୟରତ ଅଧିକାରୀ ଲେନଜୀ ଏବଂ ତାଙ୍କ ସ୍ତ୍ରୀ ଏହି ଅଜଣା ବ୍ୟାଧିରେ ଶୀକାର ହୋଇଛନ୍ତି । ଆଖି ଖୋଲି ନ…

ସୁଶାନ୍ତଙ୍କ ପାଇଁ ହ୍ରିିତିକଙ୍କ ମା’ ଲେଖିଲେ ଏମିତି…

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୪ ମାସରୁ ଅଧିକ ସମୟ ବିତିଗଲାଣି । ଏତେ ଦିନ ପରେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରି ନାହିଁ । ଆଜି ବି ସସ୍‌ପେନ୍ସ ଜାରି ରହିଛି । ସିବିଆଇ ଏହି ମାମଲାରେ ତଦନ୍ତ ଜାରି ରଖିଛି । ଏହାରି ଭିତରେ ବଲିଉଡର…

ବିନା ଭକ୍ତରେ ଏବର୍ଷ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଲାଗିବ ୧୪୪ ଧାରା

ଭବାନୀପାଟଣା: ଆସନ୍ତା ୨୪ ତାରିଖରେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଏବର୍ଷ କରୋନା ଯୋଗୁ ବିନା ଭକ୍ତରେ ମାଆଙ୍କ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ଆସନ୍ତାକାଲି ମଧ୍ୟରାତ୍ରୀରୁ ୨୫…

ସତ ହେଲା ଅଭିନେତା ରଣଦୀପ ହୁଡ୍ଡାଙ୍କ ସ୍ୱପ୍ନ !

ମୁମ୍ବାଇ: ଫିଲ୍ମ ମନ୍‌ସୁନ୍ ୱେଡିଂରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତା ରଣଦୀପ ହୁଡ୍ଡା । ଏବେ ମନ୍‌ସୁନ୍‌ରେ ୱାଇଲ୍ଡ ଲାଇଫର ମଜା ନେଉଛନ୍ତି । ଫିଲ୍ମରେ ସବୁବେଳେ ଭର୍ସାଟାଇଲ୍ କିର୍ଦାରରେ ନଜର ଆସୁଥିବା ରଣଦୀପ ଶେଷଥର ପାଇଁ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ ହୋଇଥିବା ଏକ୍ସଟ୍ରାକ୍ସନ୍‌ରେ…

ଏଥର ବିନା ଦର୍ଶକରେ ରାବଣ ପୋଡି

ଭୁବନେଶ୍ୱର: କରୋନା ପାଇଁ ଚଳିତ ବର୍ଷ ଫିକା ପଡିବ ଦଶହରା । ଏଥିସହ ବିନା ଦର୍ଶକରେ ହେବ ରାବଣ ପୋଡି । ଘରେ ବସି ଫେସ୍‌ବୁକ୍ ଓ ୟୁଟ୍ୟୁବରେ ଲାଇଭ ଦେଖିବେ ଦର୍ଶକ । କଟକରେ ପ୍ରଶାସନର ଅନୁମତି କ୍ରମେ ରାବଣ ପୋଡି ଉତ୍ସବକୁ ଅନୁମତି ମିଳିଛି । କିନ୍ତୁ କରୋନା କଟକଣା ଯୋଗୁଁ ଚଳିତଥର ଏଠାରେ ବିନା…

କାଲି ୧୨ ଶହ ଛୁଇଁବ ରାଜ୍ୟରେ କରୋନା ଡେଥ୍ କେସ୍, ୨୪ ଘଣ୍ଟାରେ ୧୫ ମୃତ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୨ ଶହ ଛୁଇଁବ । ଗତ ୨୪ ଘଣ୍ଟାରେ ଆଉ ୧୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ୮ଟି ଜିଲ୍ଲାର ସଂକ୍ରମିତ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୧ ଶହ ୯୬କୁ ବୃଦ୍ଧି ପାଇଛି । Regret to…

ବିହାରବାସୀଙ୍କୁ ବିଜେପିର ପ୍ରତିଶ୍ରୁତି: ମାଗଣାରେ କରୋନା ଟିକା ଓ ୧୯ ଲକ୍ଷ ନିଯୁକ୍ତି

ପାଟନା: ବିହାର ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣାରେ କରୋନା ଟିକା ଦେବ ବିଜେପି । ଲୋକଙ୍କ ଘରେ ପହଞ୍ଚିଇବ । ନିର୍ବାଚନ ଇସ୍ତାହରରେ ଏଭଳି ପ୍ରତିଶ୍ରୁତି ଦେଇଛି ବିଜେପି । ଆଜି ପାଟନାରେ ବିଜେପି ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦଳର ନିର୍ବାଚନ…

୧୯୧୩ ନୂଆ ପଜିଟିଭ ଚିହ୍ନଟ , ରାଜ୍ୟରେ ୧୦୦ ଉପରେ ମାତ୍ର ୩ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ତିନିରୁ ଚାରି ଦିନ ହେବ ଓଡ଼ିଶାରେ ୨ ହଜାର ତଳେ ସଂକ୍ରମିିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୩୧ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୦୯ଜଣ…

ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ମୃତ, ୨ ଗୁରୁତର

ଯାଜପୁର: ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଥାନା ମୁକୁନ୍ଦବିନ୍ଧା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ସହ ଏକ କାର ର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼…