Latest Odisha News

BREAKING NEWS

Yearly Archives

2020

ଅବପାତର ରୂପ ନେବ ଲଘୁଚାପ, ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ୱେଲମାର୍କଡ ଲୋ ପ୍ରେସର ବର୍ତ୍ତମାନ ଉତ୍ତର-ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ତଥା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଏହି ଲଘୁଚାପ ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୫.୮ କିଲୋମିଟର ଉଚ୍ଚତା ଯାଏଁ ବାୟୁମଣ୍ଡଳରେ…

ନୌସେନାକୁ ମିଳିଲା ବୁଡ଼ା ଜାହାଜ ବିଧ୍ୱଂସୀ ଯୁଦ୍ଧତୋପ INS କଭରାତି

ବିଶାଖାପାଟଣା: ଭାରତୀୟ ନୌସେନାରେ ଆଜି ସାମିଲ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଡ଼ା ଜାହାଜ ବିଧ୍ୱଂସୀ ଯୁଦ୍ଧତୋପ INS କଭରାତି । ସେନା ମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ବାଣେ ବିଶାଖାପାଟଣାରେ ନୌସେନା ଡକୟାର୍ଡରେ ଏହାକୁ ବିଧିବଦ୍ଧ ଭାବରେ ନୌସେନାରେ ସାମିଲ କରାଇଛନ୍ତି ।…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନ; ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହଙ୍କ ଜନ୍ମଦିନ। ଆଜି ୫୬ ବର୍ଷରେ ପାଦ ଥାପିଛନ୍ତି ଶାହ। ଜନ୍ମଦିନ ଅବସର​ରେ ତାଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୀୟୁଷ ଗୋଏଲ, ନିତିନ ଗଡ଼କରି ଓ ଯୋଗୀ ଆଦିତ୍ୟନାଥଙ୍କ…

ପଶ୍ଚିମବଙ୍ଗ ଦୁର୍ଗାପୂଜାରେ ଯୋଡ଼ି ହେବେ ମୋଦି, ଦଶହରାରେ ନିର୍ବାଚନ ଶୁଭ ଦେବ ବିଜେପି

କୋଲକାତା: ଦୁର୍ଗାପୂଜା ଅବସରରେ ପଶ୍ଚିମବଙ୍ଗ ବାସିନ୍ଦାଙ୍କ ସହ ସିଧାସଳଖ ଯୋଡ଼ି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତା ସଲ୍ଟ ଲେକ୍ ପୂଜା ମଣ୍ଡପକୁ ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହାସହ ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ…

ଦେଶରେ ୭୭ ଲକ୍ଷ କରୋନା ଆକ୍ରାନ୍ତ, ମହାମାରୀରେ ମଲେଣି ଲକ୍ଷେ ୧୬ ହଜାର

ନୂଆଦିଲ୍ଲୀ: ଦେଶରେ ୭୭ ଲକ୍ଷ ପାର କରିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୫୫ ହଜାର ୮୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୭ ଲକ୍ଷ ୬ ହଜାର ୯୪୬କୁ ବୃଦ୍ଧି ପାଇଛି । ଦିନକରେ ସାରା ଦେଶରେ କରୋନାରେ ଆଖି ବୁଜିଛନ୍ତି ଆଉ ୭୦୨ ଆକ୍ରାନ୍ତ ।…

ବିଧ୍ୱଂସୀ ‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲର ସଫଳ ପରୀକ୍ଷଣ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ତିକ୍ତତା ସମୟରେ କ୍ଷେପଣାସ୍ତ୍ର ପରୀକ୍ଷଣ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ । ଆଜି ସଫଳତାର ସହ 'ନାଗ' ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପର୍ୟ୍ୟାୟକୁ ପରୀକ୍ଷଣ କରିଛି । ସକାଳ ୬ଟା ୪୫ ମିନିଟରେରେ ରାଜସ୍ଥାନର ପୋଖରାନ୍…

ଇ-କମର୍ସ କମ୍ପାନୀ ମାଲାମାଲ, ଫେଷ୍ଟିଭାଲ୍ ସେଲରେ ୨୨ ହଜାର କୋଟି କାରବାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଅନଲାଇନ୍ କିଣାବିକାରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ପୂଜା ଫେଷ୍ଟିଭାଲ ସେଲରେ ୬ ଦିନରେ ଇ-କମର୍ସ କମ୍ପାନୀ ୨୨ ହଜାର କୋଟି ଟଙ୍କାର ଜିନିଷ ବିକ୍ରି କରିଛନ୍ତି । ୨୦୧୮ ଓ ୨୦୧୯ ଫେଷ୍ଟିଭାଲ୍ ସେଲ୍ ତୁଳନାରେ ଏବର୍ଷ ଅନଲାଇନରେ ଅଧିକ ବିକ୍ରି ହୋଇଛି…

ବ୍ରାଜିଲରେ ଅକ୍ସଫୋର୍ଡ ଟିକା ଟ୍ରାଏଲରେ ସାମିଲ ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ

କରୋନା ଭ୍ୟାକସିନର ହ୍ୟୁମାନ ଟ୍ରାଏଲ ବେଳେ ବ୍ରାଜିଲରୁ ସାମନାକୁ ଆସିଛି ଏକ ନିରାଶାଜନକ ଖବର । ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନେଇଥିବା ଜଣେ ସ୍ୱେଚ୍ଛାସେବୀଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲର ହେଲ୍ଟ ଅଥରିଟି ଆନଭିସା ପକ୍ଷରୁ ଏନେଇ ସୂଚନା…

ଧରାବତରଣ କରିବେ ମହାମାୟା, ଆଜି ମଣ୍ଡପରେ ଷଷ୍ଠୀ ପୂଜା

ଭୁବନେଶ୍ୱର: ଧରବତରଣ କରିବେ ଜଗତଜଜନୀ । ଆଜିଠୁ ମଣ୍ଡପରେ ଦୁର୍ଗତିନାଶିନୀଙ୍କ ଷଷ୍ଠୀ ପୂଜା । ଏଥିପାଇଁ ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି ସରିଛି । ଆଜି ମାଆଙ୍କର ବିଲ୍ୱବରଣ ନୀତି ଅନୁଷ୍ଠିତ ହେବ । ଚଳିତବର୍ଷ କରୋନା ଯୋଗୁ ଦଶହରା ମାହୋଲ ଫିକା ପଡ଼ିଛି । କଟକଣା ଭିତରେ ଆୟୋଜିତ ହେଉଛି…

‘ଯୋଗ’ ଶବ୍ଦର ପ୍ରକୃତ ସଂଜ୍ଞା କ’ଣ, ଜାଣନ୍ତୁ

ଭୁବନେଶ୍ୱର: ଯୋଗ' ଶବ୍ଦଟି କାନରେ ପଡ଼ିବା ମାତ୍ରେ ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାରର ନିୟନ୍ତ୍ରିତ ଶାରୀରିକ ଭଙ୍ଗୀ ତଥା ଅଙ୍ଗଚାଳନା କରୁଥବାର ଚିତ୍ର ଆମ ମନରେ ଭାସିଉଠେ । ଅଧିକାଂଶ ବ୍ୟକ୍ତି ଭାବନ୍ତି ଯୋଗ ହେଉଛି କେତୋଟି ଆସନ ଓ ପ୍ରାଣାୟାମର ନିୟମିତ ଅଭ୍ୟାସ । କିନ୍ତୁ ଯୋଗାଭ୍ୟାସ ଏତିକିରେ…